Shuru
Apke Nagar Ki App…
ତିର୍ତ୍ତୋଲ ଅଂଚଳରେ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ତିର୍ତ୍ତୋଲ ଅଂଚଳରେ ନେହେରୁ ବଜାର ଛକ ଭିଡ଼ ଦେଖିବାକୁ ମିଳିଥିଲା l ଖବର ଶୁଣୁ ଶୁଣୁ ସେଠାରେ ଏକ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ଜମିଥିବା ଜଣାପଡିଲା l
Ranjan Khuntia
ତିର୍ତ୍ତୋଲ ଅଂଚଳରେ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ତିର୍ତ୍ତୋଲ ଅଂଚଳରେ ନେହେରୁ ବଜାର ଛକ ଭିଡ଼ ଦେଖିବାକୁ ମିଳିଥିଲା l ଖବର ଶୁଣୁ ଶୁଣୁ ସେଠାରେ ଏକ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ଜମିଥିବା ଜଣାପଡିଲା l
More news from ଓଡ଼ିଶା and nearby areas
- Post by NEWS MANORANJAN1
- ଓଡ଼ିଆ ଅସ୍ମିତାକୁ ଫୁ କଲେ ସରକାର ! ପୁରୀରେ ଲଗାଇଲେ ବଙ୍ଗାଳୀ ଭାଷାରେ ପୋଷ୍ଟର। ପୁରୀରେ ଛକ ଛକରେ ଲାଗିଛି ବେଙ୍ଗଲ ଇଲେକ୍ସନ ପୋଷ୍ଟର। ପୁରୀରେ ବଙ୍ଗାଳୀ ଭାଷାରେ ପୋଷ୍ଟର ମାରି ପ୍ରଚାର କରୁଥିବା ଉପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବି।1
- Post by Gagan Bhoi2
- ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ1
- ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।1
- ବିପୁଳ ପରିମାର ର ଗଞ୍ଜେଇ ଜବତ୍; ୩ଗିରଫ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଦୁଇଟି ସ୍ଥାନରେ ଚଢଉ କରାଯାଇ ୧କୁଇଁଟାଲ ୬୯୦କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ଗଜପତିନଗର ର କାଳୁଚରଣ ଦାସ (୪୫), କନ୍ଧମାଳ ଜିଲ୍ଲା ଲହବାଡି ର ମହେଶ ମଲ୍ଲିକ (୨୧) ଓ ବଇଡା ର ପ୍ରକାଶ ପ୍ରଧାନ (୩୮) । ଏମାନଙ୍କ ଠାରୁ ଗଞ୍ଜେଇ ସମେତ ଏକ କାର ଓ ଟାଟାଏସିଇ ଗାଡିକୁ ଜବତ କରାଯାଇଛି ।ପ୍ରକାଶଥାଉକି, ଟାଙ୍ଗୀ ଅବକାରୀ ବିଭାଗ ଛଣଗିରି ରାସ୍ତାର ଫୁଟବଲ ଖେଳପଡିଆ ସମ୍ମୁଖରୁ ନୟାଗଡ ରୁ ଜଙ୍କିଆ ଅଭିମୁଖେ ଆସୁଥିବା ଓଡି.୦୨ସିକେ-୮୭୪୩ ନଂ ବିଶିଷ୍ଟ ଗଞ୍ଜେଇ ବୋଝେଇ ଟାଟାଏସିଇ ଗାଡିକୁ ଅଟକାଇ ଯାଂଚ କରିଥିଲେ । ସେଥିରୁ ୯୬୦କେଜି ଗଞ୍ଜେଇ ଜବତ କରିବା ସହ କାଳୁଚରଣ କୁ ଗିରଫ କରିଥିଲା । ସେହିପରି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ପେଟ୍ରୋଲପମ୍ପ ସମ୍ମୁଖରେ ଚଢଉ କରି ଏକ କାର ଭିତରୁ ୧କୁୂଇଁଟାଲ ଗଞ୍ଜେଇ ଜବତ କରିଥିଲେ । ଗାଡିରୁ ମହେଶ ଓ ପ୍ରକାଶ କୁ ଅବକାରୀ ବିଭାଗ କରିଛି । ୨ଟି ଜବତ ଘଟଣାରେ ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧କୋଟି ୨୧ଲକ୍ଷ ହେବ ବୋଲି ଅବକାରୀ ସୁପରିଟେଣ୍ଡ ସୁମତୀ ତ୍ରୀପାଠୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଟାଙ୍ଗୀ ଅବକାରୀ ଚଢଉରେ ଇନ୍ସପେକ୍ଟର ଅଜିତ ପାତ୍ର, ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସ୍ଆଇ ସମ୍ଭୁନାଥ ପାତ୍ର, ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ଅଶେଷ ପ୍ରଧାନ, ମନୋଜ କୁମାର ଜୟସିଂ, ସସ୍ମିତା ସେଠୀ ପ୍ରମୁୂଖ ସାମିଲଥିଲେ । ସେହିପରି ଖୋର୍ଦ୍ଧା ଅବକାରୀ ଚଢଉରେ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଓଆଇସି ସୁଜିତ କୁମାର ମୁଦୁଲି, ଏଏସ୍ଆଇ ସମରେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସନାନନ୍ଦ କୁଅଁର ଓ ପ୍ରଣବ କୁମାର କଅଁର ପ୍ରମୁଖ ସାମିଲ ହୋଇଥିଲେ ।1
- Post by NEWS MANORANJAN1
- ବାଳକାଟି ବଜାର ଜବର ଦଖଲ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଟୋଇ ଯାହାକି ଏକ ଜରୁରୀ କାଳୀନ ସେବା ଦେଉଥିବା ଆମ୍ବୁଲାନ୍ସ ଟି ଜାମ୍ ରେ ଫସି ଯାଇଥିବା ଦେଖିବାକୁ ମିଳିଛି ।1
- ସ୍ଵଛ ଭାରତ ଯୋଜନା ରେ ଵିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି. କେଉଁଠି ନେତା କେଉଁଠି ଅଧିକାରୀ ସଫାଜାଗା କୁ ଓଳାଉ ଥିବା ବେଳେ ତୣଣମୂଳ ସ୍ଥରରେ କିନ୍ତୁ ଗଦାଗଦା ଅଳିଆ ଦେଖିବାକୁ ମିଳୁଛି। ଏପରିକି ଜଟଣୀ ନଗର ପାଳିକାର 9ନମ୍ଵର ଓ୍ଵାର୍ଡ ରେ ଥିବା ସରକାରୀ ଡାକ୍ତର ଖାନା ପଛପଟର ଅଳିଆ ଦୣଶ୍ୟ ଦେଖିଲେ ଗାଁ ପରିମଳ.... ତୁଠରୁ ଦିଶିଲା ପରି ନଗର ପାଳିକା ର ସ୍ଵଛ୍ଛ ଭାରତ ଆଭିଯାନ ର ଗତି ଷ୍ପଷ୍ଠ ଅନୁମେୟ।2