Shuru
Apke Nagar Ki App…
ଚାରୀମାନିଆ ଗୋପୀନ୍ନାଥ ଦେବଙ୍କ 25 ବର୍ଷ ବିଶ୍ୱାସନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
Gagan Bhoi
ଚାରୀମାନିଆ ଗୋପୀନ୍ନାଥ ଦେବଙ୍କ 25 ବର୍ଷ ବିଶ୍ୱାସନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞରେ ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
More news from ଓଡ଼ିଶା and nearby areas
- Post by NEWS MANORANJAN1
- Post by Gagan Bhoi1
- ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ। ଭୁଲ୍ ଇଞ୍ଜେକସନ ଯୋଗୁଁ ଚାଲିଗଲା ଶିଶୁର ଜୀବନ। ପୁଣି ପୁରୀ ହସ୍ପିଟାଲ ନାଁ ରେ ସାଙ୍ଘାତିକ ଅଭିଯୋଗ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ।1
- Post by Chandan naik4
- ସ୍ଵଛ ଭାରତ ଯୋଜନା ରେ ଵିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. କେଉଁଠି ନେତା କେଉଁଠି ଅଧିକାରୀ ସଫାଜାଗା କୁ ଓଳାଉ ଥିବା ବେଳେ ତୣଣମୂଳ ସ୍ଥରରେ କିନ୍ତୁ ଗଦାଗଦା ଅଳିଆ ଦେଖିବାକୁ ମିଳୁଛି। ଏପରିକି ଜଟଣୀ ନଗର ପାଳିକାର 9ନମ୍ଵର ଓ୍ଵାର୍ଡ ରେ ଥିବା ସରକାରୀ ଡାକ୍ତର ଖାନା ପଛପଟର ଅଳିଆ ଦୣଶ୍ୟ ଦେଖିଲେ ଗାଁ ପରିମଳ.... ତୁଠରୁ ଦିଶିଲା ପରି ନଗର ପାଳିକା ର ସ୍ଵଛ୍ଛ ଭାରତ ଆଭିଯାନ ର ଗତି ଷ୍ପଷ୍ଠ ଅନୁମେୟ।2
- Post by ନିଷ୍ଠୁର ଦୁନିଆ Live1
- ତିର୍ତ୍ତୋଲ ଅଂଚଳରେ ନେହେରୁ ବଜାର ଛକ ଭିଡ଼ ଦେଖିବାକୁ ମିଳିଥିଲା l ଖବର ଶୁଣୁ ଶୁଣୁ ସେଠାରେ ଏକ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ଜମିଥିବା ଜଣାପଡିଲା l4
- Post by NEWS MANORANJAN1