logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତୀର୍ଥଯାତ୍ରୀ ବସ ଧକ୍କାରେ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ, ଚାରି ଆହତ l ସିମୁଳିଆ, ବିଳମ୍ବିତ ରାତିରେ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଉଥିବା ତୀର୍ଥଯାତ୍ରୀ ବସ୍ ଧକ୍କାରେ ଦୁଇଟି କାର କ୍ଷତିଗ୍ରସ୍ତ, 4 ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲ ଭର୍ତ୍ତି l ବସରେ ଥିବା 50ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ତୀର୍ଥଯାତ୍ରୀ ବସ୍ ପୁରୀ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ପଛପଟୁ ଦୁଇଟି କାରକୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କାରରେ ଥିବା 4ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ଜଣାଯାଇଛି l

1 hr ago
user_PP NEWS ODISHA
PP NEWS ODISHA
ସିମିଳିଆ, ବାଲେଶ୍ୱର, ଓଡ଼ିଶା•
1 hr ago

ତୀର୍ଥଯାତ୍ରୀ ବସ ଧକ୍କାରେ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ, ଚାରି ଆହତ l ସିମୁଳିଆ, ବିଳମ୍ବିତ ରାତିରେ ଜଗନ୍ନାଥ ଦର୍ଶନ ନିମନ୍ତେ ଯାଉଥିବା ତୀର୍ଥଯାତ୍ରୀ ବସ୍ ଧକ୍କାରେ ଦୁଇଟି କାର କ୍ଷତିଗ୍ରସ୍ତ, 4 ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲ ଭର୍ତ୍ତି l ବସରେ ଥିବା 50ରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ତୀର୍ଥଯାତ୍ରୀ ବସ୍ ପୁରୀ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ବସ୍‌ଟି ଭାରସାମ୍ୟ ହରାଇ ପଛପଟୁ ଦୁଇଟି କାରକୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିବା ବେଳେ କାରରେ ଥିବା 4ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ଜଣାଯାଇଛି l

More news from ଓଡ଼ିଶା and nearby areas
  • ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ। ଭୋଗରାଇ, ୨୬/୮ ଦୀର୍ଘ ବର୍ଷ ଧରି ପ୍ରଳୟଙ୍କାରୀ ବନ୍ୟା ଭୋଗରାଇବାସୀଙ୍କ ଜୀବନ, ଜୀବିକା ଓ ପରିବାରର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇ ଆସୁଛି। ପ୍ରତିବର୍ଷ ବନ୍ୟାର ଯନ୍ତ୍ରଣା ଭୋଗୁଥିବା ଭୋଗରାଇବାସୀଙ୍କ ପାଇଁ ଏହାର ସ୍ଥାୟୀ ପ୍ରତିକାର ହିଁ ଏକମାତ୍ର ସମାଧାନ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସ ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ସଂସ୍କାରଣ ପ୍ରକଳ୍ପ ପାଇଁ ଦୃଢ଼ ସ୍ୱର ଉଠାଇ ଆସୁଥିଲେ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
    1
    ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
ଭୋଗରାଇ, ୨୬/୮ ଦୀର୍ଘ ବର୍ଷ ଧରି ପ୍ରଳୟଙ୍କାରୀ ବନ୍ୟା ଭୋଗରାଇବାସୀଙ୍କ ଜୀବନ, ଜୀବିକା ଓ ପରିବାରର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇ ଆସୁଛି। ପ୍ରତିବର୍ଷ ବନ୍ୟାର ଯନ୍ତ୍ରଣା ଭୋଗୁଥିବା ଭୋଗରାଇବାସୀଙ୍କ ପାଇଁ ଏହାର ସ୍ଥାୟୀ ପ୍ରତିକାର ହିଁ ଏକମାତ୍ର ସମାଧାନ।
ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ୱର୍ଗତ ଅନନ୍ତ ଦାସ ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ସଂସ୍କାରଣ ପ୍ରକଳ୍ପ ପାଇଁ ଦୃଢ଼ ସ୍ୱର ଉଠାଇ ଆସୁଥିଲେ। ଭୋଗରାଇବାସୀଙ୍କ ସ୍ୱାର୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖିଥିବା ତାଙ୍କର ସେହି ସ୍ୱପ୍ନକୁ ସାକାର କରିବା ପାଇଁ, ତାଙ୍କ ନାମରେ ନାମିତ "ଅନନ୍ତ ଦାସ ଫାଉଣ୍ଡେସନ୍" ଆଜି ସଂକଳ୍ପବଦ୍ଧ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    11 hrs ago
  • #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    1
    #୮୦_ପାଖାପାଖି_ଚିନି
ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ
    1
    ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ  ଫ୍ଲାଗମାର୍ଚ୍ଚ 
ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    21 hrs ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    9 hrs ago
  • ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    1
    ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    12 hrs ago
  • ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ
    1
    ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ 
ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    18 hrs ago
  • ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ ୮୭ ହଜାର ଟଙ୍କା ସାଇବର ଠକେଇ। କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ସାଇବର ଠକେଇର ନୂଆ ଘଟଣା ସାମ୍ନାକୁ ଆସିଛି। ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ କଶାମାଲ ଗାଁର ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କଠାରୁ ପ୍ରାୟ ୮୭ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।
    1
    ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ ୮୭ ହଜାର ଟଙ୍କା ସାଇବର ଠକେଇ। କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ସାଇବର ଠକେଇର ନୂଆ ଘଟଣା ସାମ୍ନାକୁ ଆସିଛି। ଥାନା ଅଧିକାରୀ ଓ ଡାକ୍ତର ପରିଚୟ ଦେଇ କଶାମାଲ ଗାଁର ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କଠାରୁ ପ୍ରାୟ ୮୭ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    12 hrs ago
  • ବାଲେଶ୍ୱର ସୋର ମୁଳିସିଂ ଉପ କାରାଗାର କାଯ୍ୟରତ ୱାଡ଼ର କୁ ମାଣତ୍ରୀ ଛକ ନିକଟରେ ଦିନ ଦ୍ୱିପ୍ରହରେ ରେ ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ। ଖବରରୁ ଜଣାପଡିଛି କାଯ୍ୟରତ ସୁରେନ୍ଦ୍ର ସାମଲ ବୟସ 55 ଘର ବଳଦିଆପଡ଼ା କେଶରିପୁରକୁ କାଯ୍ୟ ସାରି ଘରକୁ ଯିବା ବାଟରେ ତିନି ଜଣ ଦୁବୁର୍ତ୍ତ ଧାରୁଆ ଅସ୍ତ୍ରରେ ଗୋଡ଼ ହାତକୁ ହାଣି ଥିଲେ।ସେଇ ସମୟରେ ଏକ କାର ଆସିଯିବାରୁ ଦୁବୁର୍ତ୍ତ ପଳାଇଯାଇଥିଲେ ସେଠାରେ କିଛି ଗ୍ରାମ ବାସୀଙ୍କ ସାହାଯ୍ୟରେ ମଟର ସାଇକେଲ ବସାଇ ସୋର ଡାକ୍ତର ଖାନାକୁ ଆଣିଥିଲେ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତର ଖାନାକୁ ସ୍ଥାନସ୍ତର କରାଯାଇଥିଲା।
    1
    ବାଲେଶ୍ୱର ସୋର ମୁଳିସିଂ ଉପ କାରାଗାର କାଯ୍ୟରତ ୱାଡ଼ର କୁ ମାଣତ୍ରୀ ଛକ ନିକଟରେ ଦିନ ଦ୍ୱିପ୍ରହରେ ରେ ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ। ଖବରରୁ ଜଣାପଡିଛି କାଯ୍ୟରତ ସୁରେନ୍ଦ୍ର ସାମଲ ବୟସ 55 ଘର ବଳଦିଆପଡ଼ା କେଶରିପୁରକୁ କାଯ୍ୟ ସାରି ଘରକୁ ଯିବା ବାଟରେ ତିନି ଜଣ ଦୁବୁର୍ତ୍ତ ଧାରୁଆ ଅସ୍ତ୍ରରେ ଗୋଡ଼ ହାତକୁ ହାଣି ଥିଲେ।ସେଇ ସମୟରେ ଏକ କାର ଆସିଯିବାରୁ ଦୁବୁର୍ତ୍ତ ପଳାଇଯାଇଥିଲେ ସେଠାରେ କିଛି ଗ୍ରାମ ବାସୀଙ୍କ ସାହାଯ୍ୟରେ ମଟର ସାଇକେଲ ବସାଇ ସୋର   ଡାକ୍ତର ଖାନାକୁ ଆଣିଥିଲେ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତର ଖାନାକୁ ସ୍ଥାନସ୍ତର କରାଯାଇଥିଲା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    11 hrs ago
  • #ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।
    1
    #ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ
ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.