Shuru
Apke Nagar Ki App…
ସମ୍ବଲପୁର ଜିଲ୍ଲା ରେଢାଖୋଲର ଠେଲକୋଲୋଇ ହାଇସ୍କୁଲରେ ଏ-୧ ଓ ଏ-୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କୁ ପୁରସ୍କୃତ କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଯାଇଛି।
Biswanath Patel
ସମ୍ବଲପୁର ଜିଲ୍ଲା ରେଢାଖୋଲର ଠେଲକୋଲୋଇ ହାଇସ୍କୁଲରେ ଏ-୧ ଓ ଏ-୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କୁ ପୁରସ୍କୃତ କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଯାଇଛି।
More news from ଓଡ଼ିଶା and nearby areas
- ଭୁବନେଶ୍ୱରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ କଥାମୃତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ମହାପ୍ରଭୁଙ୍କ ପ୍ରତି ସ୍ୱର୍ଗତ ମହାନ୍ତିଙ୍କ ଅନନ୍ୟ ଭକ୍ତିକୁ ଶ୍ରଦ୍ଧାଞ୍ଜଳି ଅଟେ।1
- ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା1
- ସୁବର୍ଣ୍ଣପୁର ଦାମୀ କାର ରେ ହେଉଥିଲା ଗଞ୍ଜେଇ ଚାଲାଣ ମାଡ଼ିବସିଲା ପୋଲିସ l ଗାଡ଼ି ଛାଡି ଫେରାର ଗଞ୍ଜେଇ ମାଫିଆ l ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ସହ ଗାଡ଼ି ଜବତ l1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୧/୦୫/୨୦୨୬ ସୋମଵାର । ସଂଦ୍ଧ୍ଯା ୫ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- #ଆଶାକର୍ମୀ_ନିଯୁକ୍ତ_ଦାବିରେ_ଉପର_ଫବସି_ଗ୍ରାମବାସୀ #ସୁବର୍ଣ୍ଣପୁର_ଜ଼ିଲ୍ଲାପାଳଙ୍କ_ଦ୍ୱାରସ୍ତ.. #rishitv #appointment #sonepur #subarnapur #village #people #ashamarmi #demand #highlighted #viralpost ସୁବର୍ଣ୍ଣପୁର ଜ଼ିଲ୍ଲା ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ.....ଯୁଗ୍ମ ଅଭିଯୋଗ ଶୁଣାଣୀ ରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେ ଏପର୍ଯ୍ୟନ୍ତ ତାଙ୍କୁ କିଛି ସୁଫଳ ମିଳିନି...1
- କୋଟି କୋଟି ଟଙ୍କା ମୂଲ୍ୟର ଜମି ଶାଗ ମାଛ ଦରରେ ହଡ଼ପ କରାଯାଇଛି1
- ସୁବର୍ଣ୍ଣପୁର ମହିଳା ମୋର୍ଚ୍ଚା ପକ୍ଷରୁ ନ୍ୟୁ ଟାଉନ ହଲ ପରିସରରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି1
- #ଆଶା_ଦିଦି_ନିଯୁକ୍ତି_ଦାବିରେ_ଉପ_ଜିଲ୍ଲାପାଳଙ୍କ_ଠାରେ_ଦାବି_ରଖିଲେ_ଉପର_ଫବସି_ଗ୍ରାମବାସୀ1
- ସୁବର୍ଣ୍ଣପୁର ଜିଲ୍ଲା ର ସୁନା ଝିଅ ସମଗ୍ର ଦେଶରେ ମାନବାଧିକାର ସୁରକ୍ଷା ପରିଷଦ ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ରେ ଭୂଷିତ। ସୁବର୍ଣ୍ଣପୁରଜିଲ୍ଲା:- ଏକ 30 ବର୍ଷର ଝିଅ ସମଗ୍ର ଦେଶରେ ଶିକ୍ଷା,ମାନବାଧିକାର,ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଏବଂ ଆର୍ନ୍ତଜାତିକ କ୍ଷେତ୍ରରେ ମଧ୍ଯ ସେ ଓଡ଼ିଶା ପାଇଁ କାର୍ଯ୍ୟକରି ଗଉରବ ଆଣିଛନ୍ତି ତେଣୁ ଜାତୀୟ ମାନବାଧିକାର ସୁରକ୍ଷା ପରିସଦ ତରଫରୁ ସମ୍ମାନ ଜନକ ଡ଼ଃ.ଉପାଧିରେ ଭୂଷିତ କରାଗଲା । ଏତେ କମ ବୟସରେ ଏପରି ଏକ ଉପାଧିରେ ସମ୍ମାନିତ କରାଯାଇ ଥିବାରୁ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ।ଡଃ ନିବେଦିତା ରଥ।1