Shuru
Apke Nagar Ki App…
ଅଜବ ନିୟମ...DL ଓ ଇନ୍ସ୍ୟୁରାନ୍ସ ଥାଇ ବି କଟୁଛି ଫାଇନ୍: ଥାନାରେ ପହଞ୍ଚିଲେ ଗାଡି ମାଲିକ।
Ganjam Khabar
ଅଜବ ନିୟମ...DL ଓ ଇନ୍ସ୍ୟୁରାନ୍ସ ଥାଇ ବି କଟୁଛି ଫାଇନ୍: ଥାନାରେ ପହଞ୍ଚିଲେ ଗାଡି ମାଲିକ।
More news from Ganjam and nearby areas
- ଗୋଛାବାଡି ପଞ୍ଚାୟତରେ ହଠାତ୍ ଯାଞ୍ଚ, ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଖି କଠୋର ତାଗିଦ୍ ଦେଲେ ଗୋକୁଳାନନ୍ଦ ମଲ୍ଲିକ1
- ସୀମା ଟପିଲେ ଟ୍ରମ୍ପ ...ଏବେ ପ୍ରତିଶୋଧ ନେବେ ପୁଟିନ ..ସମୁଦ୍ର ଭିତରେ ଆରମ୍ଭ ହେଲା ତୃତୀୟ ବିଶ୍ଵଯୁଦ୍ଧ! ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- Jay Jagannath 🙏1
- Post by User5115 Susanta Kumar Pattnaik1
- ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବୋହୁଚର ମାତା ଙ୍କ ପୂଜାର୍ଚନା ମହା ସମାରୋହ ଅନୁଷ୍ଠିତ କରାଯାଇଛି,, ଚତୃର୍ଥ ଥର ପାଇଁ ଗୁରୁ,ମା, ମାନଙ୍କୁ ନେଇ ଓଡିଶା ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମା ଙ୍କ ପୂଜା କରାଯାଇଛି,,ଏହି ପୂଜା ନିମନ୍ତେ ପୁରୀଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱର ରୁ ମଧ୍ୟ ଗୁରୁ, ମା, ମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି, କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ପୂଜାର୍ଚନା କରି ପାଣି କଳସି ମୁଣ୍ଡ ରେ ରଖି ଭଜନ କୀର୍ତନ ସହ ଶୋଭାଯାତ୍ରା କରି ପୁରୀ ସ୍ଥିତ ରାଣୀ ସତୀଭବନ କୁ ନିଆଯାଇଥିଲା, ମା ବୋହୁଚର ଙ୍କ ପୂଜା କରିବା ପାଇଁ ୩ଦିନ ପୂର୍ଵ ରୁ ବ୍ରତ କରାଯାଇଥାଏ, ୩ଦିନ ଉପବାସ ରହି ପାଣି କଳସ ଆଣି, ମା ବୋହୁଚର ଙ୍କ ପୂଜାର୍ଚନା କରିବା ପରେ, ସେମାନେ ପାଣି ଗ୍ରହଣ କରିଥାନ୍ତି, ବହୁ ପୁରାତନ ପ୍ରଥା ଯେତେବେଳେ ନିଜ ବାପ ମା ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବୋହୁଚର ନିଜର କରି ନିଅନ୍ତି, କିନ୍ନର ଙ୍କ ଇଷ୍ଟ ଦେବି ବୋଲି ସେହି ଦିନ ଠାରୁ ମାନିନେଇ ମାଙ୍କ ପୂଜାର୍ଚନା କରିବା ପାଇଁକିନ୍ନର ସମାଜ ପ୍ରସ୍ତୁତି କରିଥାନ୍ତି,୩ଦିନ ବ୍ରତ ରଖିବା ପରେ ପରମ୍ପରା ଅନୁସାରେ ଏହି ପର୍ବ ପାଳନ କରାଯାଏ,,ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ,୨ଦିନ ଧରି ମାଙ୍କୁ ପୂଜା କରାଯାଏ,4
- ବେତାରସିଂରେ ବିଜେପିର ମିଶ୍ରଣ ପର୍ବ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ ବୁଗୁଡ଼ା ୦୭/୦୧/୨୬ ବିଜେପିରେ ସାମିଲ ହେଲେ ବେତାରସିଂ ଗ୍ରାମର ସମସ୍ତ ବିଜେଡି କର୍ମୀ । ଆଜି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗ୍ରାମରେ ବିଜେପି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସାଙ୍ଗଠନିକ ବୈଠକକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଯୁବ ନେତା ଟୁକୁନା ଜେନାଙ୍କ ନେତୃତ୍ବରେ ପଞ୍ଚାୟତର ସରପଞ୍ଚ ମଉନା ଜେନା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ ୪ ଜଣ ଓ୍ବାର୍ଡ ମେମ୍ବର ନାଏବ ସରପଞ୍ଚ ବିରୁପାକ୍ଷ ଭୂୟାଁ ,କଂଗ୍ରେସ ସ୍ୱାଇଁ,ସିମାଞ୍ଚଳ ସ୍ବାଇଁ, ସନ୍ତୋଷ କୁମାର ଭୂୟାଁ,ଆଦିକନ୍ଧ ଭୁୟାଁ, ମୂରଲୀ ଭୂୟାଁ,କପିଳ ଜେନା,ସଂଗ୍ରାମ ବିଷୋୟୀ,କାଳୁ ମହାରଣା,ରବି ବେହେରା,ବିପ୍ର ସ୍ବାଇଁ, ଅଶୋକ କୁମାର ଭୁୟାଁ,କାଳିଆ ଜେନା ସହିତ ଶତାଧିକ ବିଜେଡି କର୍ମୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ତ୍ୟାଗ କରି ବିଜେପି ସାମିଲ ହୋଇଥିଲେ। ଦଳ ପରିତ୍ୟାଗ କରିଥିବା ସମସ୍ତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ବାଗତ କରିଥିଲେ।ଅଧ୍ୟକ୍ଷଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ନଗର ସଭାପତି କେଦାରନାଥ ମହାରଣା ମଦନ ଗୋପାଳ ଦୋରା, ସୁନୀଲ ପାଢ଼ୀ,କେ ଯଜ୍ଞ ନାରାୟଣ ପାତ୍ର ହରପ୍ରସାଦ ସାହୁ, ରବିନ୍ଦ୍ର ପରିଡ଼ା, ଗୌରାଙ୍ଗ ପ୍ରଧାନ, ବସନ୍ତ ସାମଲ,ନଟବର ଜେନା, ସୁଶାନ୍ତ କୁମାର ଡାକୁଆ, ପୂର୍ଣ୍ଣଚନ୍ଦ୍ର ଭୁୟାଁ, ସନ୍ତୋଷ ବିଶ୍ୱାଳ, ସନ୍ତୋଷ ଭୋଳ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by User5115 Susanta Kumar Pattnaik1
- Jay Jagannath 🙏1