Shuru
Apke Nagar Ki App…
ଜନ ଗଣନା ବେଳେ ଶିକୟିତ୍ରୀଙ୍କୁ କାମୁଡ଼ିଲା ସାପ ଗାଙ୍ଗପୁର ଥାନା ମୁନିଗୁଡା ସ୍କୁଲ ର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ
GANESH SAHU
ଜନ ଗଣନା ବେଳେ ଶିକୟିତ୍ରୀଙ୍କୁ କାମୁଡ଼ିଲା ସାପ ଗାଙ୍ଗପୁର ଥାନା ମୁନିଗୁଡା ସ୍କୁଲ ର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ
More news from Jharsuguda and nearby areas
- Astaprahari Namasankirtanya, Udajahaj Pada, Gumadera 20261
- #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।5
- Post by Rajes Argus news1
- କୁଚିଣ୍ଡା ମହା ଗୁଡ଼ି ବକ୍ସମା ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ୫୫୦ କିସାନ ସମାଜ ର ମହା ଉତ୍ସବ ୨୦୨୬1
- ଆମେରିକା ର ରାଷ୍ଟ୍ର ପତି ଡୋନାଲଟ୍ରମ କୁ ମାରିବା ପାଇଁ ତାଙ୍କ ଉପରେ ଗୁଳି ଚାଲିଲା।1
- କୁଚିଣ୍ଡା ନିର୍ବାଚନମଣ୍ଡଳୀର ବାମରା ବ୍ଲକ ଲରିଆପାଲି ଗ୍ରାମପଞ୍ଚାୟତର ଖୋଲବିଲୁଙ୍ଗ ଗ୍ରାମ, ବଝରଣପଡ଼ାରେ ଦେଖିବାକୁ ମିଳିଛି ପ୍ରକୃତିର ଏକ ସୁନ୍ଦର ଚିତ୍ର। ଗାଁରୁ ପ୍ରାୟ ୨ କି.ମି. ଦୂରରେ ପାହାଡ଼ ଉପରେ ଥିବା ପ୍ରାକୃତିକ ଝରଣାକୁ ସଂରକ୍ଷଣ କରି ଏଠାରେ ଜଳସେଚନ ପ୍ରକଳ୍ପ ଗଢ଼ି ତୋଳିବାକୁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଚାଷୀ ଭାଇମାନେ ଉପକୃତ ହେବା ସହ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକୀୟ ମ୍ୟାପିଂ ଓ ବୈଷୟିକ ଅନୁଧ୍ୟାନ ସମ୍ପନ୍ନ କରି କାମ ଆରମ୍ଭ କରିବାକୁ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଚାଷୀଙ୍କ ସମୃଦ୍ଧି ପାଇଁ ଆମେ ସଦାସର୍ବଦା ପ୍ରତିବଦ୍ଧ ରହିବା ବୋଲି କହିଛନ୍ତି।1
- ବରଗଡ ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ "କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା" ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ ସାଇବର ଥାନାର ଡି ଏସ୍ ପି ଶ୍ରୀ ସୁମନ୍ତ କିଷାନ,ଶ୍ରୀ ଚିରାଗ ରଥ, ଶ୍ରୀ ସୁବ୍ରତ ମଜୁମଦାର ଓ ଶ୍ରୀ ରାହୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ପି ପି ଟି ମାଧ୍ୟମରେ ଏ ଆଇ ଓ ସାଇବର ସିକ୍ଯୁରିଟି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ସଂଯୋଜକ ଡଃ.ଦେବେନ୍ଦ୍ର ବେହେରା ଓ ଜିଲ୍ଲା ପ୍ରୋଗ୍ରାମ ଅଫିସର ରାଜୀବ ସାହୁ ମଞ୍ଚାସୀନ ଥିଲେ। ଉକ୍ତ ଆଲୋଚନାଚକ୍ରରେ ବରଗଡ ଜିଲ୍ଲାର ପ୍ରାୟ ୨୦ ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ। ପ୍ରାଧ୍ଯାପିକା ମଧୁସ୍ମିତା ନନ୍ଦ ଓ ମୌସୁମୀ ଲିଜା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ଯାପକ ବିଶ୍ବଜିତ ସାହୁ ଓ ଅମିତ କୁମାର ଭାର୍ଗଵ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଚୁଳମୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। --------×××--------1
- Post by Rajes Argus news1
- ଶିବ ଭକ୍ତି1