logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ​ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ​ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ​ସମସ୍ତଙ୍କୁ ନୂଆଁଖାଇ ଜୁହାର!

12 hrs ago
user_MBJ My Care
MBJ My Care
Business Centre Paparahandi, Nabarangpur•

  • user_MBJ My Care
    MBJ My Care
    Paparahandi, Nabarangpur
    💐 ପବିତ୍ର ନୂଆଁଖାଇ ଅବସରରେ ଅଗଣିତ ପ୍ରଶଂସକଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। 🙏🙏🙏
    8 hrs ago
More news from ଓଡ଼ିଶା and nearby areas
  • ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି, ଜୟପୁର ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି, ଜୟପୁର
    1
    ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ
ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ
ସାର୍ବଜନୀନ ଦୁର୍ଗାପୂଜା କମିଟି,  ଜୟପୁର

ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ
ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ
ସାର୍ବଜନୀନ ଦୁର୍ଗାପୂଜା କମିଟି,  ଜୟପୁର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    4 hrs ago
  • ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ । ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।
    3
    ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।
ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।
    user_Patra pilenti
    Patra pilenti
    ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    22 hrs ago
  • ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା
    1
    ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ 
ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା
    user_DANU SADAPELI
    DANU SADAPELI
    Mill Owner ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    3 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।
    3
    କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ
କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।
    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    3 hrs ago
  • #ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ପଡ଼ିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସ୍ୱାଭାବିକ କରିଛି।
    1
    #ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା
 ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ପଡ଼ିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସ୍ୱାଭାବିକ କରିଛି।
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    18 hrs ago
  • ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I
    1
    ନୁଆଁଖାଇ ତିହାର କେ ନେଇ କିନା 
 ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I 
ନୁଆଁଖାଇ ତିହାର କେ ନେଇ କିନା 
ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I
    user_Hareram karuan
    Hareram karuan
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    10 hrs ago
  • ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା
    1
    ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା
ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    23 hrs ago
  • ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା
    4
    ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା
ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା
    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    4 hrs ago
  • ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ
    1
    ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ 
ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ
    user_DANU SADAPELI
    DANU SADAPELI
    Mill Owner ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.