logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା

1 day ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
1 day ago

ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା

More news from ଓଡ଼ିଶା and nearby areas
  • ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ
    1
    ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ
ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ

ଜୟପୁରରେ ଆଇନଶୃଙ୍ଖଳା ପ୍ରତି ପୋଲିସର କଡ଼ା ଆଭିମୁଖ୍ୟ
ଗଣେଶ ପୂଜା ଚାନ୍ଦାକୁ ନେଇ ଦୋକାନ ଭଙ୍ଗାରୁଜା ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ କଲା ଜୟପୁର ପୋଲିସ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।
    1
    ଶ୍ରଦ୍ଧା ଭକ୍ତି ଓ ଉତ୍ସାହର ସହ ଦାମନଯୋଡିରେ ପାଳିତ ହେଲା ଗଣେଶ ପୂଜା 
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଘ୍ନ ବିନାଶକ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ସହ ଗଜାନନଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି। ଗାଁଠୁ ସହର,ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଏବଂ ବିଭିନ୍ନ ସାର୍ବଜନୀନ ମଣ୍ଡପରେ ସ୍ଥାପିତ ହୋଇଛି ଆକର୍ଷଣୀୟ ଗଣେଶ ମୂର୍ତ୍ତି। ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ପରିବେଶ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦେବାଳୟ ସମେତ ଘରେ ଘରେ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି ଶ୍ରୀଗଣେଶଙ୍କର ପୂଜା। ପୂଜାମଣ୍ଡପ ମାନଙ୍କରେ ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା ଭକ୍ତଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଆନନ୍ଦ। ତେବେ ଆସନ୍ତୁ, ଦେଖିବା ଚଳିତ ବର୍ଷ ଦାମନଯୋଡିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିବା ଗଣେଶ ପୂଜାର କିଛି ମନୋରମ ଝଲକ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    7 hrs ago
  • ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା
    1
    ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ 
ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା
    user_DANU SADAPELI
    DANU SADAPELI
    Mill Owner ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    4 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।
    3
    କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ
କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍‌କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍‌କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।
    user_MEGHA GUNTHA
    MEGHA GUNTHA
    Audio visual consultant ପଟ୍ଟାଙ୍ଗି, କୋରାପୁଟ, ଓଡ଼ିଶା•
    4 hrs ago
  • ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ! ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା। ​ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ। ​ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ। ​ସମସ୍ତଙ୍କୁ ନୂଆଁଖାଇ ଜୁହାର!
    1
    ପବିତ୍ର କୃଷିଭିତ୍ତିକ ଗଣପର୍ବ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!


ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନନ୍ୟ ଗଣପର୍ବ ତଥା ଆମ ସଂସ୍କୃତି ଓ ଭାଇଚାରାର ପ୍ରତୀକ 'ନୂଆଁଖାଇ' ଉପଲକ୍ଷେ Shuru App ପରିବାରର ସମସ୍ତଙ୍କୁ ଆନ୍ତରିକ ଶୁଭକାମନା।
​ମା' ସମଲେଶ୍ୱରୀ ଓ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇବା ଏବଂ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଆମ ସମ୍ପର୍କକୁ ଆହୁରି ମଜବୁତ କରେ। 'ନୂଆଁଖାଇ ଭେଟଘାଟ' ସମାଜରେ ପ୍ରେମ, ସଦ୍ଭାବନା ଓ ଏକତାର ବାର୍ତ୍ତା ବାଣ୍ଟିଥାଏ।
​ମା' ସମଲେଇଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଭରି ରହୁ। ଚାଷୀ ଭାଇଙ୍କ କ୍ଷେତ ସବୁଜିମାରେ ଝଲସି ଉଠୁ।
​ସମସ୍ତଙ୍କୁ ନୂଆଁଖାଇ ଜୁହାର!
    user_MBJ My Care
    MBJ My Care
    Business Centre Paparahandi, Nabarangpur•
    13 hrs ago
  • କୋଷାଗୁମୁଡ଼ା ର ବିଭିନ୍ନ ଅନୁଷ୍ଠାନ ଗୁଡିକ କରେ ଏବଂ ଘରେ ଘରେ ଶ୍ରୀ ଗଣେଶ ଙ୍କ ଚତୁର୍ଥୀ ପୂଜା ପାଳନ କଲେ । । କୋଷାଗୁମୁଡ଼ା ରେ ଶ୍ରୀ ଗଣେଶ ଙ୍କ ଚତୁର୍ଥୀ ପୂଜା ଅନୁଷ୍ଠିତ ।
    1
    କୋଷାଗୁମୁଡ଼ା ର ବିଭିନ୍ନ ଅନୁଷ୍ଠାନ ଗୁଡିକ କରେ ଏବଂ ଘରେ ଘରେ ଶ୍ରୀ ଗଣେଶ ଙ୍କ ଚତୁର୍ଥୀ ପୂଜା ପାଳନ କଲେ । ।
କୋଷାଗୁମୁଡ଼ା ରେ ଶ୍ରୀ ଗଣେଶ ଙ୍କ ଚତୁର୍ଥୀ ପୂଜା ଅନୁଷ୍ଠିତ ।
    user_Santosh kumar
    Santosh kumar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    21 hrs ago
  • ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ । ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।
    3
    ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।
ଲକ୍ଷ୍ମୀପୁରବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ଉପରଦୋରା ସାହି ଠାରେ ନିଆରା ହୋଇ ଥାଏ ।
    user_Patra pilenti
    Patra pilenti
    ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    23 hrs ago
  • ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି, ଜୟପୁର ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜା କମିଟି, ଜୟପୁର
    1
    ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ
ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ
ସାର୍ବଜନୀନ ଦୁର୍ଗାପୂଜା କମିଟି,  ଜୟପୁର

ଜୟପୁର ଦୁର୍ଗାପୂଜା ମହୋତ୍ସବର ଶୁଭାରମ୍ଭ
ଶୁଭଖୁଣ୍ଟି ସ୍ଥାପନ ଓ ଭୂମିପୂଜନ ଅନୁଷ୍ଠିତ
ସାର୍ବଜନୀନ ଦୁର୍ଗାପୂଜା କମିଟି,  ଜୟପୁର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.