logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।

2 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
2 hrs ago

#ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।

More news from ଓଡ଼ିଶା and nearby areas
  • #୮୦_ପାଖାପାଖି_ଚିନି ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    1
    #୮୦_ପାଖାପାଖି_ଚିନି
ଚିନି ଦର ଉପରେ ଲଗାମ ନାହିଁ । ମାସେ ଭିତରେ ଦୁଇଗୁଣା ହେଲାଣି ଦର । ବନ୍ୟାରେ ଆକ୍ତାମାକ୍ତା ରାଜ୍ୟବାସୀଙ୍କ ଅର୍ଥନୀତି ଉପରେ ଦରବୃଦ୍ଧିର ଚୋଟ । ଦୋଷ ଠେଲାଠେଲିରେ ବ୍ୟସ୍ତ ଶାସକ, ବିରୋଧୀ, ବ୍ୟବସାୟୀ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ
    1
    ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    26 min ago
  • ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍‌ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍‌, ଚାଲିଛି ତଦନ୍ତ। 🚨 #Balasore #Markona #RoadAccident #BusAccident #OdishaNews #BreakingNews
    1
    ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍‌ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍‌, ଚାଲିଛି ତଦନ୍ତ। 🚨
#Balasore #Markona #RoadAccident #BusAccident #OdishaNews #BreakingNews
    user_Odisha khabar
    Odisha khabar
    Baleshwar (M), Odisha•
    14 hrs ago
  • ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
    2
    ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    15 hrs ago
  • କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି। କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।” କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି। ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ। ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି। କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    2
    କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ 
କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି।
କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।”
କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି।
ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ।
ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି।
କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    1 hr ago
  • ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    3
    ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା 
ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    13 hrs ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    12 min ago
  • #ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।
    1
    #ଚେନ୍ନାଇରେ_ବୋହୂକୁ_ହତ୍ୟା #ଶାଶୁଙ୍କ_ସାଂଘାତିକ_ବୟାନ
ବହୁ ଚର୍ଚ୍ଚିତ ଚେନ୍ନାଇ ସୁଟକେଶ ମଡ଼ର ମିଷ୍ଟ୍ରି ମାମଲା। ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ସୁଟକେଶ ଭିତରେ ଗଳିତ ଶବ ଜଗତସିଂହପୁର ଜିଲ୍ଲାର ସଦର ଥାନା ଦେଉଳି ଗ୍ରାମେଶ୍ୱର ଗାଁର ହୟାଥୁନ ନିଶା ବୋଲି ଜଣା ପଡିଛି। ଦୀର୍ଘ ୨୦ ବର୍ଷ ହେବ ହୟାଥୁନ ନିଶା ଚେନ୍ନାଇରେ ରହିବା ସହିତ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.