ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ତମ ଜୟନ୍ତୀ ମହୋତ୍ସବ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ୨୮.୦୬.୨୦୨୬ରେ ଆୟୋଜିତ ହୋଇଛି। କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏବଂ ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା, ଯେଉଁ ସମୟରେ ମନ୍ତ୍ରପାଠ ସହ ଜୟଶ୍ରୀ ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସର୍ଦ୍ଦାର ପ୍ରିତମ ସିଂ ଅତିଥି ପରିଚୟ ପ୍ରଦାନ କରିବା ପରେ ସଭାପତି ଦଧିବାବନ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ତାଙ୍କ ସଭାପତିତ୍ୱରେ ସମ୍ପାଦକ ତୁଳସୀ ଚରଣ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଂଗଠନ ସମ୍ପାଦକ ଶ୍ରୀ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ସମ୍ମାନିତ ଅତିଥି ଭାବେ ଏବଂ କବି ତଥା ରାଉରକେଲା ସମ୍ବାଦ ସଂସ୍କରଣ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେମାନେ ଗୁରୁ ଭଗବାନ ସାହୁଙ୍କ ତ୍ୟାଗ, ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ। ପରାମର୍ଶଦାତା ଯୁଗଳ ପ୍ରସାଦ ସିଂ ସ୍ମୃତି କମିଟିର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ଆନ୍ତର୍ଜାତିୟ ସଞ୍ଚାର ଗାୟକ ବାହାକ ଅଲେଖ ସାହୁ ଏବଂ ଦଣ୍ଡା ନୃତ୍ୟ ଗୁରୁ ବିଶ୍ୱମ୍ବର ଷାଣ୍ଢ (ଟିହା)ଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଭବାନିଶ ଭୋଇ ଓ ରଞ୍ଜନ କୁମାର ପଣ୍ଡା ମାନପତ୍ର ପାଠ କରିଥିଲେ। ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଇବ ସାହିତ୍ୟ ପରିବାର ସୁନ୍ଦରଗଡ଼, ସୁବର୍ଣ୍ଣ ସ୍ମୃତି ସଂସଦ ଜମନକିରା, ଗୁରୁ ଭଜମନ ଦାସ କଳା ପରିଷଦ କୁଟାସିଂହା ବଲାଙ୍ଗିର, ମାଁ ଚରଦେଇ ଲୋକ ମହୋତ୍ସବ କମିଟି ବିନିକା, ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗିର, ଜଳ କଲ୍ୟାଣ କୁଲିତା ସମାଜ ଅତାବିରା ସଚେତନ ହେମା ଢୋଲବନ୍ଧ ପଦ୍ମପୁର, ଏବଂ ଆମର୍ ସାହିତ୍ୟ ସେବା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଭଳି ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଗୁରୁ ଭଗବାନ ସାହୁଙ୍କ ପ୍ରଚାର ପ୍ରସାରରେ ସହଯୋଗ କରୁଥିବା ସାମ୍ବାଦିକ ସୁନିଲ ମିଶ୍ର ବଲାଙ୍ଗିର, ନିରଞ୍ଜନ ତ୍ରିପାଠୀ ପାଇକମାଲ ବ୍ଲକ, ସୁଦୀପ୍ତ ଷଡ଼ଙ୍ଗୀ, ଏବଂ ସରୋଜ ଷଡ଼ଙ୍ଗୀ ବରଗଡ଼ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ କବୟିତ୍ରୀ ଜିବେଶ୍ୱରୀ ପଟେଲଙ୍କ କବିତା ପୁସ୍ତକ 'କ୍ଷ ର ଅକ୍ଷର' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସଭା ପ୍ରାରମ୍ଭରେ ଦଧିବାବନ ଶତପଥୀ ଓ ନିସାର ଅହମଦ ନିସାର ସଙ୍ଗୀତ ପରିବେଷଣ କରିଥିବା ବେଳେ କୁନି ଝିଅ ଅଦ୍ଭିକା ପଟ୍ଟନାୟକ ଏକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟ ଶେଷରେ ସୁଶାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ ଭଗବାନ ସାହୁଙ୍କ ଉପରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗବତ ପଧାନ, ଉତ୍ପନ୍ନ କୁମାର ଭୋଇ, ଭବାନିଶ ଭୋଇ, କମଲ ଲୋଚନ ପଣ୍ଡା, ଅମୂଲ୍ୟ ବେହେରା, ବିପ୍ର ଚରଣ ସାହୁ, ଭିକାରୀ ଚରଣ ପ୍ରଧାନ, ଏବଂ ଡ଼. ସଙ୍ଗୀତା ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀମାନେ, ଯେଉଁମାନଙ୍କ ମଧ୍ୟରେ ସୁଷମା ପଟେଲ, ନିତମ୍ବିନୀ କର, ଉଦ୍ଧବ ବାରିକ, ଏବଂ ଟିକେଲାଲ ରାଉତ ପ୍ରମୁଖ ଥିଲେ, କବିତା ପାଠ କରିଥିଲେ ଏବଂ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ଡଃ ସଙ୍ଗୀତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଚ୍ୟୁତାନନ୍ଦ ବାରିକ, ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ସଙ୍ଗୀତା ଦୀପ, ସନ୍ତୋଷିନୀ ଦାଶ, ନୂରାବତି ସାହୁ, ଚିନ୍ମୟୀ କଣ୍ଟା, ପଞ୍ଚାନନ ବାରିକ, ସାରଥି ମେହେର, ପ୍ରଦୀପ ମିଶ୍ର, ମନୋଜ ବାଗ, ଉମେଶ ପ୍ରଧାନ, ଦୁର୍ଲଭ ଗଡ଼ତିଆ, ମାନସ ରଞ୍ଜନ ଦାଶ, ଜୟଲାଲ ନାଇକ, ଜଟାଧାରୀ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

- ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ତରଫରୁ ଗତ ଜୁନ ୨୮, ୨୦୨୬ ତାରିଖରେ ବରଗଡ଼ ଜିଲ୍ଲା ସ୍ତରୀୟ ଏକ ସାଧାରଣ ସଭା ଅଗ୍ରଗାମୀ ଯୁବକ ସଂଘ ଠାରେ ସକାଳ ଦଶଟାରେ ଆୟୋଜିତ ହୋଇଥିଲା। ଏହି ସଭାରେ ସଂସ୍କାର ଭାରତୀର ପଶ୍ଚିମ ପ୍ରାନ୍ତୀୟ କର୍ମକର୍ତ୍ତାମାନେ ଯୋଗଦାନ କରି ଜିଲ୍ଲା ସମିତି ଗଠନକୁ ଅନୁମୋଦନ କରିଥିଲେ। ଏହି କମିଟିରେ ଛଅଟି ବ୍ଲକରୁ ବିଭିନ୍ନ କଳା କ୍ଷେତ୍ରରେ ନିପୁଣ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ନବଗଠିତ କମିଟିରେ ଜିଲ୍ଲା ସଭାପତି ଭାବେ ଶ୍ରୀ ନବକିଶୋର ମହତ୍ତମ, ସାଧାରଣ ସଂପାଦକ ଭାବେ ଶ୍ରୀ ଧର୍ମରାଜ ପ୍ରଧାନଙ୍କୁ ମନୋନୀତ କରାଯାଇଛି। ବିଭାଗୀୟ ସଭାପତି ଭାବେ ମଞ୍ଚ କଳାରେ ଶ୍ରୀ ଅଶୋକ କୁମାର ବେହେରା, ଦୃଶ୍ୟ କଳାରେ ଶ୍ରୀ ଦୁଃଖୀସେବକ ସାହୁ, ଲୋକକଳାରେ ଶ୍ରୀ ଶଙ୍କର ପଟ୍ଟନାୟକ, ଐତିହ୍ୟ କଳାରେ ଶ୍ରୀ ପର୍ଶୁରାମ ପାତ୍ର ଏବଂ ସାହିତ୍ୟରେ ଡ. ଶେଷାନ ବିଶିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ବିଭାଗୀୟ ସଂପାଦକ ଭାବେ ମଞ୍ଚ କଳାରେ ଶ୍ରୀ ପଞ୍ଚାନନ ବିର୍ତ୍ତିଆ, ଦୃଶ୍ୟ କଳାରେ ଶ୍ରୀ ବିନୋଦ ସାହୁ, ଲୋକକଳାରେ ଶ୍ରୀ ସୁଗ୍ରୀବ ବିଶି ଓ ସାହିତ୍ୟରେ ଶ୍ରୀ ତେଜରୁ ବାରିକ ମନୋନୀତ ହୋଇଥିଲେ। କଳା ସଂଯୋଜକ ଭାବରେ ମଞ୍ଚ କଳା ପାଇଁ ଶ୍ରୀ କେତନ ବଘାର, ଦୃଶ୍ୟ କଳା ପାଇଁ ଶ୍ରୀ ଚନ୍ଦ୍ରଶେଖର ରାଉତ, ଲୋକକଳା ପାଇଁ ଶ୍ରୀ ସମୀର ମେହେର ଏବଂ ସାହିତ୍ୟ ପାଇଁ ଶ୍ରୀ ଉମେଶ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଶ୍ରୀ ଚନ୍ଦ୍ରକାନ୍ତ ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍କଳ ପଶ୍ଚିମ ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ଭୋଇ, ପ୍ରାନ୍ତ ସାଧାରଣ ସଂପାଦକ ଉମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନେଗୀ, ଲୋକକଳା ସଂଯୋଜକ ଶ୍ରୀ ରଞ୍ଜନ ସାହୁ ଏବଂ ଦୃଶ୍ୟ କଳା ସଂଯୋଜକ ଶ୍ରୀ ପଞ୍ଚାନନ ବାରିକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପ୍ରାନ୍ତୀୟ ସମିତି ପରବର୍ତ୍ତୀ ସମୟରେ ଜିଲ୍ଲା ସମିତିକୁ ସଭ୍ୟ ସଂଗ୍ରହ ଓ ନଗର ସମିତି ଗଠନ ନିମନ୍ତେ ଦାୟିତ୍ୱ ପ୍ରଦାନ କରିଛି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ ଧର୍ମରାଜ ପ୍ରଧାନ ସଂଯୋଜନା କରିଥିବା ବେଳେ ଶ୍ରୀ ନବକିଶୋର ମହତ୍ତମ ଧନ୍ୟବାଦ ଅର୍ପଣ କରିଥିଲେ।1
- किडा सढ गया है पक्का नहीं है आफ लोक भी फोट कर लाओ लाना है2
- ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ଏକ ଗଞ୍ଜେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।1
- ମୟୁରଭଞ୍ଜ ଜିଲ୍ଲାର କପ୍ତିପଦାରେ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଖ୍ରୀଷ୍ଟିଆନ ଯୁବତୀଙ୍କୁ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପ୍ରଦାୟରେ ସାମିଲ କରାଯାଇଛି। ସମ୍ପ୍ରଦାୟରେ ପ୍ରବେଶ ପରେ ଯୁବତୀଙ୍କୁ ବିବାହ କରିବା ପାଇଁ ଅନୁମତି ମିଳିଛି। ଏହି ଘଟଣା ସ୍ଥାନୀୟ ପରମ୍ପରା ଏବଂ ସାମାଜିକ ସ୍ୱୀକୃତିକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି।1
- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ନୂତନ ସାଇ ହେଲ୍-ଥ କେୟାର ଘରୋଇ ହସ୍ପିଟାଲର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲପାହାଡ଼ର ବର୍ଷୀୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତିଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦ୍ଘାଟନୀ ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଲାଭ ଲୋକେ ଉଠାଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏହି ହସ୍ପିଟାଲର ଏକ ବିଶେଷ ଲକ୍ଷ୍ୟ। ପ୍ରତ୍ୟେକ ଦିନ ସକାଳ ୭ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ, ମଳ, ମୂତ୍ର, ଧାତୁ ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ହେବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏଥିସହ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।1
- ସାଉଦି ଆରବର ରାସ ଟାନୁରାରେ ତୈଳ କମ୍ପାନି ଅରାମକୋର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସମସ୍ତେ ସାଉଦି ଆରବର ନାଗରିକ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।1
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ତମ ଜୟନ୍ତୀ ମହୋତ୍ସବ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ୨୮.୦୬.୨୦୨୬ରେ ଆୟୋଜିତ ହୋଇଛି। କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏବଂ ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯାଇଥିଲା, ଯେଉଁ ସମୟରେ ମନ୍ତ୍ରପାଠ ସହ ଜୟଶ୍ରୀ ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସର୍ଦ୍ଦାର ପ୍ରିତମ ସିଂ ଅତିଥି ପରିଚୟ ପ୍ରଦାନ କରିବା ପରେ ସଭାପତି ଦଧିବାବନ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ତାଙ୍କ ସଭାପତିତ୍ୱରେ ସମ୍ପାଦକ ତୁଳସୀ ଚରଣ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଂଗଠନ ସମ୍ପାଦକ ଶ୍ରୀ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ସମ୍ମାନିତ ଅତିଥି ଭାବେ ଏବଂ କବି ତଥା ରାଉରକେଲା ସମ୍ବାଦ ସଂସ୍କରଣ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସେମାନେ ଗୁରୁ ଭଗବାନ ସାହୁଙ୍କ ତ୍ୟାଗ, ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରିଥିଲେ। ପରାମର୍ଶଦାତା ଯୁଗଳ ପ୍ରସାଦ ସିଂ ସ୍ମୃତି କମିଟିର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ଆନ୍ତର୍ଜାତିୟ ସଞ୍ଚାର ଗାୟକ ବାହାକ ଅଲେଖ ସାହୁ ଏବଂ ଦଣ୍ଡା ନୃତ୍ୟ ଗୁରୁ ବିଶ୍ୱମ୍ବର ଷାଣ୍ଢ (ଟିହା)ଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଭବାନିଶ ଭୋଇ ଓ ରଞ୍ଜନ କୁମାର ପଣ୍ଡା ମାନପତ୍ର ପାଠ କରିଥିଲେ। ଗୁରୁ ଭଗବାନ ସାହୁଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଆସୁଥିବା ଇବ ସାହିତ୍ୟ ପରିବାର ସୁନ୍ଦରଗଡ଼, ସୁବର୍ଣ୍ଣ ସ୍ମୃତି ସଂସଦ ଜମନକିରା, ଗୁରୁ ଭଜମନ ଦାସ କଳା ପରିଷଦ କୁଟାସିଂହା ବଲାଙ୍ଗିର, ମାଁ ଚରଦେଇ ଲୋକ ମହୋତ୍ସବ କମିଟି ବିନିକା, ଗୁରୁ ଭଗବାନ ସାହୁ କଳା ନିକେତନ ବଲାଙ୍ଗିର, ଜଳ କଲ୍ୟାଣ କୁଲିତା ସମାଜ ଅତାବିରା ସଚେତନ ହେମା ଢୋଲବନ୍ଧ ପଦ୍ମପୁର, ଏବଂ ଆମର୍ ସାହିତ୍ୟ ସେବା ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଭଳି ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଗୁରୁ ଭଗବାନ ସାହୁଙ୍କ ପ୍ରଚାର ପ୍ରସାରରେ ସହଯୋଗ କରୁଥିବା ସାମ୍ବାଦିକ ସୁନିଲ ମିଶ୍ର ବଲାଙ୍ଗିର, ନିରଞ୍ଜନ ତ୍ରିପାଠୀ ପାଇକମାଲ ବ୍ଲକ, ସୁଦୀପ୍ତ ଷଡ଼ଙ୍ଗୀ, ଏବଂ ସରୋଜ ଷଡ଼ଙ୍ଗୀ ବରଗଡ଼ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ କବୟିତ୍ରୀ ଜିବେଶ୍ୱରୀ ପଟେଲଙ୍କ କବିତା ପୁସ୍ତକ 'କ୍ଷ ର ଅକ୍ଷର' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସଭା ପ୍ରାରମ୍ଭରେ ଦଧିବାବନ ଶତପଥୀ ଓ ନିସାର ଅହମଦ ନିସାର ସଙ୍ଗୀତ ପରିବେଷଣ କରିଥିବା ବେଳେ କୁନି ଝିଅ ଅଦ୍ଭିକା ପଟ୍ଟନାୟକ ଏକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟ ଶେଷରେ ସୁଶାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ ଭଗବାନ ସାହୁଙ୍କ ଉପରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗବତ ପଧାନ, ଉତ୍ପନ୍ନ କୁମାର ଭୋଇ, ଭବାନିଶ ଭୋଇ, କମଲ ଲୋଚନ ପଣ୍ଡା, ଅମୂଲ୍ୟ ବେହେରା, ବିପ୍ର ଚରଣ ସାହୁ, ଭିକାରୀ ଚରଣ ପ୍ରଧାନ, ଏବଂ ଡ଼. ସଙ୍ଗୀତା ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀମାନେ, ଯେଉଁମାନଙ୍କ ମଧ୍ୟରେ ସୁଷମା ପଟେଲ, ନିତମ୍ବିନୀ କର, ଉଦ୍ଧବ ବାରିକ, ଏବଂ ଟିକେଲାଲ ରାଉତ ପ୍ରମୁଖ ଥିଲେ, କବିତା ପାଠ କରିଥିଲେ ଏବଂ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ଡଃ ସଙ୍ଗୀତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଚ୍ୟୁତାନନ୍ଦ ବାରିକ, ବିମଳ କୃଷ୍ଣ ମିଶ୍ର, ଶିବାନନ୍ଦ ମଟାରୀ, ସଙ୍ଗୀତା ଦୀପ, ସନ୍ତୋଷିନୀ ଦାଶ, ନୂରାବତି ସାହୁ, ଚିନ୍ମୟୀ କଣ୍ଟା, ପଞ୍ଚାନନ ବାରିକ, ସାରଥି ମେହେର, ପ୍ରଦୀପ ମିଶ୍ର, ମନୋଜ ବାଗ, ଉମେଶ ପ୍ରଧାନ, ଦୁର୍ଲଭ ଗଡ଼ତିଆ, ମାନସ ରଞ୍ଜନ ଦାଶ, ଜୟଲାଲ ନାଇକ, ଜଟାଧାରୀ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।1
- ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଅନ୍ତର୍ଗତ ରାଜନଗର ଥାନା ଅଞ୍ଚଳରେ ଥିବା କୁଟନୀ ଡ୍ୟାମ୍ ନିକଟରେ ଏକ ଅନିୟନ୍ତ୍ରିତ କାର୍ ପ୍ରାୟ ୨୦ ଫୁଟ୍ ଗଭୀର ଖାଲରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବାବେଳେ କାରରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି। ବାଟରେ ଯାଉଥିବା ସ୍ଥାନୀୟ ବାସିନ୍ଦା ରେହସାନ ଖାନ୍ (ଗୁଲର ଖାନ୍) ତାଙ୍କ ଚାରିଚକିଆ ଯାନ ସାହାଯ୍ୟରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ରାଜନଗର ଡାକ୍ତରଖାନାରେ ପହଞ୍ଚାଇଥିଲେ। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନଥିବା ଏକ ଆଶ୍ୱସ୍ତିକର ଖବର।1