Shuru
Apke Nagar Ki App…
କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ #spnewstvliveodia #jajpurnews #bahujanmission କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ #spnewstvliveodia #jajpurnews #bahujanmission
ସର୍ବେଶ୍ୱର ନାୟକ

More news from ଓଡ଼ିଶା and nearby areas
- କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ #spnewstvliveodia #jajpurnews #bahujanmission1
- କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ, ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।3
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.1
- ଗଞ୍ଜାମ ଜିଲ୍ଲା ଚୈତ୍ର ପର୍ବ ଶେଷ ମଙ୍ଗଳବାର ରେ ବାସନ୍ତିକ ଦୂର୍ଗା ବେସରେ ଦର୍ଶନ ଦେଉଛନ୍ତି ମା ତାରାତାରିଣୀ ପୁରୁଷୋତ୍ତମ ପୁର: ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲାର ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ଙ୍କ ପୀଠରେ ଚୈତ୍ର ପର୍ବ ଚୈତ୍ର ଶେଷ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶେଷ ଯାତ୍ରା ରେ ମା’ ତାରାତାରିଣୀ ଦୁଇଭଉଣୀ ବାସନ୍ତିକ ଦୂର୍ଗା ବେଶରେ ଶ୍ରଦ୍ଧାଳୁ ଙ୍କୁ ଦେଉଛନ୍ତି ଦର୍ଶନ l ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଙ୍କ ପୀଠରେ ସମାଗମ ହୋଇଛି l ଜନ୍ମିତ ଶିଶୁ ର ପ୍ରଥମ ଚୁଟି ଘରଇଷ୍ଟ ଙ୍କ ପାଖରେ ପକାଇଲେ ଶିଶୁ ର ମଙ୍ଗଳ ହେବା ନେଇ ବିଶ୍ୱାସ ରହିଥିବା ବେଳେ ଆଜି ଶ୍ରଦ୍ଧାଳୁ ମାନେ ମା ଙ୍କ ନିକଟରେ ଚୁଟି ପକାଉଛନ୍ତି l ଭିଡ଼ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାରୋଟି ମୁଣ୍ଡନ କେନ୍ଦ୍ର ଖୋଲା ଯାଇଥିବା ବେଳେ ପ୍ରତ୍ୟେକ ମୁଣ୍ଡନ କେନ୍ଦ୍ରରେ ଦୁଇ ସହ ବାରିକ ନିୟୋଜିତ ହୋଇଛନ୍ତି l ତେବେ ମା ଙ୍କ ପର୍ବ ରେ ସେବା କଲେ ପରିବାର ପ୍ରତି ମା ଶୁଭଦୃଷ୍ଟି ରଖୁଥିବା ବିଶ୍ୱାସ ରହିଥିବାରୁ ବର୍ଷ ସାରା ଏହି ଦିନକୁ ଅପେକ୍ଷା କରି ରହୁଥିବା କହିଛନ୍ତି ବାରିକ l ଗଣେଶ ପାଣିଗ୍ରାହୀ ରିପୋର୍ଟ1

- Post by Narendra Kumar Das1
- ଢେଙ୍କାନାଳ ସହର ନିକଟ ସ୍ଥାନୀୟ ରିର୍ଜବ ପୋଲିସ ପଡିଆ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଢେଙ୍କାନାଳ ଏସପି ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପୋଲିସ ଟିମ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏସପି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ପଠନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଥାନା ଫାଣ୍ଡିରେ କାର୍ଯ୍ୟରତ ପୋଲିସମାନେ ଭଲ କାର୍ଯ୍ୟ କରିଥିବାରୁ ୧୩ଜଣ ପୋଲିସଙ୍କୁ ଏସପି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ୪ଜଣ ଅବସରପ୍ରାପ୍ତ ପୋଲିସ୍ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଜିରେ ଦିନରେ ଏସପି ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଇଥିଲେ ।1
- ଚାକିରୀ ରୁ ଅବସର ନେଲେ ଶ୍ରୀ କାହ୍ନୁ ଚରଣ ଓଝା #spnewstvliveodia #latestnews #abasaranews #bhubaneswarnews1