Shuru
Apke Nagar Ki App…
ଢେଙ୍କାନାଳରେ କଲ୍ୟାଣ ଜ୍ୱେଲର୍ସ୍ ର ଶୁଭ ଉଦ୍ଘାଟନ ଅବସରରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଯୋଗଦେଇ କହିଲେ ଏତେ ଲୋକଙ୍କୁ ଦେଖି ବହୁତ୍ ଭଲ ଲାଗିଲା ଏବଂ ୟୋଗ ଦ୍ଵାରା ସେ ଫିଟ୍ ଅଛନ୍ତି #ଫିଟନେସ_ର_ରାଜ୍_ୟୋଗ:- ମଲାଇକା ଆରୋରା ➡️ ଢେଙ୍କାନାଳରେ କଲ୍ୟାଣ ଜ୍ୱେଲର୍ସ୍ ର ଶୁଭ ଉଦ୍ଘାଟନ ଅବସରରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଯୋଗଦେଇ କହିଲେ ଏତେ ଲୋକଙ୍କୁ ଦେଖି ବହୁତ୍ ଭଲ ଲାଗିଲା ଏବଂ ୟୋଗ ଦ୍ଵାରା ସେ ଫିଟ୍ ଅଛନ୍ତି । ➡️ କ୍ଵାଲିଟୀ କହିଲେ କଲ୍ୟାଣ ଜ୍ୱେଲର୍ସ କୁ ବୁଝାଏ :- ମଲାଇକା ଆରୋରା #dhenkanal #BreakingNews #KalyanJewellers #Odisha #MalaikaArora #malaikaarorafans
Tapasdas 6372788705
ଢେଙ୍କାନାଳରେ କଲ୍ୟାଣ ଜ୍ୱେଲର୍ସ୍ ର ଶୁଭ ଉଦ୍ଘାଟନ ଅବସରରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଯୋଗଦେଇ କହିଲେ ଏତେ ଲୋକଙ୍କୁ ଦେଖି ବହୁତ୍ ଭଲ ଲାଗିଲା ଏବଂ ୟୋଗ ଦ୍ଵାରା ସେ ଫିଟ୍ ଅଛନ୍ତି #ଫିଟନେସ_ର_ରାଜ୍_ୟୋଗ:- ମଲାଇକା ଆରୋରା ➡️ ଢେଙ୍କାନାଳରେ କଲ୍ୟାଣ ଜ୍ୱେଲର୍ସ୍ ର ଶୁଭ ଉଦ୍ଘାଟନ ଅବସରରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଯୋଗଦେଇ କହିଲେ ଏତେ ଲୋକଙ୍କୁ ଦେଖି ବହୁତ୍ ଭଲ ଲାଗିଲା ଏବଂ ୟୋଗ ଦ୍ଵାରା ସେ ଫିଟ୍ ଅଛନ୍ତି । ➡️ କ୍ଵାଲିଟୀ କହିଲେ କଲ୍ୟାଣ ଜ୍ୱେଲର୍ସ କୁ ବୁଝାଏ :- ମଲାଇକା ଆରୋରା #dhenkanal #BreakingNews #KalyanJewellers #Odisha #MalaikaArora #malaikaarorafans
More news from Odisha and nearby areas
- ଗୋଟିଏ ପଟେ ସରକାର ଗୁଟକା କୁ ବନ୍ଦ କରୁଛନ୍ତି ପୁଣି ଖୋଲୁଛନ୍ତି ଲୋକ ଦୋକାନି କିଛି ବୁଝି ପାରୁନାହାନ୍ତି ଆମେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ଭାବେ ବୁଝିପାରୁନ୍ ଗୋଟିଏ ପଟେ ଗୁଟକା ରେ ଲେଖା ଅଛି ଏଥିରେ protein, energy, feat, ଏପରି ଅନେକ । ସ୍ଵାସ୍ଥ୍ୟ ହିତକାର ପ୍ରଦାର୍ଥ ଅଛି ଯଦି ଏତେ ଭଲ ଜିନିଷ ଅଛି ତେବେ ଏହାକୁ ବାରଣ କାହିଁକି ଜିଲ୍ଲା ପ୍ରଶାସନ,ପୋଲିସ, ବିଭାଗୀୟ କର୍ମଚାରୀ ଛୋଟଛୋଟ ଦେକାନି ଙ୍କ ଠାରୁ ମୋଟା ଅଙ୍କର ଫାରନ କାଟୁଛନ୍ତି କାହିଁକ1
- ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଏହା ପ୍ରଭାବରେ ଶୀତ ବଢ଼ିବା ନେଇ ଆକଳନ କରାଯାଇଛି। କଟକରେ ଦିନ ୮ ଟା ବେଳେ କୁହୁଡି ଦେଖାଉଛି ନିଜର ପ୍ରତିଆରା। ମେଲାଉଛି ତାର ଆସ୍ତରଣ।1
- Post by Gagan Bhoi1
- ଭୁବନେଶ୍ୱର :କୁଳପତି ନିଯୁକ୍ତି ଦାବି ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କଲେ।1
- ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି I1
- ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ୨.୩୮ କୋଟିର ହେରାଫେରୀ ଅଭିଯୋଗ HRMS ପୋର୍ଟାଲ ମାଧ୍ୟମରେ ଦରମା ବୃଦ୍ଧି କରି ଟଙ୍କା ଉଠାଇଥିବା ସନ୍ଦେହ, କିରାଣୀ ଗିରଫ ଅନୁଗୁଳ, (ନିଜ ପ୍ରତିନିଧି): ଅନୁଗୁଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ବଡ଼ ଆର୍ଥିକ କେଳେଙ୍କାରୀର ପରଦାଫାଶ ହୋଇଛି। କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ବିରୋଧରେ ପ୍ରାୟ ୨.୩୮ କୋଟି ଟଙ୍କା ହେରାଫେରୀ କରିଥିବା ଅଭିଯୋଗ ଆସିଛି। HRMS ପୋର୍ଟାଲର ଅପବ୍ୟବହାର କରି ନିଜ ଦରମାକୁ ଅସାମାନ୍ୟ ଭାବେ ବଢ଼ାଇ ଟଙ୍କା ନେଇଥିବା କଥା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ମାସିକ ଦରମା ୩୫ରୁ ୪୦ ହଜାର ଟଙ୍କା ଥିବା ସତ୍ତ୍ୱେ କେତେକ ମାସରେ କୋଟି କୋଟି ଟଙ୍କା ଟ୍ରାନ୍ଜାକ୍ସନ ହୋଇଥିବା ଅଡିଟ୍ ରିପୋର୍ଟରେ ଧରାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରୁ ଏହି ଅନିୟମିତତା ଚାଲିଥିବା ଅନୁମାନ କରାଯାଉଛି। ଘଟଣାର ସନ୍ଦେହ ତେବେ ସୃଷ୍ଟି ହୋଇଥିଲା, ଯେତେବେଳେ CDMO ଡାକ୍ତର ମଦନ ମୋହନ ପ୍ରଧାନଙ୍କୁ ଏକ ଦାମି iPhone ଉପହାର ଦିଆଯାଇଥିଲା। ଏହା ପରେ ଘଟଣାର ଖୋଜଖବର ଆରମ୍ଭ ହୋଇଥିଲା। ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଥିଲା ଏବଂ ମାମଲାଟି ଭିଜିଲାନ୍ସଙ୍କୁ ହସ୍ତାନ୍ତର କରାଯାଇଥିଲା। ତଦନ୍ତ ସମୟରେ କିଛି ଡାକ୍ତର ଓ ନର୍ସଙ୍କ ଖାତାକୁ ମଧ୍ୟ ଅସାମାନ୍ୟ ଟଙ୍କା ଯାଇଥିବା ସୂଚନା ମିଳିଛି। ତିନି ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଗତକାଲି ଗିରଫ କରି କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛି। ଏହା ସହିତ ଅନୁଗୁଳ ଓ କଟକର ତିନୋଟି ଭିଜିଲାନ୍ସ ଟିମ ତାଙ୍କ ବାସଭବନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ମାମଲାରେ ଆଉ କେହି କେହି ଜଡିତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।8
- ଚୌଦ୍ୱାରରେ ବିଳମ୍ବିତ ରାତିରେ ରେଲୱେ କ୍ରସିଂଙ୍ଗ ସୁରକ୍ଷା ବାଡାକୁ ପିଟିଲା ଟ୍ରକ। ମଦ୍ୟପାନ କରି ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଭାରସ୍ୟାମ ହରାଇ ରେଲୱେ କ୍ରସିଂଙ୍ଗ ସୁରକ୍ଷା ବାଡାକୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପର ଆହତ। ଚୌଦ୍ୱାର ଥାନା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଆହତଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରିଛି।1
- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଆଧୁନିକ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରୁଛନ୍ତି I1
- ଭୁବନେଶ୍ୱର: ଆମ୍ବୁଲାନ୍ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଦିଗରେ ଲଗାତାର ପଦକ୍ଷେପ ନିଆଯାଉଛି।1