logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ,,,,,,, ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ

3 hrs ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
3 hrs ago

ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ,,,,,,, ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ

More news from Odisha and nearby areas
  • ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ,,,,,,, ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ ସମ୍ମିଳନୀ
    1
    ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ 
ସମ୍ମିଳନୀ,,,,,,,
ଡିଜିପି ଓ ଆଇ ଜି ପି ସ୍ତରୀୟ , ୨୦୨୫ ସମ୍ବନ୍ଧୀୟ 
ସମ୍ମିଳନୀ
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    3 hrs ago
  • ଏନଡିପିଏସ୍ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ କଣ୍ଟାମାଳ ପୋଲିସ ଗିରଫ କରିଛି Sଏନଡିପିଏସ୍ ମାମଲାରେ ଫେରାର ଅଭିଯୁକ୍ତ ଗିରଫ ବୌଦ୍ଧ:ଏନଡିପିଏସ୍ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ କଣ୍ଟାମାଳ ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଉସାଗାଡୁ ଗ୍ରାମର ଦଣ୍ଡିରା କହଁରଙ୍କ ପୁଅ ସନ୍ୟାସୀ କହଁର, ବୟସ(୨୬)ବର୍ଷ। ସୂଚନା ଅନୁସାରେ, କଣ୍ଟାମାଳ ଥାନା କେସ୍ ନମ୍ବର ୪୫/୨୬ ମାମଲାରେ ସନ୍ୟାସୀ କହଁରଙ୍କ ନାମ ରହିଥିଲା। ମାମଲା ରୁଜୁ ହେବା ପରେ ସେ ଅଞ୍ଚଳରୁ ଫେରାର ହୋଇଯାଇଥିଲେ। ତେବେ ଗତ ୨୮ ଅଗଷ୍ଟ ୨୦୨୬ ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ଆଜି ତାଙ୍କୁ ଏନଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(c)/୨୫/୨୯ ଅନୁଯାୟୀ କୋର୍ଟକୁ ପଠାଯାଇଛି। ଏହି ଘଟଣାକୁ ନେଇ କଣ୍ଟାମାଳ ପୋଲିସ ପକ୍ଷରୁ ଆଇନଗତ ପ୍ରକ୍ରିୟା ଜାରି ରହିଛି।
    1
    ଏନଡିପିଏସ୍ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ କଣ୍ଟାମାଳ ପୋଲିସ ଗିରଫ କରିଛି
Sଏନଡିପିଏସ୍ ମାମଲାରେ ଫେରାର ଅଭିଯୁକ୍ତ ଗିରଫ
ବୌଦ୍ଧ:ଏନଡିପିଏସ୍ ମାମଲାରେ ଦୀର୍ଘଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ କଣ୍ଟାମାଳ ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଉସାଗାଡୁ ଗ୍ରାମର ଦଣ୍ଡିରା କହଁରଙ୍କ ପୁଅ ସନ୍ୟାସୀ କହଁର, ବୟସ(୨୬)ବର୍ଷ। ସୂଚନା ଅନୁସାରେ, କଣ୍ଟାମାଳ ଥାନା କେସ୍ ନମ୍ବର ୪୫/୨୬ ମାମଲାରେ ସନ୍ୟାସୀ କହଁରଙ୍କ ନାମ ରହିଥିଲା। ମାମଲା ରୁଜୁ ହେବା ପରେ ସେ ଅଞ୍ଚଳରୁ ଫେରାର ହୋଇଯାଇଥିଲେ। ତେବେ ଗତ ୨୮ ଅଗଷ୍ଟ ୨୦୨୬ ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ଆଜି ତାଙ୍କୁ ଏନଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(c)/୨୫/୨୯ ଅନୁଯାୟୀ କୋର୍ଟକୁ ପଠାଯାଇଛି। ଏହି ଘଟଣାକୁ ନେଇ କଣ୍ଟାମାଳ ପୋଲିସ ପକ୍ଷରୁ ଆଇନଗତ ପ୍ରକ୍ରିୟା ଜାରି ରହିଛି।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
  • କାରରୁ ବିପୁଳ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଜଣେ ମାଫିଆ ଗିରଫ ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ, ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତପନକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।
    3
    କାରରୁ ବିପୁଳ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଜଣେ ମାଫିଆ ଗିରଫ 
ମନମୁଣ୍ଡା ପୋଲିସ ଏକ କାରରୁ ବିପୁଳ ଗଂଜେଇ ଜବତ କରିବା ସହ ଜଣେ ମାଫିଆକୁ ଗିରଫ କରିଛି | ଗିରଫ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ସଦର ଥାନା ମଥୁରା ଗ୍ରାମର ତପନ ବାଘ (୩୮) ବୋଲି ଜଣା ପଡିଛି | ମନମୁଣ୍ଡା ଥାନା କର୍ମଚାରୀ ବିଳାଶପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାଶପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଧଳା ରଙ୍ଗ ର ମାରୁତି ସୁଜୁକୀ କାର  (ଓଡି ୦୧ ଏ ଏ ୫୦୩୭)କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପାଇଥିଲେ । ଉକ୍ତ ଗାଡିର ମାଲିକ ବୌଦ୍ଧ ଜିଲ୍ଲା ସଦର ଥାନା ବିରାମଚନ୍ଦ୍ରପୁର ବାରଝୁଲି ଗ୍ରାମର ଧୀରେନ ପ୍ରଧାନଙ୍କ କହିବା ଅନୁସାରେ ତପନ ବାଘ ଉକ୍ତ ଗଞ୍ଜେଇ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ସଂଜୀବ ଗିରି ଙ୍କ ପାଖରୁ ଆଣୁଥିବାର ସ୍ଵୀକାର କଲା | ଘଟଣା ସ୍ଥଳରେ  ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୨ ଗୋଟି ବସ୍ତା ସହିତ ୫୬ କେଜି ହୋଇଥିଲା । ପରେ ଉକ୍ତ ଗଞ୍ଜେଇ ସହିତ,  ମାରୁତି ସୁଜୁକୀ କାର, ଗୋଟିଏ ମୋବାଇଲ ଘଟଣା ସ୍ଥଳରୁ ଜବତ କରିବା ସହ ତପନ ବାଘକୁ ଗିରଫ କରିଛି । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତପନକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    4 hrs ago
  • ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
    1
    ମାୟାବର୍ହା ଉଚ୍ଚ  ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    23 hrs ago
  • *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ* *ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ* ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରକାଶ ଦଣ୍ଡସେନା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାମେଶ୍ୱର ଜେନା, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀ ଏବଂ କାର୍ଯକ୍ରମ ପରିଚାଳକମାନେ ଉପସ୍ଥିତ ଥିଲେ । ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଂଯୋଜନା କରିଥିଲେ।
    1
    *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ*
*ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସଚେତନତା ରଥ*
ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରକାଶ ଦଣ୍ଡସେନା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରାମେଶ୍ୱର ଜେନା, ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀ ଏବଂ କାର୍ଯକ୍ରମ ପରିଚାଳକମାନେ ଉପସ୍ଥିତ ଥିଲେ । ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି । ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମଟିକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଂଯୋଜନା କରିଥିଲେ।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ହେଲିକ୍ୟାପ୍ଟର ତାରରେ ଲାଗି ଦୁର୍ଘଟଣାଗ୍ରସ୍ତ
    1
    ହେଲିକ୍ୟାପ୍ଟର ତାରରେ ଲାଗି ଦୁର୍ଘଟଣାଗ୍ରସ୍ତ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।
    1
    ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି 
ଜଳ ବାହିତ ଏବଂ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ, ସଂଚାଳନ ଏବଂ ନିରାକରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ଭଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରୁ ଶୁଭାରମ୍ଭ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଏକ ମାସ ଯାଏଁ ଏହି ରଥ ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଏଥି ସହିତ ଜିଲ୍ଲାର ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ଅନୁରୂପ ସଚେତନତା ରଥ ବୁଲିବାର କାର୍ଯକ୍ରମ ରହିଛି ।
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    6 hrs ago
  • କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l
    1
    କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l
କେନ୍ଦ୍ରାପଡ଼ା,ମାର୍ଶାଘାଇ ବିଳମ୍ବିତ ରାତିରେ ମାର୍ଶାଘାଇ ସରପଞ୍ଚ ଭାଗବତ ବେହେରା ମାର୍ଶାଘାଇ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼କ୍ଟର ଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ l
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.