ଲଗାଣ ବର୍ଷାରେ ଡାବୁଗାଁ-ଝରିଗାଁ ରାସ୍ତା ବିଚ୍ଛିନ୍ନ:ଜନସାଧାରଣ ରେ ଯାତାୟାତ ବାଧାପ୍ରାପ୍ତ :ତୁରନ୍ତ ମରାମତି ଦାବୀ l ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ଝରିଗାଁ ଯିବା ରାସ୍ତା ଲଗାଣ ବର୍ଷାରେ କଲଭର୍ଟ ସମ୍ପୁର୍ଣ୍ଣ ଧୋଇ ହୋଇ ରାସ୍ତାକୁ ଭସାଇ ଦେବା ଫଳରେ ଯାତାୟାତ ବିଚ୍ଛିନ୍ନ ହୋଇ ଯାଇଛି l ଉକ୍ତ ରାସ୍ତାଦେଇ ନବରଙ୍ଗପୁରରୁ ସରକାରୀ ବସ ବାହାରି ମଇଦଲପୁର, ଡାବୁଗାଁ, ମେଦନା,ଫୁଫୁଗାଁ ,ଝରିଗାଁ ଦେଇ ଉମରକୋଟ ଯାଉଥିଲା, ଯାହାକି ବହୁ ଗ୍ରାମାଞ୍ଚଳର ଲୋକେ ଏଇ ବସ ସେବା ପାଇପାରୁଥିଲେ l କଲଭର୍ଟ ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯିବାରୁ ସମ୍ପୁର୍ଣ୍ଣ ରୁପେ ଡାବୁଗାଁ ଝରିଗାଁ ରାସ୍ତା ବସ ସେବା ଠପ୍ ହୋଇ ପଡିଛି, ଯଦ୍ୱାରା ଜନସାଧାରଣ ଘୋର ଅସୁବିଧା ଭୋଗୁଛନ୍ତି l ଆହୁରି ଏକ ବିଶୋୟୀ ବସ ଏହି ରାସ୍ତା ଦେଇ ଜୟପୁର ରୁ ବାହାରି ଡାବୁଗାଁ, ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିଲା l ସେହି ବସ ରାସ୍ତା ଲଗାଣ ବର୍ଷା ଯୋଗୁଁ କଲଭର୍ଟ ରାସ୍ତା ଧୋଇ ହୋଇ ଯିବାରୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି l ଯାହାକି ରାହାସା ପାଖରେ କଲଭର୍ଟ ଧୋଇ ହୋଇ ଯାଇଛି l ତେଣୁ ଏଇ ଦୁଇ ଦିନ ହେବ ବିଚ୍ଛିନ୍ନ ହୋଇ ଯାଇଛି l ଯୁଧ୍ୟକାଳୀନ ଭିତ୍ତିରେ ସେହି କଲଭର୍ଟ ରାସ୍ତା କାମ କରାଗଲେ ବିଭିନ୍ନ ଗ୍ରାମର ଅଧିବାସୀ ଉକ୍ତ ବସ ଯୋଗେ ସେବା ପୂର୍ବଭଳି ପାଇ ପାରିବେ ଓ ସୁରୁଖୁରୁରେ ବିଭିନ୍ନ ସ୍ଥାନକୁ ଯାଇ ସୁରୁଖୁରୁରେ କାମ ସାରି ନିଜ ଘରକୁ ଫେରି ପାରିବେ ଏଥିରେ ସନ୍ଦେହ ନହିଁ l ଏଣୁ ଜିଲ୍ଲା ପ୍ରଶାସନ ଏଇ ରାସ୍ତା ଉପରେ ଗୁରୁତ୍ଵ ଦେଇ ତୁରନ୍ତ ମରାମତି କରାଇ ବସ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ କରିଛନ୍ତି l ଲଗାଣ ବର୍ଷାରେ ଡାବୁଗାଁ-ଝରିଗାଁ ରାସ୍ତା ବିଚ୍ଛିନ୍ନ:ଜନସାଧାରଣ ରେ ଯାତାୟାତ ବାଧାପ୍ରାପ୍ତ :ତୁରନ୍ତ ମରାମତି ଦାବୀ l ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ଝରିଗାଁ ଯିବା ରାସ୍ତା ଲଗାଣ ବର୍ଷାରେ କଲଭର୍ଟ ସମ୍ପୁର୍ଣ୍ଣ ଧୋଇ ହୋଇ ରାସ୍ତାକୁ ଭସାଇ ଦେବା ଫଳରେ ଯାତାୟାତ ବିଚ୍ଛିନ୍ନ ହୋଇ ଯାଇଛି l ଉକ୍ତ ରାସ୍ତାଦେଇ ନବରଙ୍ଗପୁରରୁ ସରକାରୀ ବସ ବାହାରି ମଇଦଲପୁର, ଡାବୁଗାଁ, ମେଦନା,ଫୁଫୁଗାଁ ,ଝରିଗାଁ ଦେଇ ଉମରକୋଟ ଯାଉଥିଲା, ଯାହାକି ବହୁ ଗ୍ରାମାଞ୍ଚଳର ଲୋକେ ଏଇ ବସ ସେବା ପାଇପାରୁଥିଲେ l କଲଭର୍ଟ ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯିବାରୁ ସମ୍ପୁର୍ଣ୍ଣ ରୁପେ ଡାବୁଗାଁ ଝରିଗାଁ ରାସ୍ତା ବସ ସେବା ଠପ୍ ହୋଇ ପଡିଛି, ଯଦ୍ୱାରା ଜନସାଧାରଣ ଘୋର ଅସୁବିଧା ଭୋଗୁଛନ୍ତି l ଆହୁରି ଏକ ବିଶୋୟୀ ବସ ଏହି ରାସ୍ତା ଦେଇ ଜୟପୁର ରୁ ବାହାରି ଡାବୁଗାଁ, ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିଲା l ସେହି ବସ ରାସ୍ତା ଲଗାଣ ବର୍ଷା ଯୋଗୁଁ କଲଭର୍ଟ ରାସ୍ତା ଧୋଇ ହୋଇ ଯିବାରୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି l ଯାହାକି ରାହାସା ପାଖରେ କଲଭର୍ଟ ଧୋଇ ହୋଇ ଯାଇଛି l ତେଣୁ ଏଇ ଦୁଇ ଦିନ ହେବ ବିଚ୍ଛିନ୍ନ ହୋଇ ଯାଇଛି l ଯୁଧ୍ୟକାଳୀନ ଭିତ୍ତିରେ ସେହି କଲଭର୍ଟ ରାସ୍ତା କାମ କରାଗଲେ ବିଭିନ୍ନ ଗ୍ରାମର ଅଧିବାସୀ ଉକ୍ତ ବସ ଯୋଗେ ସେବା ପୂର୍ବଭଳି ପାଇ ପାରିବେ ଓ ସୁରୁଖୁରୁରେ ବିଭିନ୍ନ ସ୍ଥାନକୁ ଯାଇ ସୁରୁଖୁରୁରେ କାମ ସାରି ନିଜ ଘରକୁ ଫେରି ପାରିବେ ଏଥିରେ ସନ୍ଦେହ ନହିଁ l ଏଣୁ ଜିଲ୍ଲା ପ୍ରଶାସନ ଏଇ ରାସ୍ତା ଉପରେ ଗୁରୁତ୍ଵ ଦେଇ ତୁରନ୍ତ ମରାମତି କରାଇ ବସ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ କରିଛନ୍ତି l
ଲଗାଣ ବର୍ଷାରେ ଡାବୁଗାଁ-ଝରିଗାଁ ରାସ୍ତା ବିଚ୍ଛିନ୍ନ:ଜନସାଧାରଣ ରେ ଯାତାୟାତ ବାଧାପ୍ରାପ୍ତ :ତୁରନ୍ତ ମରାମତି ଦାବୀ l ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ଝରିଗାଁ ଯିବା ରାସ୍ତା ଲଗାଣ ବର୍ଷାରେ କଲଭର୍ଟ ସମ୍ପୁର୍ଣ୍ଣ ଧୋଇ ହୋଇ ରାସ୍ତାକୁ ଭସାଇ ଦେବା ଫଳରେ ଯାତାୟାତ ବିଚ୍ଛିନ୍ନ ହୋଇ ଯାଇଛି l ଉକ୍ତ ରାସ୍ତାଦେଇ ନବରଙ୍ଗପୁରରୁ ସରକାରୀ ବସ ବାହାରି ମଇଦଲପୁର, ଡାବୁଗାଁ, ମେଦନା,ଫୁଫୁଗାଁ ,ଝରିଗାଁ ଦେଇ ଉମରକୋଟ ଯାଉଥିଲା, ଯାହାକି ବହୁ ଗ୍ରାମାଞ୍ଚଳର ଲୋକେ ଏଇ ବସ ସେବା ପାଇପାରୁଥିଲେ l କଲଭର୍ଟ ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯିବାରୁ ସମ୍ପୁର୍ଣ୍ଣ ରୁପେ ଡାବୁଗାଁ ଝରିଗାଁ ରାସ୍ତା ବସ ସେବା ଠପ୍ ହୋଇ ପଡିଛି, ଯଦ୍ୱାରା ଜନସାଧାରଣ ଘୋର ଅସୁବିଧା ଭୋଗୁଛନ୍ତି l ଆହୁରି ଏକ ବିଶୋୟୀ ବସ ଏହି ରାସ୍ତା ଦେଇ ଜୟପୁର ରୁ ବାହାରି ଡାବୁଗାଁ, ଝରିଗାଁ
ଦେଇ ଚନ୍ଦାହାଣ୍ଡି ଯାଉଥିଲା l ସେହି ବସ ରାସ୍ତା ଲଗାଣ ବର୍ଷା ଯୋଗୁଁ କଲଭର୍ଟ ରାସ୍ତା ଧୋଇ ହୋଇ ଯିବାରୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି l ଯାହାକି ରାହାସା ପାଖରେ କଲଭର୍ଟ ଧୋଇ ହୋଇ ଯାଇଛି l ତେଣୁ ଏଇ ଦୁଇ ଦିନ ହେବ ବିଚ୍ଛିନ୍ନ ହୋଇ ଯାଇଛି l ଯୁଧ୍ୟକାଳୀନ ଭିତ୍ତିରେ ସେହି କଲଭର୍ଟ ରାସ୍ତା କାମ କରାଗଲେ ବିଭିନ୍ନ ଗ୍ରାମର ଅଧିବାସୀ ଉକ୍ତ ବସ ଯୋଗେ ସେବା ପୂର୍ବଭଳି ପାଇ ପାରିବେ ଓ ସୁରୁଖୁରୁରେ ବିଭିନ୍ନ ସ୍ଥାନକୁ ଯାଇ ସୁରୁଖୁରୁରେ କାମ ସାରି ନିଜ ଘରକୁ ଫେରି ପାରିବେ ଏଥିରେ ସନ୍ଦେହ ନହିଁ l ଏଣୁ ଜିଲ୍ଲା ପ୍ରଶାସନ ଏଇ ରାସ୍ତା ଉପରେ ଗୁରୁତ୍ଵ ଦେଇ ତୁରନ୍ତ ମରାମତି କରାଇ ବସ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ କରିଛନ୍ତି l ଲଗାଣ
ବର୍ଷାରେ ଡାବୁଗାଁ-ଝରିଗାଁ ରାସ୍ତା ବିଚ୍ଛିନ୍ନ:ଜନସାଧାରଣ ରେ ଯାତାୟାତ ବାଧାପ୍ରାପ୍ତ :ତୁରନ୍ତ ମରାମତି ଦାବୀ l ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ଝରିଗାଁ ଯିବା ରାସ୍ତା ଲଗାଣ ବର୍ଷାରେ କଲଭର୍ଟ ସମ୍ପୁର୍ଣ୍ଣ ଧୋଇ ହୋଇ ରାସ୍ତାକୁ ଭସାଇ ଦେବା ଫଳରେ ଯାତାୟାତ ବିଚ୍ଛିନ୍ନ ହୋଇ ଯାଇଛି l ଉକ୍ତ ରାସ୍ତାଦେଇ ନବରଙ୍ଗପୁରରୁ ସରକାରୀ ବସ ବାହାରି ମଇଦଲପୁର, ଡାବୁଗାଁ, ମେଦନା,ଫୁଫୁଗାଁ ,ଝରିଗାଁ ଦେଇ ଉମରକୋଟ ଯାଉଥିଲା, ଯାହାକି ବହୁ ଗ୍ରାମାଞ୍ଚଳର ଲୋକେ ଏଇ ବସ ସେବା ପାଇପାରୁଥିଲେ l କଲଭର୍ଟ ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇ ଯିବାରୁ ସମ୍ପୁର୍ଣ୍ଣ ରୁପେ ଡାବୁଗାଁ ଝରିଗାଁ ରାସ୍ତା ବସ ସେବା ଠପ୍ ହୋଇ ପଡିଛି, ଯଦ୍ୱାରା ଜନସାଧାରଣ ଘୋର ଅସୁବିଧା ଭୋଗୁଛନ୍ତି l ଆହୁରି ଏକ ବିଶୋୟୀ ବସ ଏହି ରାସ୍ତା ଦେଇ ଜୟପୁର ରୁ ବାହାରି ଡାବୁଗାଁ, ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିଲା
l ସେହି ବସ ରାସ୍ତା ଲଗାଣ ବର୍ଷା ଯୋଗୁଁ କଲଭର୍ଟ ରାସ୍ତା ଧୋଇ ହୋଇ ଯିବାରୁ ରାସ୍ତା ବିଚ୍ଛିନ୍ନ ହୋଇ ଯାଇଛି l ଯାହାକି ରାହାସା ପାଖରେ କଲଭର୍ଟ ଧୋଇ ହୋଇ ଯାଇଛି l ତେଣୁ ଏଇ ଦୁଇ ଦିନ ହେବ ବିଚ୍ଛିନ୍ନ ହୋଇ ଯାଇଛି l ଯୁଧ୍ୟକାଳୀନ ଭିତ୍ତିରେ ସେହି କଲଭର୍ଟ ରାସ୍ତା କାମ କରାଗଲେ ବିଭିନ୍ନ ଗ୍ରାମର ଅଧିବାସୀ ଉକ୍ତ ବସ ଯୋଗେ ସେବା ପୂର୍ବଭଳି ପାଇ ପାରିବେ ଓ ସୁରୁଖୁରୁରେ ବିଭିନ୍ନ ସ୍ଥାନକୁ ଯାଇ ସୁରୁଖୁରୁରେ କାମ ସାରି ନିଜ ଘରକୁ ଫେରି ପାରିବେ ଏଥିରେ ସନ୍ଦେହ ନହିଁ l ଏଣୁ ଜିଲ୍ଲା ପ୍ରଶାସନ ଏଇ ରାସ୍ତା ଉପରେ ଗୁରୁତ୍ଵ ଦେଇ ତୁରନ୍ତ ମରାମତି କରାଇ ବସ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣରେ ଦୃଢ଼ ଦାବୀ କରିଛନ୍ତି l
- ମଦ ବିରୋଧରେ ଶତାଧିକ ମହିଳାଙ୍କ ଗର୍ଜନ, କୋଷାଗୁମୁଡ଼ାରେ ଜୋରଦାର ଅଭିଯାନ1
- କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ।1
- କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା1
- କୋଟପାଡ଼ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖି କଣ କହିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ @KotpadBreakingNews1
- ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ1
- ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା dist repoter 8260514413 ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା4
- Slug: କେସିଙ୍ଗା ପୋଲିସର ବଡ଼ ସଫଳତା, ୬ ଲୁଟେରା ଗିରଫ Anchor: କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନମ୍ବର ୩ ରେ ଗତ ଜୁଲାଇ ୨୧ ତାରିଖରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଲୁଟେରାଙ୍କୁ ଆଜି କେସିଙ୍ଗା ପୋଲିସ ଗିରଫ କରିଛି। ଘଟଣା ସମ୍ପର୍କରେ ଏସ୍ପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ। କେସିଙ୍ଗା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ଜୁଲାଇ ୨୧ ତାରିଖରେ କେସିଙ୍ଗା ୱାର୍ଡ ନମ୍ବର ୩ରେ ପୁନମ ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ ଏହି ଗ୍ୟାଙ୍ଗ୍ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ସମ୍ପର୍କରେ ଏସ୍ପି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ। କଳାହାଣ୍ଡି ଜିଲ୍ଲା ରୁ ମାମନ କୁମାର ନାଏକ ଙ୍କ ରିପୋର୍ଟ ଉତ୍କଳ ଓଡ଼ିଆ1
- କୋଟପାଡ଼ରେ ବନ୍ୟା ପରେ ସ୍ଥିତି ଅନୁଧ୍ୟାନ କଲା ବିଜେଡି #Kotpad #Flood #Bjd #Koraput #fbviralvideo #viralvideo #nonfollowers #foryou #Odisha #OdishaNews ଚନ୍ଦ୍ରଶେଖର ମାଝୀ Rabinarayan Nanda #kotpadbreakingnews1