logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉତ୍କଳମଣି ସେବା ସଂଗଠନ ତରଫରୁ ସଚେତନତା "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ" ଅଭିଯାନ :ଗ୍ରାମରେ ବୁଲି ପହଞ୍ଚାଇଲେ ସଚେତନତା ର ବାର୍ତ୍ତା ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।

10 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
10 hrs ago

ଉତ୍କଳମଣି ସେବା ସଂଗଠନ ତରଫରୁ ସଚେତନତା "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ" ଅଭିଯାନ :ଗ୍ରାମରେ ବୁଲି ପହଞ୍ଚାଇଲେ ସଚେତନତା ର ବାର୍ତ୍ତା ଯାଜପୁର ଜିଲ୍ଲା ଜେନାପୁର ଠାରେ ଉତ୍କଳମଣି ସେବା ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ପାଇଁ ସମାଜ ରେ ଦିନକୁ ଦିନ ବ୍ୟାପୁଥିବା କ୍ୟାନ୍ସର ଓ ବିଭିନ୍ନ ରୋଗ ରୁ ମୁକ୍ତି ପାଇଁ "ପ୍ଲାଷ୍ଟିକ ହଟାଅ ଦେଶ ବଞ୍ଚାଅ",ଘରେ ଘରେ ପ୍ଲାଷ୍ଟିକ ବାଣ୍ଟୁଛି କ୍ୟାନ୍ସର ନାରା ସହିତ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉତ୍କଳମଣି ସେବା ସଂଗଠନ ର କାର୍ଯ୍ୟକର୍ତା ଓ ବହୁ ଛାତ୍ର ଛାତ୍ରୀ ସଚେତନତା ବିଷୟରେ ଲେଖା ପ୍ଲାକାର୍ଡ ଧରି ସଚେତନ କରିଥିଲେ ।

More news from ଓଡ଼ିଶା and nearby areas
  • ଓଡ଼ିଆ ଅସ୍ମିତାକୁ ଫୁ କଲେ ସରକାର ! ପୁରୀରେ ଲଗାଇଲେ ବଙ୍ଗାଳୀ ଭାଷାରେ ପୋଷ୍ଟର। ପୁରୀରେ ଛକ ଛକରେ ଲାଗିଛି ବେଙ୍ଗଲ ଇଲେକ୍ସନ ପୋଷ୍ଟର। ପୁରୀରେ ବଙ୍ଗାଳୀ ଭାଷାରେ ପୋଷ୍ଟର ମାରି ପ୍ରଚାର କରୁଥିବା ଉପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବି।
    1
    ଓଡ଼ିଆ ଅସ୍ମିତାକୁ ଫୁ କଲେ ସରକାର ! ପୁରୀରେ ଲଗାଇଲେ ବଙ୍ଗାଳୀ ଭାଷାରେ ପୋଷ୍ଟର। ପୁରୀରେ ଛକ ଛକରେ ଲାଗିଛି ବେଙ୍ଗଲ ଇଲେକ୍ସନ ପୋଷ୍ଟର। ପୁରୀରେ ବଙ୍ଗାଳୀ ଭାଷାରେ ପୋଷ୍ଟର ମାରି ପ୍ରଚାର କରୁଥିବା ଉପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
  • ଓଡିଶା ର ବନ୍ଦନୀୟ ବରପୁତ୍ର ମାନଙ୍କୁ ନେଇ ଏକ ମହାନ କାର୍ଯ୍ୟକ୍ରମ ବନ୍ଦନୀୟ ବରପୁତ୍ର, ଉତ୍ତରପିଢ଼ି ପାଇଁ ଏହା ଏକାନ୍ତ ଆବଶ୍ୟକ, ଯାହାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ନେବା ସହ ବିଭିନ୍ନ ଜିଲ୍ଲାରେ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି, ସେହିଭଳି କାର୍ଯ୍ୟକ୍ରମ ଗୁଡିକୁ ଓଡିଶା ପକ୍ଷ ପାଳନ କାର୍ଯ୍ୟକ୍ରମ ରେ ସାମିଲ କରିଛନ୍ତି, ଦିନକୁ ଦିନ ଓଡିଶା ଭାଷା ଆଉ ସଂସ୍କୃତିକୁ ନେଇ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ସାଧୁବାଦ ଏବଂ ସ୍ୱାଗତ ଯୋଗ୍ୟ ବୋଲୀ କହିଲେ ଅତ୍ୟୁକ୍ତି ହେବ ନାହିଁ
    1
    ଓଡିଶା ର ବନ୍ଦନୀୟ ବରପୁତ୍ର ମାନଙ୍କୁ ନେଇ ଏକ ମହାନ କାର୍ଯ୍ୟକ୍ରମ ବନ୍ଦନୀୟ ବରପୁତ୍ର, ଉତ୍ତରପିଢ଼ି ପାଇଁ ଏହା ଏକାନ୍ତ ଆବଶ୍ୟକ, ଯାହାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ନେବା ସହ ବିଭିନ୍ନ ଜିଲ୍ଲାରେ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି, ସେହିଭଳି କାର୍ଯ୍ୟକ୍ରମ ଗୁଡିକୁ ଓଡିଶା ପକ୍ଷ ପାଳନ କାର୍ଯ୍ୟକ୍ରମ ରେ ସାମିଲ କରିଛନ୍ତି, ଦିନକୁ ଦିନ ଓଡିଶା ଭାଷା ଆଉ ସଂସ୍କୃତିକୁ ନେଇ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ସାଧୁବାଦ ଏବଂ ସ୍ୱାଗତ ଯୋଗ୍ୟ ବୋଲୀ କହିଲେ ଅତ୍ୟୁକ୍ତି ହେବ ନାହିଁ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    12 hrs ago
  • Post by Chandan naik
    4
    Post by Chandan naik
    user_Chandan naik
    Chandan naik
    କଟକ ସଦର, କଟକ, ଓଡ଼ିଶା•
    14 hrs ago
  • ତିର୍ତ୍ତୋଲ ଅଂଚଳରେ ନେହେରୁ ବଜାର ଛକ ଭିଡ଼ ଦେଖିବାକୁ ମିଳିଥିଲା l ଖବର ଶୁଣୁ ଶୁଣୁ ସେଠାରେ ଏକ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ଜମିଥିବା ଜଣାପଡିଲା l
    4
    ତିର୍ତ୍ତୋଲ ଅଂଚଳରେ ନେହେରୁ ବଜାର ଛକ ଭିଡ଼ ଦେଖିବାକୁ ମିଳିଥିଲା l ଖବର ଶୁଣୁ ଶୁଣୁ ସେଠାରେ ଏକ ବିରଳ ପ୍ରଜାତିର ଦେଶୀ ମାଗୁର ମାଛକୁ ଦେଖିବାକୁ ଜମିଛି ଭିଡ଼ ଜମିଥିବା ଜଣାପଡିଲା l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    8 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    8 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ
    1
    ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରେ ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ବିଶିଷ୍ଟ ସାହିତ୍ୟିକ ମାନଙ୍କ ସମାହାରରେ ପାଳନ ହେଉଛି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    13 hrs ago
  • ତିର୍ତ୍ତୋଲ ୧୨/୪- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସାରଳା ଦାସ ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଏଡିଏମ ଜ୍ୟୋତି ଶଙ୍କର ରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ କାଜଲ କୁମାର ସାହୁଙ୍କ ବ୍ଲକର ସମସ୍ତ କର୍ମଚାମାନେ ଉପସ୍ଥିତ ରହିଥିଲେ l ଲୋକକଳା ଉତ୍ସବ ଅବସରରେ ତିର୍ତ୍ତୋଲ ଅଂଚଳର କଳାକାର ମାନଙ୍କୁ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇ ଉତ୍ସାହିତ କରାଯାଇଥିଲା l
    4
    ତିର୍ତ୍ତୋଲ ୧୨/୪- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସାରଳା ଦାସ ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଏଡିଏମ ଜ୍ୟୋତି ଶଙ୍କର ରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ କାଜଲ କୁମାର ସାହୁଙ୍କ ବ୍ଲକର ସମସ୍ତ କର୍ମଚାମାନେ ଉପସ୍ଥିତ ରହିଥିଲେ l ଲୋକକଳା ଉତ୍ସବ ଅବସରରେ ତିର୍ତ୍ତୋଲ ଅଂଚଳର କଳାକାର ମାନଙ୍କୁ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇ ଉତ୍ସାହିତ କରାଯାଇଥିଲା l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    10 hrs ago
  • Post by Gagan Bhoi
    2
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.