Shuru
Apke Nagar Ki App…
ଶ୍ରୀ ଶ୍ରୀ ଅଖଣ୍ଡାଳେଶ୍ୱର ମହାଦେବ ପ୍ରାଙ୍ଗଣରେ ବୋଡ଼ ଲଗାଇଲେ ସରକାର ବୋଡ଼ ଉପରେ ମାତରଖିଲେ ଛତିଶ ଓ ସାଧାରଣ ଜନତା #videochallenge #vairal #baliantablock #Godblesseveryone
Gagan Bhoi
ଶ୍ରୀ ଶ୍ରୀ ଅଖଣ୍ଡାଳେଶ୍ୱର ମହାଦେବ ପ୍ରାଙ୍ଗଣରେ ବୋଡ଼ ଲଗାଇଲେ ସରକାର ବୋଡ଼ ଉପରେ ମାତରଖିଲେ ଛତିଶ ଓ ସାଧାରଣ ଜନତା #videochallenge #vairal #baliantablock #Godblesseveryone
More news from ଓଡ଼ିଶା and nearby areas
- Post by Gagan Bhoi2
- ଓଡ଼ିଆ ଅସ୍ମିତାକୁ ଫୁ କଲେ ସରକାର ! ପୁରୀରେ ଲଗାଇଲେ ବଙ୍ଗାଳୀ ଭାଷାରେ ପୋଷ୍ଟର। ପୁରୀରେ ଛକ ଛକରେ ଲାଗିଛି ବେଙ୍ଗଲ ଇଲେକ୍ସନ ପୋଷ୍ଟର। ପୁରୀରେ ବଙ୍ଗାଳୀ ଭାଷାରେ ପୋଷ୍ଟର ମାରି ପ୍ରଚାର କରୁଥିବା ଉପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବି।1
- ତିର୍ତ୍ତୋଲ ୧୨/୪- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସାରଳା ଦାସ ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଏଡିଏମ ଜ୍ୟୋତି ଶଙ୍କର ରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ କାଜଲ କୁମାର ସାହୁଙ୍କ ବ୍ଲକର ସମସ୍ତ କର୍ମଚାମାନେ ଉପସ୍ଥିତ ରହିଥିଲେ l ଲୋକକଳା ଉତ୍ସବ ଅବସରରେ ତିର୍ତ୍ତୋଲ ଅଂଚଳର କଳାକାର ମାନଙ୍କୁ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇ ଉତ୍ସାହିତ କରାଯାଇଥିଲା l4
- ବିପୁଳ ପରିମାର ର ଗଞ୍ଜେଇ ଜବତ୍; ୩ଗିରଫ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧କୁଇଁଟାଲ ୬୯୦କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ କାର ଓ ଟାଟାଏସିଇ ଗାଡିକୁ ଜବତ କରାଯାଇଛି ।ପ୍ରକାଶଥାଉକି, ଟାଙ୍ଗୀ ଅବକାରୀ ବିଭାଗ ଛଣଗିରି ରାସ୍ତାର ଫୁଟବଲ ଖେଳପଡିଆ ସମ୍ମୁଖରୁ ନୟାଗଡ ରୁ ଜଙ୍କିଆ ଅଭିମୁଖେ ଆସୁଥିବା ଓଡି.୦୨ସିକେ-୮୭୪୩ ନଂ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟାଏସିଇ ଗାଡିକୁ ଅଟକାଇ ଯାଂଚ କରିଥିଲେ । ସେଥିରୁ ୯୬୦କେଜି ଗଞ୍ଜେଇ ଜବତ କରିବା ସହ କାଳୁଚରଣ କୁ ଗିରଫ କରିଥିଲା । ସେହିପରି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ପେଟ୍ରୋଲପମ୍ପ ସମ୍ମୁଖରେ ଚଢଉ କରି ଏକ କାର ଭିତରୁ ୧କୁୂଇଁଟାଲ ଗଞ୍ଜେଇ ଜବତ କରିଥିଲେ । ଗାଡିରୁ ମହେଶ ଓ ପ୍ରକାଶ କୁ ଅବକାରୀ ବିଭାଗ କରିଛି । ୨ଟି ଜବତ ଘଟଣାରେ ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧କୋଟି ୨୧ଲକ୍ଷ ହେବ ବୋଲି ଅବକାରୀ ସୁପରିଟେଣ୍ଡ ସୁମତୀ ତ୍ରୀପାଠୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଟାଙ୍ଗୀ ଅବକାରୀ ଚଢଉରେ ଇନ୍ସପେକ୍ଟର ଅଜିତ ପାତ୍ର, ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସ୍ଆଇ ସମ୍ଭୁନାଥ ପାତ୍ର, ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ଅଶେଷ ପ୍ରଧାନ, ମନୋଜ କୁମାର ଜୟସିଂ, ସସ୍ମିତା ସେଠୀ ପ୍ରମୁୂଖ ସାମିଲଥିଲେ । ସେହିପରି ଖୋର୍ଦ୍ଧା ଅବକାରୀ ଚଢଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଓଆଇସି ସୁଜିତ କୁମାର ମୁଦୁଲି, ଏଏସ୍ଆଇ ସମରେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସନାନନ୍ଦ କୁଅଁର ଓ ପ୍ରଣବ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ ।1
- ଅତ୍ୟାଧୁନିକ ରେଟ ବଢିବ କାଜୁବାଦାମ ରେଟ ସୂଚନା ମିଳୁଛିକି ଗତ ବର୍ଷ ଭଳି ସବୁଠାରୁ ସଂସ୍ଥା ହୋଇଥିଲା କିନ୍ତୁ ଏ ବର୍ଷ କାଜୁ ଅଭାବ ପାଇଁ ୨୫0ରୁ ଆରମ୍ଭ1
- Post by Manoj kumar baliyarsingh4
- Post by NEWS MANORANJAN1
- ବାଳକାଟି ବଜାର ଜବର ଦଖଲ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଟୋଇ ଯାହାକି ଏକ ଜରୁରୀ କାଳୀନ ସେବା ଦେଉଥିବା ଆମ୍ବୁଲାନ୍ସ ଟି ଜାମ୍ ରେ ଫସି ଯାଇଥିବା ଦେଖିବାକୁ ମିଳିଛି ।1
- Post by Manoj kumar baliyarsingh4