ନଅଣି ନାଫରାଇରେ ଜଳ ନିଷ୍କାସନ ପଥ ଅବରୋଧ : ଫଳରେ ଗାଁ ଭିତର ଉଛୁଳା ପାଣି କଙ୍କ୍ରିଟ ରାସ୍ତାରେ ସୁଡ଼ଙ୍ଗ ସୃଷ୍ଟି ହୋଇ ରାସ୍ତା କ୍ଷତିଗ୍ରସ୍ତ: ପ୍ରଶାସନର ହସ୍ତକ୍ଷେପରେ ବ୍ରିଜରୁ ମାଟି ହଟାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯିବାକୁ ଦାବି : ନଅଣି ନାଫରାଇରେ ଜଳ ନିଷ୍କାସନ ପଥ ଅବରୋଧ : ଫଳରେ ଗାଁ ଭିତର ଉଛୁଳା ପାଣି କଙ୍କ୍ରିଟ ରାସ୍ତାରେ ସୁଡ଼ଙ୍ଗ ସୃଷ୍ଟି ହୋଇ ରାସ୍ତା କ୍ଷତିଗ୍ରସ୍ତ: ପ୍ରଶାସନର ହସ୍ତକ୍ଷେପରେ ବ୍ରିଜରୁ ମାଟି ହଟାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯିବାକୁ ଦାବି : ଭୋଗରାଇ, ୧/୮ ବାଲେଶ୍ଵର ଜିଲ୍ଲା ଭୋଗରାଇର ଶଙ୍ଖାରୀ ପଞ୍ଚାୟତର ନଅଣି ନାଫରାଇରେ ଜଳ ନିଷ୍କାସନ ପଥ ଅବରୋଧ ଫଳରେ ଲଗାଣ ବର୍ଷାରେ ଗାଁ ଭିତରେ ଉଛୁଳା ପାଣି କଙ୍କ୍ରିଟ ରାସ୍ତା ତଳେ ସୁଡ଼ଙ୍ଗ ସୃଷ୍ଟି କରି ରାସ୍ତାକୁ ନଷ୍ଟ କରିସାରିଲାଣି । ନଅଣି ନାଫରାଇର ସ୍ବାଇଁ ଛକ ପାଖରୁ ଶକ୍ତିପଦ ନାୟକ ଘର ଯାଏଁ ଥିବା ୧୫୦ ମିଟର ରାସ୍ତା ମଧ୍ୟରେ ଜଳନିଷ୍କାସନ ନିମନ୍ତେ ନିର୍ମିତ ହୋଇଥିବା ପଲୋ (ବ୍ରିଜ୍)କୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମାଟି ପକାଇ ବନ୍ଦ କରି ଥିବାରୁ ଶଙ୍ଖାରୀ ପଞ୍ଚାୟତର ନାଫରାଇ ଗାଁର ୩,୪,୫ନମ୍ବର ଓ୍ବାର୍ଡ ଓ ଗୋଛିଦାତେଘରୀର ଶ୍ଯାମାନନ୍ଦୀପୁର ଅଞ୍ଚଳର ଉଦବୃତ୍ତ ପାଣି ଠୁଳ ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ଫଳରେ ଉପରମୁଣ୍ଡରେ ଜଳମଗ୍ନ ହୋଇ ରହିଛି। ଏବଂ ଏହି ୧୫୦ ମିଟର କଂକ୍ରିଟ ରାସ୍ତା ତଳେ ବିଭିନ୍ନ ସ୍ଥାନରେ ସୁଡ଼ଙ୍ଗ ସୃଷ୍ଟି ହୋଇ ରାସ୍ତା ଧୋଇ ନେବାର ଆଶଙ୍କା ରହିଛି। ସେଥିପାଇଁ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ପ୍ରଶାସନର ହସ୍ତକ୍ଷେପରେ ଏହି ବ୍ରିଜରୁ ମାଟି ହଟାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ନଅଣି ନାଫରାଇରେ ଜଳ ନିଷ୍କାସନ ପଥ ଅବରୋଧ : ଫଳରେ ଗାଁ ଭିତର ଉଛୁଳା ପାଣି କଙ୍କ୍ରିଟ ରାସ୍ତାରେ ସୁଡ଼ଙ୍ଗ ସୃଷ୍ଟି ହୋଇ ରାସ୍ତା କ୍ଷତିଗ୍ରସ୍ତ: ପ୍ରଶାସନର ହସ୍ତକ୍ଷେପରେ ବ୍ରିଜରୁ ମାଟି ହଟାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯିବାକୁ ଦାବି : ନଅଣି ନାଫରାଇରେ ଜଳ ନିଷ୍କାସନ ପଥ ଅବରୋଧ : ଫଳରେ ଗାଁ ଭିତର ଉଛୁଳା ପାଣି କଙ୍କ୍ରିଟ ରାସ୍ତାରେ ସୁଡ଼ଙ୍ଗ ସୃଷ୍ଟି ହୋଇ ରାସ୍ତା କ୍ଷତିଗ୍ରସ୍ତ: ପ୍ରଶାସନର ହସ୍ତକ୍ଷେପରେ ବ୍ରିଜରୁ ମାଟି ହଟାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯିବାକୁ ଦାବି : ଭୋଗରାଇ, ୧/୮ ବାଲେଶ୍ଵର ଜିଲ୍ଲା ଭୋଗରାଇର ଶଙ୍ଖାରୀ ପଞ୍ଚାୟତର ନଅଣି ନାଫରାଇରେ ଜଳ ନିଷ୍କାସନ ପଥ ଅବରୋଧ ଫଳରେ ଲଗାଣ ବର୍ଷାରେ ଗାଁ ଭିତରେ ଉଛୁଳା ପାଣି କଙ୍କ୍ରିଟ ରାସ୍ତା ତଳେ ସୁଡ଼ଙ୍ଗ ସୃଷ୍ଟି କରି ରାସ୍ତାକୁ ନଷ୍ଟ କରିସାରିଲାଣି । ନଅଣି ନାଫରାଇର
ସ୍ବାଇଁ ଛକ ପାଖରୁ ଶକ୍ତିପଦ ନାୟକ ଘର ଯାଏଁ ଥିବା ୧୫୦ ମିଟର ରାସ୍ତା ମଧ୍ୟରେ ଜଳନିଷ୍କାସନ ନିମନ୍ତେ ନିର୍ମିତ ହୋଇଥିବା ପଲୋ (ବ୍ରିଜ୍)କୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମାଟି ପକାଇ ବନ୍ଦ କରି ଥିବାରୁ ଶଙ୍ଖାରୀ ପଞ୍ଚାୟତର ନାଫରାଇ ଗାଁର ୩,୪,୫ନମ୍ବର ଓ୍ବାର୍ଡ ଓ ଗୋଛିଦାତେଘରୀର ଶ୍ଯାମାନନ୍ଦୀପୁର ଅଞ୍ଚଳର ଉଦବୃତ୍ତ ପାଣି ଠୁଳ ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ଫଳରେ ଉପରମୁଣ୍ଡରେ ଜଳମଗ୍ନ ହୋଇ ରହିଛି। ଏବଂ ଏହି ୧୫୦ ମିଟର କଂକ୍ରିଟ ରାସ୍ତା ତଳେ ବିଭିନ୍ନ ସ୍ଥାନରେ ସୁଡ଼ଙ୍ଗ ସୃଷ୍ଟି ହୋଇ ରାସ୍ତା ଧୋଇ ନେବାର ଆଶଙ୍କା ରହିଛି। ସେଥିପାଇଁ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ପ୍ରଶାସନର ହସ୍ତକ୍ଷେପରେ ଏହି ବ୍ରିଜରୁ ମାଟି ହଟାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
- ବନ୍ୟା ପାଣିକୁ ଆଧୁନିକ ଜଳ ବିଶୋଧନ କେନ୍ଦ୍ର (Water Treatment Plant) ମାଧ୍ୟମରେ ପରିଶୋଧନ କରି ପାନୀୟ ଜଳରେ ପରିଣତ କରାଯାଉଛି। କେଉଁ କେଉଁ ପଦକ୍ଷେପ ମାଧ୍ୟମରେ ମଇଳା ବନ୍ୟା ପାଣି ବିଶୁଦ୍ଧ ପିଇବା ପାଣିରେ ପରିବର୍ତ୍ତନ ହୁଏ, ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଏହି ଭିଡିଓରେ ଦେଖନ୍ତୁ।1
- ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊 PARITRAN TIMES 📰 ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବୋଡ଼କ ଗ୍ରାମପଞ୍ଚାୟତରେ ପ୍ରବଳ ବନ୍ୟା ବନ୍ୟାଜଳରେ ଜଳମଗ୍ନ ଗାଁ, ରାସ୍ତାଘାଟ — ଲୋକେ ହନ୍ତସନ୍ତ 🌧️🌊 PARITRAN TIMES 📰1
- Post by Bhadrak bulletin1
- ଭଦ୍ରକ ରେ ବନ୍ୟାରେ ଲକ୍ଷ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି, ଜିଲ୍ଲାରେ ସବୁ ବ୍ଲକ ରେ ପାଣି ଘେରରେ ଲୋକେ, ଜିଲ୍ଲାରେ ବଡ଼ ଧାରଣରେ ବନ୍ୟା ହୋଇଥିବାରୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଲୋକେ, ସରକାର ଙ୍କ ତରଫରୁ ସହାୟତା କରାଯାଉଥିବା ବେଳେ ବନ୍ୟା ରେ ପୀଡିତ ଲୋକଙ୍କ କିପରି ଅଧିକ ସହାୟତା ମିଳିପାରିବ ତାକୁ ଲକ୍ଷ୍ୟରେ ରଖି ଧାମରା ଟ୍ରକ ଓ ଟିପର ଆସୋସିଏସନ ତରଫରୁ ଜିଲ୍ଲା ରେଡ଼କ୍ରସ କୁ ଏକ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।1
- ରେମୁଣା ବନ୍ୟା କ୍ଷୟକ୍ଷତି ନେଇ ବିଧାୟକଙ୍କ ସମୀକ୍ଷା, ଶୀଘ୍ର ଆକଳନ ଓ ସହାୟତା ପାଇଁ ନିର୍ଦ୍ଦେଶ।1
- ହଦଗଡ଼ ଡ୍ୟାମ୍ ପରିଚାଳନାରେ ବଡ଼ ଗଡ଼ବଡ଼ି ଅଭିଯୋଗ; ଜଳସମ୍ପଦ ବିଭାଗକୁ ଘେରିଲା କଂଗ୍ରେସ। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ସାଧାରଣ ପ୍ରଶାସନ ବିଭାଗର ନିୟମର ବ୍ୟତିକ୍ରମ କରି ନିଜ ଅଞ୍ଚଳରେ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବଡ଼ଭାଇଙ୍କୁ ବିଭିନ୍ନ କାମରେ ସୁବିଧା ଦେବା, ମିଥ୍ୟା ବିଲ୍ ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ ଓ କେନାଲ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।1
- କାଶୀନଗର ଠାରେ ଦୁର୍ଘଟଣାରେ ଏସ୍ଆଇଙ୍କ ଜୀବନ ଗଲା..............1