ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
- ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।1
- କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛସେବୀ ଅନୁଷ୍ଠାନ (ହାମସ) ଦ୍ୱାରା ଆୟୋଜିତ ଆଜି ତା ୨୯-୦୭-୨୦୨୬ କୃଷକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ଏହାକୁ ଆନୁଷ୍ଠାନିକ ଭାବରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରଯୁକ୍ତ ଡ. ସୁଶାନ୍ତ କୁମାର ସ୍ୱାଇଁ ମହୋଦୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ତାଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରି ମହିପୁର ଡ. ଦେବୀପ୍ରସାଦ ପ୍ରଧାନ, ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭେଷଜ ବିଶେଷଜ୍ଞ ଡ. ବିଶ୍ୱରଞ୍ଜନ ତ୍ରିପାଠୀ, ନୂଆଗାଁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଅଧିକାରି ଡ. ରଶ୍ମିରଞ୍ଜନ ସାମନ୍ତ ସିଂହାର ଓ ଅନୁଷ୍ଠାନ ର ସମ୍ପାଦକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ ନୂଆଗାଁ ବ୍ଲକ ର ଆଖ-ପାଖ ରୁ ପ୍ରାୟ ୨୦୦ ଚାଷୀ ଆସି ସେମାନଙ୍କ ନାମ ପଞ୍ଜୀକରଣ କରି ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଡାକ୍ତର ମାନଙ୍କ ପରାମର୍ଶ କରି ଆବଶ୍ୟକ ପରୀକ୍ଷା ଯଥା-: ଉଚ ରକ୍ତଚାପ, ଡେଙ୍ଗୁ, ମ୍ୟାଲେରିଆ, ମଧୁମେହ ଏବଂ ଇ.ସି.ଜି ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ L.T ଗାୟତ୍ରୀ ନାୟକ, MPHW ରଶ୍ମିରଞ୍ଜନ ପ୍ରଧାନ, MPHW ବ୍ରଜମୋହନ ମଲ୍ଲିକ, Attandant ସଞ୍ଜୟ ସାହୁ ମହିପୁର ଏହା ସହ ଆଶାକର୍ମୀ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ ଏହା ସହ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜିକା ସୁନିତା ଦାଶଗୁପ୍ତା ଏବଂ ସହକାରୀ ସଂଯୋଜକ ଚିନ୍ମୟ କୁମାର ଦାଶ ଏବଂ କୋଷାଧକ୍ଷ ଶୁଭାଶିଷ ନିଶଙ୍କ ଏବଂ ସମସ୍ତ CRP ଯଥା ବିରଞ୍ଚି ନାରାୟଣ ଚମ୍ପତ୍ତି, ବିଶ୍ୱନାଥ ନାୟକ, ଗଣେଶ୍ୱର ଦାସ, ସୁବାସିନୀ ସାହୁ, ସନ୍ତୋଷ କୁମାର ଜାନି ଏବଂ ଅନୁଷ୍ଠାନ ର ସହକର୍ମୀ କିରଣବାଲା ଡାକୁଆ ଏବଂ ମାନସ କୁମାର ରଣା ତାଙ୍କ ସହିତ ଅନୁଷ୍ଠାନ ର ସ୍ୱେ୍ଛାସେବୀ ସଞ୍ଜୟ ସାହୁ, କାହ୍ନା ପରିଡ଼ା, ରାହୁଲ କୁମାର ସାହୁ, ଅମିତ ନାୟକ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟଶିବିର କୁ ଆଗେଇ ନେଇଥିଲେ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ ଝୁଟ କର୍ପୋରେସନ ଭାରତ ସରକାରଙ୍କ ସହଯୋଗରେ ଚାଷୀ ମାନଙ୍କ ପାଇଁ ସକାଳର ଜଳଖିଆ ସହ ଖାଦ୍ୟପେୟ ର ବ୍ୟବସ୍ଥା କରାଯାଇଥିଲା1
- ଆଜି ମୟୂରଭଞ୍ଜ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ। ବିରୋଧୀଙ୍କ ଦ୍ୱାରା ଅପପ୍ରଚାର କରାଯାଉଥିବା ସାର ଅଭାବ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ପ୍ରତିନିଧି ଦଳ ସିଧାସଳଖ କାର୍ଯ୍ୟାଳୟରେ ପହଞ୍ଚି ବିଶେଷ ରିପୋର୍ଟ ମାଗିବା ସହ ସବିଶେଷ ଯାଞ୍ଚ କରିଥିଲେ। ଏହି ସ୍ଥିତି ଅନୁଧ୍ୟାନ ସମୟରେ ଓଡ଼ିଶା କୃଷକ ମୋର୍ଚ୍ଚାର ଉପ-ସଭାପତି ଶ୍ରୀ ଆଲୋକ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସିରିସ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଟୁନା ରାମ ଥୟାଲ, ଶୁଳିଆପଦା ମଣ୍ଡଳ ସଭାପତି ସନ୍ତୋଷ କୁମାର ସି, ଏବଂ ବାରିପଦା ମଣ୍ଡଳ ସଭାପତି ସପନ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି। ବିରୋଧୀଙ୍କ ଦ୍ୱାରା ପ୍ରଚାର କରାଯାଉଥିବା "ସାର ପାଇଁ ଚାଷୀ ହନ୍ତସନ୍ତ" ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସବିଶେଷ ତଥ୍ୟ ସହ ସ୍ପଷ୍ଟ କରିଛନ୍ତି ସୁଶାନ୍ତ ନାୟକ। #Mayurbhanj #MayurbhanjNews #BJPKrushakMorcha #OdishaBJP #Baripada #FarmerWelfare #FertilizerSupply #OdishaNews #KrusakMorcha #AlokMohanty #AgricultureOdisha #BreakingNewsOdisha #OdishaUpdates1
- ଭାବର ରସିକ ମୋ କଳା ଠାକୁର ମୋ ପାଇଁ ଖୋଲିଥିବୁ ସିଂହ ଦୁଆର⭕❗⭕🙏1
- गुरुर्ब्रह्मा गुरुर्विष्णुः गुरुर्देवो महेश्वरः। गुरुरेव परंब्रह्म तस्मै श्रीगुरवे नमः।।1
- ଭଦ୍ରକରେ ବନ୍ୟାର ବିଭୀଷିକା, ଦୁଃଖର କାହାଣୀ ଗରିବ ଲୋକଙ୍କ ପାଇଁ,1
- ଶ୍ରୀରାମ ଦୟା ପରିଷଦ ନିରାକାରପୁର ପକ୍ଷରୁ ଭାଗବତ ପାଠ ମହାସମାରୋହରେ ଉଦଯାପିତ ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ଧର୍ମlନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ବାର୍ଷିକ ଭାଗବତ ପାଠ ଉଦଯାପିତ ହୋଇଯାଇଅଛି l ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମାରୁତି ମଣ୍ଡପ ଠାରେ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଯଥା ବିଧି ମୁତାବକ ମନ୍ଦିର ପୂଜକ କାଳିଆ ବଡ଼ପଣ୍ଡା ଉଦଯାପନୀ ପୂଜା କରିଥିଲେ l ଏହି ଅବସରରେ ବର୍ଷ ତମାମ ଭାଗବତ ଜଗନ୍ନାଥ କଥାମୁର୍ତ୍ତ ପୁରାଣ ପାଠ କରୁଥିବା ଏକାଦଶୀ ପରିଡ଼ାଙ୍କୁ ପରିଷଦ ପକ୍ଷରୁ ଉତ୍ତୋରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା4
- ସୁନ୍ଦରପଦା ଆଜାଦ୍ ନଗର ରେ ଘରେ ପସିଲା ପାଣି BMC ଏଠି କେମିତି ଜାଣିପାରୁ ନାହି।,,,,,,, ସୁନ୍ଦରପଦା ଆଜାଦ୍ ନଗର ରେ ଘରେ ପସିଲା ପାଣି BMC ଏଠି କେମିତି ଜାଣିପାରୁ ନାହି।,,,,,,,1