ପୁରୀ ଘୋଡ଼ାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବପାଳିତ। ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଘୋଡ଼ାବଜାର ,ପୁରୀ ପରିସରରେ ମା ସରସ୍ୱତୀଙ୍କ ପୂଜନ ଉତ୍ସଵ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଉକ୍ତ ଦିବସରେ ନୂତନ ନାମ ଲେଖା ନିମନ୍ତେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ତଥା ନେତାଜୀ ଜୟନ୍ତୀ ,ପୂର୍ବ ଛାତ୍ର ଦିବସ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉତ୍ସଵ ଭାଇ ଭଉଣୀ ମାନଙ୍କୁ ନେଇ ପାଳିତ ହୋଇ ଯାଇଅଛି।ଏହି ଅଵସରରେ ମା ସରସ୍ଵତୀ ଙ୍କ ପୂଜା ଉତ୍ସଵରେ ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ବିଦ୍ୟାଆରମ୍ଭ ସଂସ୍କାର ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ସୁନ୍ଦରାକାଣ୍ଡ ଓ ସୁଭାଶୀର୍ବାଦରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ କର୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ମାଆ ବାଗ୍ଦେବୀ ସମସ୍ତଙ୍କୁ ବିଦ୍ୟା,ବୁଦ୍ଧି ତଥା ଜ୍ଞାନ ପ୍ରଦାନ କରି ବସନ୍ତ ପଞ୍ଚମୀର ଶୁଭେଚ୍ଛା ଓ ଶୁଭକାମନା ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଶିଶୁ ଭାଇ ଭଉଣୀମାନଙ୍କର ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମାପନ ପରେ ପ୍ରସାଦ ସେବନ କରି ଆନନ୍ଦ ଓ ଉତ୍ସାହ ମନରେ ଗୃହକୁ ଫେରିଥିଲେ।ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସେମାନଙ୍କର ପିତାମାତା ତଥା ଶିଶୁ ମାନଙ୍କୁ ସ୍ଥାନୀୟ ବିଦ୍ୟାଳୟ ତରଫରୁ ଏକ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରିଥିଲା।ଶିଶୁମାନଙ୍କ ଉଜ୍ୱଳଭବିଷ୍ୟତ କାମନା କରି ଶୁଭାଶ୍ରୀବାଦ ପ୍ରଦାନ କରାଯାଇଛି।ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏବଂ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବୀକା ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ ହୋଇଯାଇଛି।
ପୁରୀ ଘୋଡ଼ାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବପାଳିତ। ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଘୋଡ଼ାବଜାର ,ପୁରୀ ପରିସରରେ ମା ସରସ୍ୱତୀଙ୍କ ପୂଜନ ଉତ୍ସଵ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଉକ୍ତ ଦିବସରେ ନୂତନ ନାମ ଲେଖା ନିମନ୍ତେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ତଥା ନେତାଜୀ ଜୟନ୍ତୀ ,ପୂର୍ବ ଛାତ୍ର ଦିବସ ଓ ବୀର ସୁରେନ୍ଦ୍ର ସାଏ
ଜୟନ୍ତୀ ଉତ୍ସଵ ଭାଇ ଭଉଣୀ ମାନଙ୍କୁ ନେଇ ପାଳିତ ହୋଇ ଯାଇଅଛି।ଏହି ଅଵସରରେ ମା ସରସ୍ଵତୀ ଙ୍କ ପୂଜା ଉତ୍ସଵରେ ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ବିଦ୍ୟାଆରମ୍ଭ ସଂସ୍କାର ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ସୁନ୍ଦରାକାଣ୍ଡ ଓ ସୁଭାଶୀର୍ବାଦରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ କର୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ମାଆ ବାଗ୍ଦେବୀ ସମସ୍ତଙ୍କୁ
ବିଦ୍ୟା,ବୁଦ୍ଧି ତଥା ଜ୍ଞାନ ପ୍ରଦାନ କରି ବସନ୍ତ ପଞ୍ଚମୀର ଶୁଭେଚ୍ଛା ଓ ଶୁଭକାମନା ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଶିଶୁ ଭାଇ ଭଉଣୀମାନଙ୍କର ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମାପନ ପରେ ପ୍ରସାଦ ସେବନ କରି ଆନନ୍ଦ ଓ ଉତ୍ସାହ ମନରେ ଗୃହକୁ ଫେରିଥିଲେ।ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସେମାନଙ୍କର
ପିତାମାତା ତଥା ଶିଶୁ ମାନଙ୍କୁ ସ୍ଥାନୀୟ ବିଦ୍ୟାଳୟ ତରଫରୁ ଏକ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରିଥିଲା।ଶିଶୁମାନଙ୍କ ଉଜ୍ୱଳଭବିଷ୍ୟତ କାମନା କରି ଶୁଭାଶ୍ରୀବାଦ ପ୍ରଦାନ କରାଯାଇଛି।ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏବଂ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବୀକା ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ ହୋଇଯାଇଛି।
- Post by Manoj kumar baliyarsingh4
- Happy Saraswati Puja1
- Post by Prabhat Kumar1
- Post by Manoj Das1
- Post by Gagan Bhoi1
- Post by SU-PRAVAT-NEWS1
- Odia story1
- ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଘୋଡ଼ାବଜାର ,ପୁରୀ ପରିସରରେ ମା ସରସ୍ୱତୀଙ୍କ ପୂଜନ ଉତ୍ସଵ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଉକ୍ତ ଦିବସରେ ନୂତନ ନାମ ଲେଖା ନିମନ୍ତେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ତଥା ନେତାଜୀ ଜୟନ୍ତୀ ,ପୂର୍ବ ଛାତ୍ର ଦିବସ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉତ୍ସଵ ଭାଇ ଭଉଣୀ ମାନଙ୍କୁ ନେଇ ପାଳିତ ହୋଇ ଯାଇଅଛି।ଏହି ଅଵସରରେ ମା ସରସ୍ଵତୀ ଙ୍କ ପୂଜା ଉତ୍ସଵରେ ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ବିଦ୍ୟାଆରମ୍ଭ ସଂସ୍କାର ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ସୁନ୍ଦରାକାଣ୍ଡ ଓ ସୁଭାଶୀର୍ବାଦରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ କର୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।ମାଆ ବାଗ୍ଦେବୀ ସମସ୍ତଙ୍କୁ ବିଦ୍ୟା,ବୁଦ୍ଧି ତଥା ଜ୍ଞାନ ପ୍ରଦାନ କରି ବସନ୍ତ ପଞ୍ଚମୀର ଶୁଭେଚ୍ଛା ଓ ଶୁଭକାମନା ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଶିଶୁ ଭାଇ ଭଉଣୀମାନଙ୍କର ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମାପନ ପରେ ପ୍ରସାଦ ସେବନ କରି ଆନନ୍ଦ ଓ ଉତ୍ସାହ ମନରେ ଗୃହକୁ ଫେରିଥିଲେ।ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସେମାନଙ୍କର ପିତାମାତା ତଥା ଶିଶୁ ମାନଙ୍କୁ ସ୍ଥାନୀୟ ବିଦ୍ୟାଳୟ ତରଫରୁ ଏକ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇପାରିଥିଲା।ଶିଶୁମାନଙ୍କ ଉଜ୍ୱଳଭବିଷ୍ୟତ କାମନା କରି ଶୁଭାଶ୍ରୀବାଦ ପ୍ରଦାନ କରାଯାଇଛି।ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏବଂ ସମସ୍ତ ଗୁରୁଜୀ ଗୁରୁମା ସେବକ ସେବୀକା ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ ହୋଇଯାଇଛି।4