ଦୟା ନଦୀରେ ବନ୍ୟା ପ୍ରଭାବିତ , ଚିନ୍ତାର ଚାଷୀକୂଳ ପରିବାର । ବାଲିଅନ୍ତା:୩୧/୦୭- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର ବନ୍ୟାଜଳରେ ବୁଡି ରହିଥିବାରୁ ଗ୍ରାମବାସୀମାନେ ମା ଙ୍କ ବିଗ୍ରହ କୁ ଅସ୍ଥାୟୀ ଭାବରେ ପୂଜାର୍ଚ୍ଚନା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ମା ଙ୍କ ରୋଷଘର ମଧ୍ୟ ବନ୍ୟାଜଳରେ ପ୍ରବାହିତ ହୋଇଛି ।ଉକ୍ତ ନଦୀ କୂଳରେ ଥିବା ଲିଙ୍ଗିପୂର୍, ଧଉଳି, ଇଟିପୂର୍,ଟିକରପଡା ଆଦି ପଞ୍ଚୟର ଅନେକ ଅଞ୍ଚଳର ଚାଷ ଜମି ର ଜଳମଗ୍ନ ହୋଇଛି। ଉକ୍ତ ଜମିରେ ଚାଷ ହୋଇଥିବା ପୋଟଳ, କଲରା,ଗେଣ୍ଡୁ ଫୁଲ, ଭେଣ୍ଡି, ବିନ୍ସ, ବାଇଙ୍ଗଣ, ଆଦି କିସମର ପାରିବା ପାଣିରେ ବୁଡ଼ି ରହିଛି। ଏ ନେଇ ଚିନ୍ତା ରେ ଚାଷୀ କୂଳ ପରିବାର। ଅନେକ ଚାଷୀ ହାତ ଉଧାରୀ କରି ଉକ୍ତ ପାରିବ ଚାଷ କରିଥିଲେ। ବ୍ଲକ ଓ ତହସିଲ ପ୍ରଶାସନଚାଷୀ ଙ୍କ କ୍ଷୟ ଖେତି ଆକଳନ କରି କ୍ଷତିପୂରଣ ଦେବାକୁ ସଧାରଣ ରେ ଦାବି ହୋଇଛି । କଣାସ, ପିପିଲି, ଡେଲାଙ୍ଗ ଏବଂ ସତ୍ୟବାଦୀ ଅଞ୍ଚଳରେ ଦୟା ନଦୀର ବନ୍ୟା ଜଳ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।ହଜାର ହଜାର ହେକ୍ଟର ଜମିର ପରିବା ଓ ଧାନ ଫସଲ ପାଣିରେ ବୁଡି ରହିଛି। ନିମ୍ନ ଅଞ୍ଚଳରେ ପାଣି ପଶିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସତର୍କ ଓ ସଚେତନ ଜାରି କରାଯାଇଛି।
ଦୟା ନଦୀରେ ବନ୍ୟା ପ୍ରଭାବିତ , ଚିନ୍ତାର ଚାଷୀକୂଳ ପରିବାର । ବାଲିଅନ୍ତା:୩୧/୦୭- ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷ ର ବନ୍ୟାଜଳ ପ୍ରଭାବିତ ଯୋଗୁଁ ନଈକୂଳ ବନ୍ଧକୁ ପାଣି ଲାଗିଛି । ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତ ର ଜୟପୁର ପାଟଣା ଗ୍ରାମ ଦେବତୀ ମା ନିସ୍ଥାରିଣୀ ମନ୍ଦିର ବନ୍ୟାଜଳରେ ବୁଡି ରହିଥିବାରୁ ଗ୍ରାମବାସୀମାନେ ମା ଙ୍କ ବିଗ୍ରହ କୁ ଅସ୍ଥାୟୀ ଭାବରେ ପୂଜାର୍ଚ୍ଚନା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ମା ଙ୍କ ରୋଷଘର ମଧ୍ୟ ବନ୍ୟାଜଳରେ ପ୍ରବାହିତ ହୋଇଛି ।ଉକ୍ତ ନଦୀ କୂଳରେ ଥିବା ଲିଙ୍ଗିପୂର୍, ଧଉଳି, ଇଟିପୂର୍,ଟିକରପଡା ଆଦି ପଞ୍ଚୟର ଅନେକ ଅଞ୍ଚଳର ଚାଷ ଜମି ର ଜଳମଗ୍ନ ହୋଇଛି। ଉକ୍ତ ଜମିରେ ଚାଷ ହୋଇଥିବା ପୋଟଳ,
କଲରା,ଗେଣ୍ଡୁ ଫୁଲ, ଭେଣ୍ଡି, ବିନ୍ସ, ବାଇଙ୍ଗଣ, ଆଦି କିସମର ପାରିବା ପାଣିରେ ବୁଡ଼ି ରହିଛି। ଏ ନେଇ ଚିନ୍ତା ରେ ଚାଷୀ କୂଳ ପରିବାର। ଅନେକ ଚାଷୀ ହାତ ଉଧାରୀ କରି ଉକ୍ତ ପାରିବ ଚାଷ କରିଥିଲେ। ବ୍ଲକ ଓ ତହସିଲ ପ୍ରଶାସନଚାଷୀ ଙ୍କ କ୍ଷୟ ଖେତି ଆକଳନ କରି କ୍ଷତିପୂରଣ ଦେବାକୁ ସଧାରଣ ରେ ଦାବି ହୋଇଛି । କଣାସ, ପିପିଲି, ଡେଲାଙ୍ଗ ଏବଂ ସତ୍ୟବାଦୀ ଅଞ୍ଚଳରେ ଦୟା ନଦୀର ବନ୍ୟା ଜଳ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।ହଜାର ହଜାର ହେକ୍ଟର ଜମିର ପରିବା ଓ ଧାନ ଫସଲ ପାଣିରେ ବୁଡି ରହିଛି। ନିମ୍ନ ଅଞ୍ଚଳରେ ପାଣି ପଶିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସତର୍କ ଓ ସଚେତନ ଜାରି କରାଯାଇଛି।
- ବାଲିଅନ୍ତା ଭିଡ଼ିଓ ଅପାରଗତାରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର। ରଶ୍ମିତା ସରପଞ୍ଚ କୁ ଭିଡ଼ିଓ କଲେ ଦୁବେବହାର।1
- ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � ଆଜି (୧ ଅଗଷ୍ଟ ୨୦୨୬) ଅପରାହ୍ନ ୪ଟା ପର୍ଯ୍ୟନ୍ତ OTV ର ପ୍ରମୁଖ ଖବର: 🌊 ଲଘୁଚାପ ପ୍ରଭାବରେ ବନ୍ୟା ସ୍ଥିତି ଜାରି; ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କ୍ଷୟକ୍ଷତି ବଢ଼ିଛି। � OdishaTv +1 🚁 ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ। � OdishaTv 🐊 କେନ୍ଦ୍ରାପଡ଼ାରେ ବନ୍ୟା ସହ କୁମ୍ଭୀର ଆତଙ୍କ; ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ। � OdishaTv 🌾 ପୁରୀ ଜିଲ୍ଲାରେ ଧନୁଆ ନଦୀ ଉଫାନରେ ୧୨ଟି ଗାଁ ଓ ବିସ୍ତୃତ ଚାଷଜମି ଜଳମଗ୍ନ। � OdishaTv 🌉 ସମ୍ବଲପୁରରେ ବନ୍ୟା ପାଣିରେ ସେତୁ କ୍ଷତିଗ୍ରସ୍ତ; ୩ଟି ଗାଁର ସଡ଼କ ସଂଯୋଗ ବିଚ୍ଛିନ୍ନ। � OdishaTv 🚆 ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା। � OdishaTv 🚄 ଦେଶର ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନରେ ଜୀବନ୍ତ ହୃଦୟ ପରିବହନ କରାଯାଇ ସଫଳ ପ୍ରତିରୋପଣ ସମ୍ଭବ ହେଲା। � OdishaTv 🥋 କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଡୋରେ ଆଉ ଏକ ସ୍ୱର୍ଣ୍ଣ ପଦକ। �1
- ମାନ୍ ସମ୍ମାନ ନ ଫେରେଇଲେ ବାଲିଅନ୍ତା ବ୍ଲକ୍ ଘେରାଉ ହେବ। #Baliantablock #BDOBalianta #DMKhordha #CMOdisha #Jayadevnews #Baliantapolice1
- କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟାଜଳ ପ୍ରବେଶ, ବଢୁଛି ଜଳସ୍ତର। ବାଲିଅନ୍ତା ୩୧/୦୭( ଗୋବର୍ଦ୍ଧନ ଦାସ) : ଗୁରୁବାର ଦିନ ଚାଳିତ ବର୍ଷ କୁଆଖାଇ, ଦୟା, ଭାର୍ଗବୀ ନଦୀରେ ହୀରାକୁଦର ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା , ଭାର୍ଗବୀ , କୁଆଖାଇ ଆଦି ନଦୀର ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଉକ୍ତ ନଦୀରେ ବନ୍ୟା ଜଳ ଦ୍ରୁତ ବେଗରେ ବୃଦ୍ଧି ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଳକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇ ଥିବା ଖବର ମିଳିଛି । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି । ଆଗକୁ ଯଦି ନଦୀରେ ବନ୍ୟା ଜଳର ପରିମାଣ ଅଧିକ ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର ଓ ନଦୀ କୂଳିଆ ବାସିନ୍ଦା।1
- ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ1
- ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। ଆଜି (୧ ଅଗଷ୍ଟ ୨୦୨୬) ସକାଳ ୭ଟାର OTV ଓଡ଼ିଆ ଟପ୍ ହେଡଲାଇନ୍ସ 🌧️ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସତର୍କ ସୂଚନା। 🌊 ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ; ନଦୀ ଜଳସ୍ତର ଉପରେ କଡ଼ା ନଜର। 🏛️ ରାଜ୍ୟର ବିଭିନ୍ନ ଉନ୍ନୟନ ଓ ପ୍ରଶାସନିକ ପ୍ରସଙ୍ଗରେ ସରକାରଙ୍କ ସମୀକ୍ଷା ବୈଠକ। 🚨 ବିଭିନ୍ନ ସ୍ଥାନରେ ଅପରାଧ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ଖବର। 🇮🇳 ଦେଶର ତାଜା ରାଜନୈତିକ ଓ ଜାତୀୟ ଖବର। 🌍 ଆନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବଳୀ। 🏏 କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଅପଡେଟ୍। 🎬 ମନୋରଞ୍ଜନ ଜଗତର ତାଜା ଖବର1
- ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକ, ୮ ଲକ୍ଷ ପ୍ରଭାବିତ, ୨.୬୯ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ1