logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା

12 hrs ago
user_Narendra Patra
Narendra Patra
Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
12 hrs ago

କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା

More news from ଓଡ଼ିଶା and nearby areas
  • ମଦ ବିରୋଧରେ ଶତାଧିକ ମହିଳାଙ୍କ ଗର୍ଜନ, କୋଷାଗୁମୁଡ଼ାରେ ଜୋରଦାର ଅଭିଯାନ
    1
    ମଦ ବିରୋଧରେ ଶତାଧିକ ମହିଳାଙ୍କ ଗର୍ଜନ, କୋଷାଗୁମୁଡ଼ାରେ ଜୋରଦାର  ଅଭିଯାନ
    user_Public demand news 24/7
    Public demand news 24/7
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    8 hrs ago
  • କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ।
    1
    କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । 
କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ।
    user_Santosh kumar
    Santosh kumar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    11 hrs ago
  • କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା
    1
    କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା
କୋଷାଗୁମୁଡ଼ାରେ ମଦ ବିରୋଧୀ ଅଭିଯାନ, ଏକାଠି ହେଲେ ଶତାଧିକ ମହିଳା
    user_Narendra Patra
    Narendra Patra
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    12 hrs ago
  • #ପେଟ୍ରୋଲିଂ_ବେଳେ_ପୋଲିସକୁ_ଆକ୍ରମଣ ପେଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ କଲେ ଡକାୟତ,ଗାଡିରୁ ବାହାରିଲା ଗଞ୍ଜେଇ #Boriguma #National24
    1
    #ପେଟ୍ରୋଲିଂ_ବେଳେ_ପୋଲିସକୁ_ଆକ୍ରମଣ
ପେଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ କଲେ ଡକାୟତ,ଗାଡିରୁ ବାହାରିଲା ଗଞ୍ଜେଇ #Boriguma #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର! ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର! ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!
    1
    ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!

ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!

ଖଣି ଆଇନକୁ ବିରୋଧ, କୋରାପୁଟରେ କଂଗ୍ରେସର ରଣହୁଙ୍କାର!
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
  • ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା dist repoter 8260514413 ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା
    4
    ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା
ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ  ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା  ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ  ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି   ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା  ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା    dist repoter 8260514413
ଶିଶୁ ଶ୍ରମିକ, ବାଲ୍ୟବିବାହ ଏବଂ ଶିଶୁ ଭିକ୍ଷା ବୃତ୍ତି ଓ ଶିଶୁ ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ କାର୍ଯ୍ୟ ଯୋଜନା ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା
ରିତେଶ କୁମାର ମୁଣ୍ଡ, ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଭବାନପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ  ଶିଶୁ ଶ୍ରମିକ, ବାଲ୍ୟ ବିବାହ ଏବଂ ଶିଶୁ ଭିକ୍ଷାବୃତ୍ତି, ଶିଶୁ ଦେଶାନ୍ତର ଭଳି ଗୁରୁତର ଶିଶୁ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ଏକ କାର୍ଯ୍ୟ ଯୋଜନା  ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି,ଡାକ୍ତର ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡି, ସୁଶ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ଅଧ୍ଯକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟ ଅନୁଷ୍ଠାନ ପ୍ରମୁଖ ମଞ୍ଚାସିନ  ଥିଲେ। କର୍ମଶାଳାର ମୁଖ୍ୟ ତାଲିମଦାତା ଭାବରେ ଶ୍ରୀଘାସିରାମ ପଣ୍ଡା ପରାମର୍ଶ ଦାତା ୟୁନିସେଫ ଭୁବନେଶ୍ୱର, ଡକ୍ଟର ଅଜୟ କୁମାର ମିଶ୍ର, ଶିକ୍ଷାବିତ୍ ତଥା ପୁର୍ବତନ ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି କଳାହାଣ୍ଡି ଓ ଶ୍ରୀମତି ଲକ୍ଷ୍ମୀ ସିଂ ପୁର୍ବତନ ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ରହି   ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ବ୍ୟାପକ ସଚେତନତା ଅଭିଯାନ ଚଲାଇବା,ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷା, ମାଗଣା ହିତାଧିକାରୀ ଶିକ୍ଷା ଏବଂ ପୁନର୍ବାସ ଯୋଗାଇଦେବା, ଶିଶୁ ଅଧିକାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ଶିଶୁ ନିୟୋଜକ ମାନଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା, ଶିଶୁ ଅଧିକାର ଓ ସରକାରୀ ବ୍ୟବସ୍ଥାକୁ ସୁଚାରୁ ରୁପେ କାର୍ଯ୍ଯ କରିବା, ୧୦୯୮କୁ ବ୍ଯବହାର କରିବା, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପୁଅ ଝିଅଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସହାୟତା, ଅନେଶ୍ୱା କାର୍ଯ୍ଯକ୍ରମ,ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରୀତା, ଶିଶୁ ସ୍ୱାସ୍ଥ୍ୟ,ଶିଶୁ ଶ୍ରମିକ କୁପ୍ରଥା ବିରୁଦ୍ଧରେ ଲଢ଼ିବା, ପୁଲିସର ଦାୟିତ୍ୱ ଓ ସରକାରୀ ବ୍ୟବସ୍ଥା, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ ଙ୍କ ଭୂମିକା,ବାଲ୍ୟ ବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ ଏବଂ ଓ ପ୍ରକ୍ରିୟା, ଶିଶୁ ମଙ୍ଗଳ ସମିତିର କାର୍ଯ୍ଯ ଓ ଶିଶୁ ସୁରକ୍ଷା ସମିତି କାର୍ଯ୍ୟ,୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ଓ ଶିଶୁଙ୍କ ଆଇନ ଓ ନ୍ୟାୟ ସୁଯୋଗ ପାଇବା  ଉପରେ ବିସ୍ତୃତ ଭାବରେ ସଚେତନା କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ସମିତି,ପୁଲିସ୍, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ,ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଙ୍କ ମଧ୍ୟରେ ମିଳିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ତାପରେ ଉପସ୍ଥିତ ଅଂଶଗ୍ରହଣକାରି ପ୍ରଶ୍ନ ପଚାରି ସମସ୍ୟାର ସମାଧାନ ଚାହିଁଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ଶ୍ରମ, ପୋଲିସ, ମହିଳା ଓ ଶିଶୁ ବିକାଶ, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ,ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ୍ୟ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ତଥା ଅନ୍ୟ ବିଭାଗୀୟ ଅଧିକାରୀ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ।ଶେଷରେ ଶ୍ରୀଅଶୋକ କୁମାର ପଟ୍ଟନାଏକ ମୁଖ୍ୟ କାର୍ଯ୍ୟ ନିର୍ବାହୀ କର୍ତ୍ତବ୍ୟଙ୍କ ଧନ୍ଯବାଦ ଅର୍ପଣ ପରେ କର୍ମଶାଳା ସମାପ୍ତ ହୋଇଥିଲା
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory କୋକସରା, କଳାହାଣ୍ଡି, ଓଡ଼ିଶା•
    9 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
    1
    କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
    user_Trinath chapadi
    Trinath chapadi
    Aboriginal and Torres Strait Islander organisation କୋରାପୁଟ, କୋରାପୁଟ, ଓଡ଼ିଶା•
    9 hrs ago
  • #ଟ୍ରାକ୍ଟରରେ_ପହଂଚିଥିଲେ_ଉପଜିଲ୍ଲାପାଳ କାଲି କୋଟପାଡ଼ ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ପାଖରେ ଏମିତି ପହଞ୍ଚିଥିଲା ଜିଲ୍ଲା ପ୍ରସାଶନ #kotpad #floodrelief #subcollecter #fbviralvideo #viralvideo #nonfollowers #jeypore #koraput #Odisha #OdishaNews District Magistrate Koraput #kotpadbreakingnews
    1
    #ଟ୍ରାକ୍ଟରରେ_ପହଂଚିଥିଲେ_ଉପଜିଲ୍ଲାପାଳ
କାଲି କୋଟପାଡ଼ ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ପାଖରେ ଏମିତି ପହଞ୍ଚିଥିଲା ଜିଲ୍ଲା ପ୍ରସାଶନ #kotpad #floodrelief #subcollecter #fbviralvideo #viralvideo #nonfollowers #jeypore #koraput #Odisha #OdishaNews District Magistrate Koraput  #kotpadbreakingnews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.