logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବେଲଘର କାଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିନ ରେ ଥିବା ସାପରିଭାଟା ଗ୍ରାମ ର କୁଟିଆ ଆଦିବାସୀ ଜନଜାତି ଙ୍କ ନିଆରା ବାହାଘର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବେଲଘର କାଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିନ ରେ ଥିବା ସାପରିଭାଟା ଗ୍ରାମ ର କୁଟିଆ ଆଦିବାସୀ ଜନଜାତି ଙ୍କ ନିଆରା ବାହାଘର

9 hrs ago
user_OWNER-PUBLISHER-PRINTER-EDITOR
OWNER-PUBLISHER-PRINTER-EDITOR
Association or organisation ବାଲିଗୁଡା, କନ୍ଧମାଳ, ଓଡ଼ିଶା•
9 hrs ago

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବେଲଘର କାଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିନ ରେ ଥିବା ସାପରିଭାଟା ଗ୍ରାମ ର କୁଟିଆ ଆଦିବାସୀ ଜନଜାତି ଙ୍କ ନିଆରା ବାହାଘର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବେଲଘର କାଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିନ ରେ ଥିବା ସାପରିଭାଟା ଗ୍ରାମ ର କୁଟିଆ ଆଦିବାସୀ ଜନଜାତି ଙ୍କ ନିଆରା ବାହାଘର

  • user_User2483
    User2483
    Baliguda, Kandhamal
    😤
    6 hrs ago
More news from ଓଡ଼ିଶା and nearby areas
  • #ସୁବର୍ଣ୍ଣପୁର_ପୋଲିସକୁ_ମିଳିଛି_ବଡ଼_ସଫଳତା #୨୫ପେଟି_କଫ_ସିରଫ_ସହ_୨ଯୁବକ_ଗିରଫ ସୁବର୍ଣ୍ଣପୁର: ସୋନପୁର ସହର ବ୍ଲକ ଛକରେ ଗୋଟିଏ ଥଣ୍ଡା ପାନୀୟ ବୋଝେଇ ପିକଅପ ଭ୍ୟାନରୁ ୨୫ ପେଟିର ୩୭୫୦ ବୋତଲ କଫ ସିରପ ଜବତ ସହ ୨ଜଣ ଯୁବକଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ଭୁବନେଶ୍ବର ରୁ ବଲାଙ୍ଗୀର ଯାଉଥିବା ଗୋଟିଏ ଥଣ୍ଡା ପାନୀୟ ବୋଝେଇ ବୋଲେରୋ ପିକଅପ ଭେନକୁ ବ୍ଲକ ଛକରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ। ମାଜିଷ୍ଟ୍ରେଟ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଯାଞ୍ଚ ପରେ ବିପୁଳ ପରିମାଣରେ କଫ ସିରପ ବୋତଲ ବାହାରିଥିଲା। ବୋଲେରୋ ପିକଅପ ଭ୍ୟାନ ସହ ୨ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଗିରଫ ଯୁବକ ଦ୍ବୟ ବଲାଙ୍ଗିର ନିବାସୀ ନିଖିଲ ଅଦାବର ୨୨ ଓ ଶିବା ବାଗ ୨୪ ବୋଲି ଜଣାପଡିଛି।
    1
    #ସୁବର୍ଣ୍ଣପୁର_ପୋଲିସକୁ_ମିଳିଛି_ବଡ଼_ସଫଳତା
#୨୫ପେଟି_କଫ_ସିରଫ_ସହ_୨ଯୁବକ_ଗିରଫ
ସୁବର୍ଣ୍ଣପୁର: ସୋନପୁର ସହର ବ୍ଲକ ଛକରେ ଗୋଟିଏ ଥଣ୍ଡା ପାନୀୟ ବୋଝେଇ ପିକଅପ ଭ୍ୟାନରୁ ୨୫ ପେଟିର ୩୭୫୦ ବୋତଲ କଫ ସିରପ ଜବତ ସହ ୨ଜଣ ଯୁବକଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ଭୁବନେଶ୍ବର ରୁ ବଲାଙ୍ଗୀର ଯାଉଥିବା ଗୋଟିଏ ଥଣ୍ଡା ପାନୀୟ ବୋଝେଇ ବୋଲେରୋ ପିକଅପ ଭେନକୁ ବ୍ଲକ ଛକରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ। ମାଜିଷ୍ଟ୍ରେଟ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଯାଞ୍ଚ ପରେ ବିପୁଳ ପରିମାଣରେ କଫ ସିରପ ବୋତଲ ବାହାରିଥିଲା। ବୋଲେରୋ ପିକଅପ ଭ୍ୟାନ ସହ ୨ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଗିରଫ ଯୁବକ ଦ୍ବୟ ବଲାଙ୍ଗିର ନିବାସୀ ନିଖିଲ ଅଦାବର ୨୨ ଓ ଶିବା ବାଗ ୨୪ ବୋଲି ଜଣାପଡିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।
    1
    ବୌଦ୍ଧ ସହର ମଧ୍ୟରେ ଆଜି ଭଗବାନ ଶ୍ରୀ ଶିବଙ୍କ ଅଷ୍ଟସମ୍ଭୁଙ୍କ ମିଳନ ଦେଖିବାକୁ ମିଳିଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଦେଖାଦେଇଥିଲା ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ "ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ" ଏବଂ "ଶିକ୍ଷା ସଚେତନତା ରଥ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ହାଡିବନ୍ଧୁ ବେହେରା,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସି ଡି ପି ଓ ଦୀପ୍ତି ମୟୀ ପାତ୍ର ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ, ଧଳପୁର ର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋୖଲସ୍ତି ଭୋକ୍ତା ମଂଚାସୀନ ରହିଥିଲେ l ପ୍ରଥମେ ମଂଚାସୀନ ଅତିଥି ଗଣ ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଖୁଆଁ ଉତ୍ସବ ଉପରେ ନିଜ ନିଜ ମତ ରଖିଥିଲେ l ୨୦୨୬-୨୭ ଶିକ୍ଷା ବର୍ଷ ଆରମ୍ଭ କୁ ନେଇ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ପୂର୍ବରୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ବଣ୍ଟନ କରାଯାଇଥିଲା । ଏବଂ ଆଜି ଏପ୍ରିଲ ୪ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ରେ ଜିଲ୍ଲା ସ୍ତରୀୟ ୪ ହଜାର ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ମଞ୍ଚ ରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ କୀଟ ଓ ୱା ସି ଡି ଏ ବାଉଶୁନି ର ପୋଗ୍ରାମ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଙ୍କ ପକ୍ଷରୁ ମଧ୍ୟ କୀଟ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୋହିତ ର ମନ୍ତ୍ର ପାଠ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ଵ ହସ୍ତରେ ଖଡ଼ି ଛୁଆଁଇଁ ଥିଲେ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଳପୁର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଲୁମ୍ବିନୀ ଉଦ୍ୟାନ, ବ୍ୟାସ ଦେବ କୁଟୀର,ଯୋମେଟ୍ରିକଲ ଉଦ୍ୟାନ କୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଶୁଭ ଉଦଘାଟନ କରିଥିବା ସହିତ ଉତ୍ସବ ରେ ଶିଶୁ ଙ୍କ ସହଜ ପାଠ ପଢା ପାଇଁ ଗପ ରାଇଜ, ରଙ୍ଗ ଦୁନିଆ, ଖେଳ ମାଧ୍ୟମ ରେ ଶିକ୍ଷ। ପାଇଁ ତିନି ଗୋଟି ଶିକ୍ଷଣ କୋଣ ଷ୍ଟଲ କୁ ପରିଦର୍ଶନ କରିଥିଲେ l ପରେ ତିନ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କୁ ତିନି ଗୋଟି ସଚେତନତା ରଥ କୁ ଅତିଥି ଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମଞ୍ଚ କାର୍ଯ୍ୟକ୍ରମ କୁ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଜିଲ୍ଲା ସ୍ତରୀୟକାର୍ଯ୍ୟକ୍ରମ ରେ ପିପଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାମଗଡ ଉଚ୍ଚ ପ୍ରାଥମିକ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସଚେତନତା ଭିତିକ ନୃତ୍ୟ ଅତି ଚିତାକର୍ଷକ ଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ କରିଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଅଭିଭାବକ,ତଥା ବହୁସଂଖ୍ୟକ ମହିଳା ଅଭିଵାବିକା ,ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.। ଶିକ୍ଷକ ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଉପରେ ଦାସକାଠିଆ ପରିବେଷଣ କରାଯାଇଥିଲା ।
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ   ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ପିଲାଙ୍କ ନାମ ଲେଖା ପାଇଁ "ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ" ଏବଂ "ଶିକ୍ଷା ସଚେତନତା ରଥ" କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।  ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ହରଭଙ୍ଗା ହାଡିବନ୍ଧୁ ବେହେରା,ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ସି ଡି ପି ଓ ଦୀପ୍ତି ମୟୀ ପାତ୍ର ସ୍ଥାନୀୟ ସରପଞ୍ଚ ସୁଜାତା କର୍ଣ୍ଣ, ଧଳପୁର ର ସମିତି ସଭ୍ୟା ସନ୍ଧ୍ୟାରାଣୀ ନାୟକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୋୖଲସ୍ତି ଭୋକ୍ତା ମଂଚାସୀନ ରହିଥିଲେ l ପ୍ରଥମେ ମଂଚାସୀନ ଅତିଥି ଗଣ ବିଦ୍ୟାଦାତା ଗଣେଶ ଓ ବିଦ୍ୟାଦାତ୍ରୀ ସରସ୍ବତୀ ପ୍ରଦୀପ ପ୍ରଜ୍ବଳନ କରି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସ୍ୱାଗତ ସଂଗୀତ ଗାନ ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ  ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଖୁଆଁ ଉତ୍ସବ ଉପରେ ନିଜ ନିଜ ମତ ରଖିଥିଲେ l ୨୦୨୬-୨୭ ଶିକ୍ଷା ବର୍ଷ ଆରମ୍ଭ କୁ ନେଇ ବିଦ୍ୟାଳୟ ସ୍ତରରେ ଅଙ୍ଗନୱାଡି ରୁ ଆସୁଥିବା ଏବଂ ଶିଶୁବାଟିକା ରେ ନାମ ଲେଖେଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ନାମ ଲେଖେଇବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷରିତ ଥିବା ନିମନ୍ତ୍ରଣ ପତ୍ରକୁ ପୂର୍ବରୁ ଛାତ୍ର ଅଭିଭାବକ ମାତାପିତା ଙ୍କୁ ବଣ୍ଟନ କରାଯାଇଥିଲା । ଏବଂ ଆଜି ଏପ୍ରିଲ ୪ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ରେ ଜିଲ୍ଲା ସ୍ତରୀୟ ୪ ହଜାର ୬ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନାମ ଲେଖାଇବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି l ମଞ୍ଚ ରେ ଅତିଥି ଗଣ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ ରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ କୀଟ  ଓ ୱା ସି ଡି ଏ ବାଉଶୁନି ର ପୋଗ୍ରାମ କୋଡିନେଟର ଶୁଭଲକ୍ଷ୍ମୀ ବାରିକ ଙ୍କ ପକ୍ଷରୁ ମଧ୍ୟ କୀଟ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପୁରୋହିତ ର ମନ୍ତ୍ର ପାଠ ରେ ଛାତ୍ର ଛାତ୍ରୀ ଙ୍କୁ ସ୍ଵ ହସ୍ତରେ ଖଡ଼ି ଛୁଆଁଇଁ ଥିଲେ l ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧଳପୁର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ବେଳେ ବିଦ୍ୟାଳୟ ଏକ ମନ୍ଦିର ସଦୃଶ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଲୁମ୍ବିନୀ ଉଦ୍ୟାନ, ବ୍ୟାସ ଦେବ କୁଟୀର,ଯୋମେଟ୍ରିକଲ ଉଦ୍ୟାନ କୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଶୁଭ ଉଦଘାଟନ କରିଥିବା ସହିତ ଉତ୍ସବ ରେ ଶିଶୁ ଙ୍କ ସହଜ ପାଠ ପଢା ପାଇଁ ଗପ ରାଇଜ, ରଙ୍ଗ ଦୁନିଆ, ଖେଳ ମାଧ୍ୟମ ରେ ଶିକ୍ଷ। ପାଇଁ ତିନି ଗୋଟି ଶିକ୍ଷଣ କୋଣ ଷ୍ଟଲ କୁ ପରିଦର୍ଶନ କରିଥିଲେ l ପରେ ତିନ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କୁ ତିନି ଗୋଟି ସଚେତନତା ରଥ କୁ ଅତିଥି ଗଣ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ମଞ୍ଚ କାର୍ଯ୍ୟକ୍ରମ କୁ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଜିଲ୍ଲା ସ୍ତରୀୟକାର୍ଯ୍ୟକ୍ରମ ରେ ପିପଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ରାମଗଡ ଉଚ୍ଚ ପ୍ରାଥମିକ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସଚେତନତା ଭିତିକ ନୃତ୍ୟ ଅତି ଚିତାକର୍ଷକ ଥିବା ବେଳେ ସାଂକୃତିକ କାର୍ଯ୍ୟକ୍ରମ ମନୋରଞ୍ଜନ କରିଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ, ଅଭିଭାବକ,ତଥା ବହୁସଂଖ୍ୟକ ମହିଳା ଅଭିଵାବିକା ,ସି ଆର ସି ସି ପ୍ରମୁଖ  ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ.। ଶିକ୍ଷକ ମାନଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ ଉପରେ ଦାସକାଠିଆ ପରିବେଷଣ କରାଯାଇଥିଲା ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି #Latin #Government #Update #latest #viral #news #odisha
    1
    ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି 
#Latin
#Government
#Update
#latest
#viral
#news
#odisha
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବେଲଘର କାଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିନ ରେ ଥିବା ସାପରିଭାଟା ଗ୍ରାମ ର କୁଟିଆ ଆଦିବାସୀ ଜନଜାତି ଙ୍କ ନିଆରା ବାହାଘର
    1
    କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବେଲଘର କାଟିଆ କନ୍ଧ ଉନ୍ନୟନ ସଂସ୍ଥା ଅଧିନ ରେ ଥିବା ସାପରିଭାଟା ଗ୍ରାମ ର କୁଟିଆ ଆଦିବାସୀ  ଜନଜାତି ଙ୍କ ନିଆରା ବାହାଘର
    user_OWNER-PUBLISHER-PRINTER-EDITOR
    OWNER-PUBLISHER-PRINTER-EDITOR
    Association or organisation ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    9 hrs ago
  • ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି. ପ୍ରେସ ମିଟ ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l ବିନୀତ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l
    1
    ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି.  ପ୍ରେସ ମିଟ
ସୁବର୍ଣ୍ଣପୁର ଜ଼ିଲ୍ଲା ର  ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର  ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ  ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l    ବିନୀତ       ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ଆଜି ନାସିକ ଠାରେ ଅନୁଷ୍ଠିତ ବୈଠକରେ ଅଖିଳ ଭାରତ ସନ୍ଥ ସମିତି ତରଫରୁ ଓଡ଼ିଶାର ରାଜ୍ୟ ସଂଗଠନ ମହାମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଆଉ ମହାମନ୍ତ୍ରୀ ଭାବରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବରକନିଆ ସ୍ଥିତ ହନୁମାନ ମଠର ମହନ୍ତ ବାବା ଲଛମନ ଦାସ ମହାରାଜଙ୍କୁ ନିଯୁକ୍ତ କରାଯିବ ଖବର ସାମନାକୁ ଆସିବା ପରେ ସନ୍ଥ ସମାଜ ମଧ୍ୟରେ ଖୁସିର ମହୋଲ ଦେଖିବାକୁ ମିଳିଛି । ଏନେଇ କଣ କହୁଛନ୍ତି ମହାରାଜ ଦେଖନ୍ତୁ ।
    1
    ଆଜି ନାସିକ ଠାରେ ଅନୁଷ୍ଠିତ ବୈଠକରେ ଅଖିଳ ଭାରତ ସନ୍ଥ ସମିତି ତରଫରୁ ଓଡ଼ିଶାର ରାଜ୍ୟ ସଂଗଠନ ମହାମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଆଉ ମହାମନ୍ତ୍ରୀ ଭାବରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବରକନିଆ ସ୍ଥିତ ହନୁମାନ ମଠର ମହନ୍ତ ବାବା ଲଛମନ ଦାସ ମହାରାଜଙ୍କୁ ନିଯୁକ୍ତ କରାଯିବ ଖବର ସାମନାକୁ ଆସିବା ପରେ ସନ୍ଥ ସମାଜ ମଧ୍ୟରେ ଖୁସିର ମହୋଲ ଦେଖିବାକୁ ମିଳିଛି । ଏନେଇ କଣ କହୁଛନ୍ତି ମହାରାଜ ଦେଖନ୍ତୁ ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.