logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है। महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।

3 hrs ago
user_Anuj Shrma
Anuj Shrma
Voice of people Ainthapali, Sambalpur•
3 hrs ago

महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है। महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।

More news from ଓଡ଼ିଶା and nearby areas
  • ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ମହିଳା ଏବଂ କିଛି ନିଷ୍ପାପ ଶିଶୁଙ୍କୁ ଅପହରଣ କରାଯିବା ପରେ ସେମାନଙ୍କର ମୃତଦେହ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ରାଜ୍ୟରେ ପୁଣିଥରେ ଉତ୍ତେଜନା ବଢିଯାଇଛି ଏବଂ ସାଧାରଣ ଜନତା ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନିରୀହ ଶିଶୁମାନଙ୍କ ପ୍ରତି ଏଭଳି କ୍ରୂରତା ମାନବିକତା ଉପରେ ଏକ ବଡ଼ କଳଙ୍କ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
    1
    ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ମହିଳା ଏବଂ କିଛି ନିଷ୍ପାପ ଶିଶୁଙ୍କୁ ଅପହରଣ କରାଯିବା ପରେ ସେମାନଙ୍କର ମୃତଦେହ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ରାଜ୍ୟରେ ପୁଣିଥରେ ଉତ୍ତେଜନା ବଢିଯାଇଛି ଏବଂ ସାଧାରଣ ଜନତା ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନିରୀହ ଶିଶୁମାନଙ୍କ ପ୍ରତି ଏଭଳି କ୍ରୂରତା ମାନବିକତା ଉପରେ ଏକ ବଡ଼ କଳଙ୍କ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
    user_Xpress Hind
    Xpress Hind
    News Anchor ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    22 hrs ago
  • ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।
    1
    ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ
ସୁବର୍ଣ୍ଣପୁର: ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ। ସରକାରୀ ପଲିଟେକନିକ୍ ସୋନପୁରରେ ଘଟିଛି ଅଭାବନୀୟ ଘଟଣା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    41 min ago
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Munika
    1
    Post by Munika
    user_Munika
    Munika
    ଦେବଗଡ଼, ଦେବଗଡ଼, ଓଡ଼ିଶା•
    23 hrs ago
  • ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବନକୁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଦେଶର ନିଷ୍ପତ୍ତି ନିର୍ମାଣରେ ନାରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି। ଏହା କେବଳ ଏକ ଆଇନ ନୁହେଁ, ବରଂ ସମାନ ଅଧିକାର ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଦୃଢ଼ ପଦକ୍ଷେପ । ଓଡ଼ିଶାରେ ନାରୀଙ୍କ ସାମର୍ଥ୍ୟ, ସ୍ୱାଭିମାନ ଓ ସଫଳତାକୁ ଆଗକୁ ଆଣିବା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। Women-led Development ର ଏହି ଯାତ୍ରାରେ, ନାରୀମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ଶକ୍ତି ଓ ପ୍ରେରଣା। #NariShaktiVandan
    1
    ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସ୍ୱାବଲମ୍ବନକୁ ଡବଲ ଇଞ୍ଜିନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଦେଶର ନିଷ୍ପତ୍ତି ନିର୍ମାଣରେ ନାରୀଙ୍କ ଭୂମିକା ଆହୁରି ସୁଦୃଢ଼ ହେଉଛି। ଏହା କେବଳ ଏକ ଆଇନ ନୁହେଁ, ବରଂ ସମାନ ଅଧିକାର ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ଦୃଢ଼ ପଦକ୍ଷେପ । ଓଡ଼ିଶାରେ ନାରୀଙ୍କ ସାମର୍ଥ୍ୟ, ସ୍ୱାଭିମାନ ଓ ସଫଳତାକୁ ଆଗକୁ ଆଣିବା ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। Women-led Development ର ଏହି ଯାତ୍ରାରେ, ନାରୀମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ଶକ୍ତି ଓ ପ୍ରେରଣା। #NariShaktiVandan
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    21 hrs ago
  • ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।
    1
    ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ 
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    46 min ago
  • ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।
    1
    ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର  ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.