Shuru
Apke Nagar Ki App…
ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା
MEGHA GUNTHA
ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା
More news from ଓଡ଼ିଶା and nearby areas
- ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା1
- କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।3
- ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।1
- ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ । ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।3
- ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ1
- ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ସମସ୍ତଙ୍କୁ ନୂଆଁଖାଇ ଜୁହାର!1
- ଦେଖନ୍ତୁ 🙏🙏🙏1
- ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା4