Shuru
Apke Nagar Ki App…
ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ଗ୍ୟାଙ୍ଗ ନିକଟରୁ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ସହ ୧୩ଟି ସୁନା ଚେନ୍, ଲକେଟ୍ ଓ ବ୍ରେସଲେଟ୍ ଜବତ କରାଯାଇଛି। ପାର୍ବଣ ସମୟରେ ରାସ୍ତାରେ ଲୁଟ୍ପାଟ୍ ରୋକିବା ପାଇଁ ପୋଲିସର ତନାଘନା ଚାଲିଥିବା ବେଳେ ଏହି ଗ୍ୟାଙ୍ଗ ଧରାପଡ଼ିଛି। ଜବତ ସାମଗ୍ରୀର ଉତ୍ସ ଏବଂ ଗ୍ୟାଙ୍ଗର ଅନ୍ୟ ଅପରାଧ ସହ ସମ୍ପର୍କ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ଗ୍ୟାଙ୍ଗ ନିକଟରୁ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ସହ ୧୩ଟି ସୁନା ଚେନ୍, ଲକେଟ୍ ଓ ବ୍ରେସଲେଟ୍ ଜବତ କରାଯାଇଛି। ପାର୍ବଣ ସମୟରେ ରାସ୍ତାରେ ଲୁଟ୍ପାଟ୍ ରୋକିବା ପାଇଁ ପୋଲିସର ତନାଘନା ଚାଲିଥିବା ବେଳେ ଏହି ଗ୍ୟାଙ୍ଗ ଧରାପଡ଼ିଛି। ଜବତ ସାମଗ୍ରୀର ଉତ୍ସ ଏବଂ ଗ୍ୟାଙ୍ଗର ଅନ୍ୟ ଅପରାଧ ସହ ସମ୍ପର୍କ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
Santosh kumar

More news from ଓଡ଼ିଶା and nearby areas
- ସାହି ସାହିରେ ଗଣେଶ ପୂଜା, ଉତ୍ସବର ରଙ୍ଗରେ ରଙ୍ଗିଲା କୋଷାଗୁମୁଡ଼ା ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କୋଷାଗୁମୁଡ଼ା। ସ୍ଥାନୀୟ ଅଞ୍ଚଳରେ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା। ପୂଜାକୁ ନେଇ ସାହି ସାହିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ଭକ୍ତିମୟ ପରିବେଶରେ ମୁଖରିତ ହୋଇଛି ସମଗ୍ର ଅଞ୍ଚଳ। କୋଷାଗୁମୁଡ଼ାର ଘାଟୁଆଳି ଷ୍ଟ୍ରିଟ୍, ବ୍ୟାଙ୍କ ସାହି ସମେତ ବିଭିନ୍ନ ସାହି ଓ ଛକରେ ପୂଜା କମିଟି ପକ୍ଷରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଆକର୍ଷଣୀୟ ସାଜସଜ୍ଜା, ଆଲୋକମାଳା ଓ ସୁନ୍ଦର ପୂଜା ମଣ୍ଡପ ଭକ୍ତଙ୍କୁ ବେଶ୍ ଆକର୍ଷିତ କରିଛି। ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବକ ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପୂଜାର ଆନନ୍ଦ ଉପଭୋଗ କରିଥିଲେ। ପ୍ରଭୁ ଗଣେଶଙ୍କ ଆଶୀର୍ବାଦରେ ଅଞ୍ଚଳରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହୁ—ଏହି କାମନା କରିଛନ୍ତି ସାହିବାସୀ। ଗଣେଶ ପୂଜାକୁ ନେଇ କୋଷାଗୁମୁଡ଼ାର ବିଭିନ୍ନ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି।1
- କୋଟପାଡ଼ : ଅନାମ ଦିଆନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଦାୟିତ୍ୱ ମିଳିବା ପରେ କୋଟପାଡ଼ କଂଗ୍ରେସ ଶିବିରରେ ଖୁସିର ମାହୋଲ,କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ #kotpad #kotpadConstitution #Congress #anamdina #koraput #odisha #OdishaNews #kotpadbreakingnews1
- ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ସମସ୍ତଙ୍କୁ ନୂଆଁଖାଇ ଜୁହାର!1
- ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ1
- କୋକସରା ବ୍ଲକ ଅଞ୍ଚଳ ରେ ଆଜି ନୁଆଖାଇ କୁ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା! ପଶ୍ଚିମ ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ! ଓଡିଶା ର ଗଣ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ!1
- ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗ୍ରାମବାସୀ ଓ ପରିବାର ସହ ନୂଆଁଖାଇ ପାଳିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ1
- ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।1
- ଅନାମ ଦିଆନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଦାୟିତ୍ୱ #kotpad1