logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରପଞ୍ଚ ଅଶୋକ କୁମାର ପଣ୍ଡା ଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଲେ ଯୋଗାଣ ସହାୟକ ବିନୋଦ ଜଗଦଲା। ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚମହଲା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଅସହାୟ ନିରୀହ ଦଳିତ ଯୋଗାଣ ସହାୟକ ଶ୍ରୀଯୁକ୍ତ ବିନୋଦ ଜଗଦଲା ଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଜାତିଆଣ ଆକ୍ଷେପ କରି କର୍ତ୍ତବ୍ୟରୁ ଛଟେଇ କରିଛନ୍ତି ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା। ହସ୍ତଗତ ସୂଚନା ଅନୁସାରେ ଶ୍ରୀଯୁକ୍ତ ବିନୋଦ ଜଗଦଲା ପଞ୍ଚମହଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ୱ ହେବ ସରକାର ଙ୍କ ଆଦେଶ ମୁତାବକ PDS ରେ ବଣ୍ଟନ ହେଉଥିବା ଚାଉଳ, ଗହମ, ତେଲ ଇତ୍ୟାଦି ସାମଗ୍ରୀ ସୂଚାରୁରୂପେ ବଣ୍ଟନ କରି ଆସୁଥିଲେ। ହେଲେ ବଡ଼ ଦୁଃଖର ବିଷୟ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ପଣ୍ଡା ଗ୍ରାମରେ ହେଉଥିବା ଗଣେଶ ପୂଜା କମିଟିକୁ ୨ କୁଇଣ୍ଟାଲ ଚାଉଳ ଓ କିରୋସିନ ଜାଳେଣି ୧୨ଲିଟର ଦେବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଯୋଗାଣ ସହାୟକ ନିରୁପାୟ ହୋଇ ଗଣେଶ ପୂଜା କମିଟିକୁ ୨କୁଇଣ୍ଟାଲ ଚାଉଳ ଓ ୧୨ଲିଟର କିରୋସିନ ଜାଳେଣି ଚାନ୍ଦା ଆକାରରେ ଦେବାକୁ ବାଧ୍ୟ ହୋଇଥିଲେ। ପରିତାପର ବିଷୟ କିଛି ଦିନ ପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ଆସି ଷ୍ଟକ ରୁମ ଚେକ କରିବାରୁ ଚାଉଳ ଓ କିରୋସିନ କମ ଥିବା ଦେଖିବାକୁ ପାଇଥିଲେ। ସରପଞ୍ଚ କୌଣସି ଲେଖା ନଦେଇ ମୌଖିକ ଭାବେ କହିଥିବାରୁ ଯୋଗାଣ ସହାୟକ ଙ୍କ ପାଖରେ କୌଣସି ପ୍ରମାଣ ନଥିବାରୁ ସଟ ହୋଇଥିବା ଚାଉଳ ଓ ତେଲ ତାଙ୍କ ଉପରେ ରିକଭରି କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଦେଲେ। ନିରୀହ ଅସହାୟ ଯୋଗାଣ ସହାୟକ ପ୍ରଶାସନ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବା ପରେ ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଶ୍ରୟ ନେଇ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ।ମାନ୍ୟବର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମହଲରେ ଥିବା ସମସ୍ତ ଅଧିକାରୀ ବିନୋଦଙ୍କୁ ନିର୍ଦ୍ଦୋଷ ପ୍ରମାଣ ପତ୍ର ଦେଇ ପୁନର୍ବାର ନିଯୁକ୍ତି ଦେବାପାଇଁ ଆଦେଶ ଦେଇଛନ୍ତି। ହେଲେ ଯୋଗାଣ ସହାୟକ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପାଖକୁ ଧାଇଁ ଧାଇଁ ନିରାସ ହେବାରୁ ସରପଞ୍ଚ ଅଶୋକ ପଣ୍ଡା ଆଜି କାଲି କହି ଶେଷରେ ଯୋଗାଣ ସହାୟକ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି ତୁ ଗଣ୍ଡା ଲୋକ ହୋଇଥିବାରୁ ମୁଁ ଅଶୋକ ପଣ୍ଡା ବଞ୍ଚିଥିବା ପର୍ଯ୍ୟନ୍ତ ତୋତେ ପଞ୍ଚାୟତରେ ନିଯୁକ୍ତି ଦେବି ନାହିଁ ତୁ ଯାହା କରିବା କଥା କରିଚାଲ ମୋ ଉପରେ ବଡ଼ ବଡ଼ ନେତା ମନ୍ତ୍ରୀ ଅଛନ୍ତି ବୋଲି ଧମକ ଦେଇଥିବା ଭଳି ସଙ୍ଗିନ୍ ଅଭିଯୋଗ ନେଇ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାନସିକ ଚିନ୍ତିତ ଓ ଭୟଭୀତ ହୋଇ ଏନେଇ ଯୋଗାଣ ସହାୟକ ବିନୋଦ ନିରୁପାୟ ହୋଇ ଉଲୁଣ୍ଡା ଥାନାରେ ଗତ ତା.୦୩/୦୩/୨୦୨୬ ରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଉଲୁଣ୍ଡା ପୋଲିସ ଆଜି ପର୍ଯ୍ୟନ୍ତ ଦୋଷୀ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏପରିକି ସରପଞ୍ଚ ପୁଣି ଆସି ଏତଲାକାରୀ ବିନୋଦ ଜଗଦଲା ଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ କହୁଛି ତୁ ମୋର କିଛି ଉପାଡି ପାରିବୁ ନାହିଁ ବୋଲି କହୁଛନ୍ତି। ଏତଲାକାରୀଙ୍କ ପ୍ରତିକ୍ରିୟା ଅନୁସାରେ ମାନ୍ୟବର ଉଚ୍ଚତମ ନ୍ୟାୟାଧୀଶ ଙ୍କ ନିର୍ଦ୍ଦେଶକୁ ଉପେକ୍ଷା କରୁଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ କହି କ୍ଷୋଭ ପ୍ରକାଶ କରିଛନ୍ତି।

on 10 March
user_BAHUJAN ADHIKAR
BAHUJAN ADHIKAR
Local News Reporter Sonapur, Sonepur•

  • user_Sanjay Behera
    Sanjay Behera
    କୋଲିଆନା, ମୟୂରଭଞ୍ଜ, ଓଡ଼ିଶା
    😂
    on 16 March
More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।
    1
    ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର  ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • Post by SAHADEV MEHER
    1
    Post by SAHADEV MEHER
    user_SAHADEV MEHER
    SAHADEV MEHER
    ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାଜେଶ ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ​ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ​ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
    1
    ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି ।  ମୃତକ  ରାଜେଶ  ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ​ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର  ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ​ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    21 hrs ago
  • Post by RAGHUNANDAN SINGH
    1
    Post by RAGHUNANDAN SINGH
    user_RAGHUNANDAN SINGH
    RAGHUNANDAN SINGH
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି। ✨ ପୋଷ୍ଟର ମୁଖ୍ୟ ଅଂଶ: ✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା। ✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ। ✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ। ✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଅନନ୍ୟ ପରମ୍ପରା 'ଦଣ୍ଡ ନୃତ୍ୟ'ର ଆଜି ପୂର୍ଣ୍ଣାହୁତି। ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମର ପ୍ରାୟ ୪୫ ଜଣ ବ୍ରତଧାରୀ ଦୀର୍ଘ ୨୧ ଦିନର କଠୋର ସାଧନା ପରେ ଆଜି ନିଜ ଗ୍ରାମକୁ ଫେରି ମେରୁ ଭଙ୍ଗ କରିଛନ୍ତି।
✨ ପୋଷ୍ଟର ମୁଖ୍ୟ ଅଂଶ:
✅ ୧୩ ବର୍ଷର ନିରବଚ୍ଛିନ୍ନ ପରମ୍ପରା।
✅ ୨୧ ଦିନ ଧରି ଖାଲି ପାଦରେ ଗ୍ରାମାଞ୍ଚଳ ପରିଭ୍ରମଣ ଓ ପାଣି ଦଣ୍ଡ।
✅ ମହାଦେବ ଓ ମା' କାଳୀଙ୍କ ଆରାଧନାରେ ମୁଖରିତ ହେଲା ପରିବେଶ।
✅ କର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ନିରଳା ବେହେରା ଓ ସୁବାଷ ଚନ୍ଦ୍ର ନାୟକ ସପତ୍ନୀକ ଦାୟିତ୍ୱ ନିର୍ବାହ କରିଥିଲେ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    9 hrs ago
  • ଡ଼ଃ ବିଆର ଆମ୍ବେଦକର ଜୟନ୍ତୀ ସମାରୋହ
    1
    ଡ଼ଃ ବିଆର ଆମ୍ବେଦକର ଜୟନ୍ତୀ ସମାରୋହ
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    23 hrs ago
  • ବୀରମହାରାଜପୁର ବନ୍ଦ ସଫଳ ସୁବର୍ଣ୍ଣପୁର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ। ବୁଧବାର ଆମ୍ବେଦକର ଶୋଭାଯାତ୍ରା ବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ଚିରିବା ଘଟଣାର ପ୍ରତିବାଦରେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଥିଲା। ଜରୁରୀ ସେବା ବ୍ୟତୀତ ବୀରମହାରାଜପୁର ସହରର ଦୋକାନ ବଜାର, ସ୍କୁଲ କଲେଜ, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ଗାଡି ଚଳାଚଳ ବନ୍ଦ ରହିଥିଲା।
    1
    ବୀରମହାରାଜପୁର ବନ୍ଦ ସଫଳ
ସୁବର୍ଣ୍ଣପୁର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ। ବୁଧବାର ଆମ୍ବେଦକର ଶୋଭାଯାତ୍ରା ବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ଚିରିବା ଘଟଣାର ପ୍ରତିବାଦରେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଥିଲା।  ଜରୁରୀ ସେବା ବ୍ୟତୀତ ବୀରମହାରାଜପୁର ସହରର ଦୋକାନ ବଜାର, ସ୍କୁଲ କଲେଜ, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ଗାଡି ଚଳାଚଳ ବନ୍ଦ ରହିଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    33 min ago
  • ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    1
    ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।
    1
    महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.