logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ-ଗୁଳି ଜବତ ମାମଲା; ଜେଲ୍ ଗଲେ ଯୁବ ନେତା ପ୍ରକାଶ ପାଶୱାନ

45 min ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
45 min ago

ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ-ଗୁଳି ଜବତ ମାମଲା; ଜେଲ୍ ଗଲେ ଯୁବ ନେତା ପ୍ରକାଶ ପାଶୱାନ

More news from ଓଡ଼ିଶା and nearby areas
  • ରାଖୀ ପୂର୍ଣ୍ଣିମାରେ ନନାଙ୍କ ସହ ଛୁଆଙ୍କ ଖୁସି, ଗୀତ ଗାଇ ବାନ୍ଧିଲେ ରାକ୍ଷୀ ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲରେ ରାଖୀ ପୂର୍ଣ୍ଣିମା, ପିଲାଙ୍କୁ ଲଡୁ ବାଣ୍ଟି ଖୁଆଇଲେ ସାଂସଦ ପିଲାଙ୍କ ସହ ରାଖୀ ପାଳିଲେ ସାଂସଦ, ବାନ୍ଧିଲେ ରାଖୀ ଓ ବାଣ୍ଟିଲେ ଖୁସି
    1
    ରାଖୀ ପୂର୍ଣ୍ଣିମାରେ ନନାଙ୍କ ସହ ଛୁଆଙ୍କ ଖୁସି, ଗୀତ ଗାଇ ବାନ୍ଧିଲେ ରାକ୍ଷୀ
ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲରେ ରାଖୀ ପୂର୍ଣ୍ଣିମା, ପିଲାଙ୍କୁ ଲଡୁ ବାଣ୍ଟି ଖୁଆଇଲେ ସାଂସଦ
ପିଲାଙ୍କ ସହ ରାଖୀ ପାଳିଲେ ସାଂସଦ, ବାନ୍ଧିଲେ ରାଖୀ ଓ ବାଣ୍ଟିଲେ ଖୁସି
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଦେବଦୀପ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ ପାଳିତ।
    1
    ଦେବଦୀପ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ ପାଳିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ! ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍‌ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର କର୍ମୀମାନେ ଉପସ୍ଥିତ ଥିଲେ ।
    1
    ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସ୍ଵବର୍ଣ୍ଣରେଖା   ବନ୍ୟା ରେ ପ୍ରବାଭିତ ହେଇଥିବା ଅଞ୍ଚଳ ପରିଦର୍ଶନ!
ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ଦୁଇଥର ବନ୍ୟା ଓ ବର୍ଷା ଯୋଗୁଁ ହଜାର ହଜାର ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ଜମିରେ ଚାଷ ପଚି ନଷ୍ଟ ହେବା ସହିତ ଜଳ ଘେରରେ ଏବେବି ଲୋକମାନେ ରହୁଛନ୍ତି I ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ବଣ୍ଟନ ପ୍ରହସନରେ ପରିଣତ ହୋଇଛି । ରାଜନୈତିକ ନେତାମାନେ ଜଳବୁଡି ଅଞ୍ଚଳକୁ ନଯାଇ ରାସ୍ତା ରେ ବୁଲି ଚୁଡା, ଗୁଡ, ବିସ୍କୁଟ ବାଣ୍ଟି ନାମ ନେବାକୁ
ବସିଛନ୍ତି ବୋଲି ବିଜେପି ସରକାରଙ୍କ ଉପରେ ବର୍ଷି ବର୍ଷିଛନ୍ତି । ଚାଷୀମାନଙ୍କୁ ଋଣ ଛାଡ, ଆର୍ଥିକ ସହାୟତା ପ୍ରଦାନ, ବାସଗୃହ ପ୍ରଦାନ ସହିତ ଉଦ୍‌ବୃତ ବର୍ଷା ଓ ବନ୍ୟା ଜଳ ନିଷ୍କାସନର ମାଷ୍ଟର ପ୍ଲାନ ସବୁଦିନିଆ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।ନ ହେଲେ କଂଗ୍ରେସ ଦଳ ଲୋକଙ୍କ ପାଇଁ ରାଜରାସ୍ତ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ପରିଦର୍ଶନରେ ଆସିଥିବା ରାଜ୍ୟ ମିଡିଆ ସମ୍ପାଦକ ଜୟସ୍ମିତା ମହାନ୍ତି, ବାଲେଶ୍ବର ମହିଳା କଂଗ୍ରେସ ସଭାପତି ଉର୍ମିଳା ମାଝୀ ଓ ଜଳେଶ୍ଵର କଂଗ୍ରେସର  କର୍ମୀମାନେ ଉପସ୍ଥିତ ଥିଲେ ।
    user_Chinmay Das
    Chinmay Das
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    14 hrs ago
  • ତୀର୍ଥଯାତ୍ରୀ ବସ ଧକ୍କାରେ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ, ଚାରି ଆହତ l ସିମୁଳିଆ, ବିଳମ୍ବିତ ରାତିରେ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଉଥିବା ତୀର୍ଥଯାତ୍ରୀ ବସ୍ ଧକ୍କାରେ ଦୁଇଟି କାର କ୍ଷତିଗ୍ରସ୍ତ, 4 ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲ ଭର୍ତ୍ତି l ବସରେ ଥିବା 50ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ତୀର୍ଥଯାତ୍ରୀ ବସ୍ ପୁରୀ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ପଛପଟୁ ଦୁଇଟି କାରକୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କାରରେ ଥିବା 4ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ଜଣାଯାଇଛି l
    1
    ତୀର୍ଥଯାତ୍ରୀ ବସ ଧକ୍କାରେ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ, ଚାରି ଆହତ l
ସିମୁଳିଆ, ବିଳମ୍ବିତ ରାତିରେ 
ଜଗନ୍ନାଥ  ଦର୍ଶନ  ନିମନ୍ତେ ଯାଉଥିବା ତୀର୍ଥଯାତ୍ରୀ ବସ୍ ଧକ୍କାରେ ଦୁଇଟି କାର କ୍ଷତିଗ୍ରସ୍ତ, 4 ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲ ଭର୍ତ୍ତି l ବସରେ ଥିବା 50ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନାରୁ ପ୍ରକାଶ 
ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ତୀର୍ଥଯାତ୍ରୀ ବସ୍ ପୁରୀ ଅଭିମୁଖେ ଯାଉଥିବା ସମୟରେ  ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ପଛପଟୁ ଦୁଇଟି କାରକୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କାରରେ ଥିବା 4ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ଜଣାଯାଇଛି l
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    18 hrs ago
  • ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    1
    ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
  • ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l #JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical #JusticeForJournalist #StrictAction #JournalistRights
    1
    ସାମ୍ବାଦିକଙ୍କୁ ମାଡ଼ ଘଟଣା: ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନାହିଁ, କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର l 
#JournalistAttack #JournalistSafety #PressFreedom #JournalistProtection #OdishaNews #Odisha #Jajpur #JajpurNews #BreakingNews #NewsUpdate #MediaFreedom #PressFreedomIndia #Journalism #news7odia #SCBMedical  #JusticeForJournalist #StrictAction #JournalistRights
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    5 hrs ago
  • ପୁଣି ଆସୁଛି ପ୍ରବଳ ବର୍ଷା | Fresh Low Pressure on Aug 29;
    1
    ପୁଣି ଆସୁଛି ପ୍ରବଳ ବର୍ଷା | Fresh Low Pressure on Aug 29;
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    40 min ago
  • ବାଲେଶ୍ୱର ଉତ୍କଳ ବାଳାଶ୍ରମରେ "ଦେବଦୀପ ଫାଉଣ୍ଡେସନ" ପକ୍ଷରୁ ଭବ୍ଯ ଓ ପ୍ରେରଣାଦାୟୀ ରକ୍ଷାବନ୍ଧନ ଉତ୍ସବ ପାଳିତ* ବାଲେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ "ଦେବଦୀପ ଫାଉଣ୍ଡେସନ" ତରଫରୁ ବାଲେଶ୍ୱର ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଅନାଥ ପିଲାମାନଙ୍କ ସହିତ ଏକ ଭବ୍ଯ ଓ ପ୍ରେରଣାଦାୟୀ ରକ୍ଷାବନ୍ଧନ ଉତ୍ସବ ଅତ୍ୟନ୍ତ ଆନନ୍ଦୋଲ୍ଲାସର ସହ ପାଳିତ ହୋଇଯାଇଛି। ଭାଇ-ଭଉଣୀଙ୍କ ଅନାବିଳ ସ୍ନେହ, ପବିତ୍ର ବନ୍ଧନ ଏବଂ ସମାଜରେ ମାନବିକତାର ବାର୍ତ୍ତା ବାଣ୍ଟିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଦେବଦୀପ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିରେଖା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ପିଲାମାନଙ୍କ ହାତରେ ସଂଗଠନର କର୍ମକର୍ତ୍ତାମାନେ ରାଖି ବାନ୍ଧିବା ସହ ମିଠା ଖୁଆଇ ମନଭରା ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି ଯେ, କେବଳ ରାଖିପୂର୍ଣ୍ଣିମା ନୁହେଁ, ବରଂ ହୋଲି, ଦୀପାବଳି ଏବଂ ପ୍ରଥମାଷ୍ଟମୀ ଭଳି ଅନେକ ପର୍ବପର୍ବାଣୀ ଆମେ ଏହି ପିଲାଙ୍କ ସହ ନିୟମିତ ଭାବେ ପାଳନ କରିଆସୁଛୁ। ଜଣେ ଭଉଣୀ ଯେପରି ନିଜ ଭାଇ ହାତରେ ରାଖି ବାନ୍ଧି, ଫୁଲ-ଚନ୍ଦନ-ସିନ୍ଦୂର-ଚାଉଳ ଲଗାଇ ବନ୍ଦାପନା କରି ମିଠା ଖୁଆଇଥାଏ, ସେହି ପବିତ୍ର ଭାବନାକୁ ଆମେ ଏହି ଅନାଥ ପିଲାମାନଙ୍କ ସହିତ ଅନୁଭବ କରିଛୁ। ଦୀର୍ଘ ବର୍ଷ ଧରି ଏହି ପରମ୍ପରା ଜାରି ରହିଛି ଏବଂ ଏଥିରୁ ଯେଉଁ ଆତ୍ମିକ ଖୁସି ମିଳେ, ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ଏହି ସୁନ୍ଦର ଓ ପ୍ରେରଣାଦାୟୀ କାର୍ଯ୍ୟକ୍ରମଟିକୁ ଶ୍ରୀମତୀ ଦୀପିକା ପ୍ରିୟଦର୍ଶିନୀ ଜେନା ଅତ୍ୟନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ।
    1
    ବାଲେଶ୍ୱର ଉତ୍କଳ ବାଳାଶ୍ରମରେ "ଦେବଦୀପ ଫାଉଣ୍ଡେସନ" ପକ୍ଷରୁ ଭବ୍ଯ ଓ ପ୍ରେରଣାଦାୟୀ ରକ୍ଷାବନ୍ଧନ ଉତ୍ସବ ପାଳିତ*
ବାଲେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ "ଦେବଦୀପ ଫାଉଣ୍ଡେସନ" ତରଫରୁ ବାଲେଶ୍ୱର ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଅନାଥ ପିଲାମାନଙ୍କ ସହିତ ଏକ ଭବ୍ଯ ଓ ପ୍ରେରଣାଦାୟୀ ରକ୍ଷାବନ୍ଧନ ଉତ୍ସବ ଅତ୍ୟନ୍ତ ଆନନ୍ଦୋଲ୍ଲାସର ସହ ପାଳିତ ହୋଇଯାଇଛି। ଭାଇ-ଭଉଣୀଙ୍କ ଅନାବିଳ ସ୍ନେହ, ପବିତ୍ର ବନ୍ଧନ ଏବଂ ସମାଜରେ ମାନବିକତାର ବାର୍ତ୍ତା ବାଣ୍ଟିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଦେବଦୀପ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିରେଖା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳାଶ୍ରମର ପିଲାମାନଙ୍କ ହାତରେ ସଂଗଠନର କର୍ମକର୍ତ୍ତାମାନେ ରାଖି ବାନ୍ଧିବା ସହ ମିଠା ଖୁଆଇ ମନଭରା ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ପ୍ରକାଶ କରିଛନ୍ତି ଯେ, କେବଳ ରାଖିପୂର୍ଣ୍ଣିମା ନୁହେଁ, ବରଂ ହୋଲି, ଦୀପାବଳି ଏବଂ ପ୍ରଥମାଷ୍ଟମୀ ଭଳି ଅନେକ ପର୍ବପର୍ବାଣୀ ଆମେ ଏହି ପିଲାଙ୍କ ସହ ନିୟମିତ ଭାବେ ପାଳନ କରିଆସୁଛୁ। ଜଣେ ଭଉଣୀ ଯେପରି ନିଜ ଭାଇ ହାତରେ ରାଖି ବାନ୍ଧି, ଫୁଲ-ଚନ୍ଦନ-ସିନ୍ଦୂର-ଚାଉଳ ଲଗାଇ ବନ୍ଦାପନା କରି ମିଠା ଖୁଆଇଥାଏ, ସେହି ପବିତ୍ର ଭାବନାକୁ ଆମେ ଏହି ଅନାଥ ପିଲାମାନଙ୍କ ସହିତ ଅନୁଭବ କରିଛୁ। ଦୀର୍ଘ ବର୍ଷ ଧରି ଏହି ପରମ୍ପରା ଜାରି ରହିଛି ଏବଂ ଏଥିରୁ ଯେଉଁ ଆତ୍ମିକ ଖୁସି ମିଳେ, ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ।
ଏହି ସୁନ୍ଦର ଓ ପ୍ରେରଣାଦାୟୀ କାର୍ଯ୍ୟକ୍ରମଟିକୁ ଶ୍ରୀମତୀ ଦୀପିକା ପ୍ରିୟଦର୍ଶିନୀ ଜେନା ଅତ୍ୟନ୍ତ ସୁଚାରୁରୂପେ ପରିଚାଳନା କରିଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ବିଜେପି ଓଡ଼ିଶାକୁ ଲୁଟ୍ କରିବ : ଇଣ୍ଡିଆ ମେଣ୍ଟ ସେପ୍ଟେମ୍ବର ୯ ରେ ଭୁବନେଶ୍ୱରେ ମହାସମାବେଶ ବାଲେଶ୍ବର ଠାରେ MMDR ଖଣି ନିୟମକୁ ବିରୋଧ କରି କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
    1
    ବିଜେପି ଓଡ଼ିଶାକୁ ଲୁଟ୍ କରିବ : ଇଣ୍ଡିଆ ମେଣ୍ଟ 
ସେପ୍ଟେମ୍ବର ୯ ରେ ଭୁବନେଶ୍ୱରେ ମହାସମାବେଶ
ବାଲେଶ୍ବର ଠାରେ MMDR ଖଣି ନିୟମକୁ ବିରୋଧ କରି କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.