logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆମେରିକା ର ରାଷ୍ଟ୍ର ପତି ଡୋନାଲଟ୍ରମ କୁ ମାରିବା ପାଇଁ ତାଙ୍କ ଉପରେ ଗୁଳି ଚାଲିଲା।

11 hrs ago
user_Ghana Shyam Rana Digital Art
Ghana Shyam Rana Digital Art
Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
11 hrs ago

ଆମେରିକା ର ରାଷ୍ଟ୍ର ପତି ଡୋନାଲଟ୍ରମ କୁ ମାରିବା ପାଇଁ ତାଙ୍କ ଉପରେ ଗୁଳି ଚାଲିଲା।

More news from Jharsuguda and nearby areas
  • Astaprahari Namasankirtanya, Udajahaj Pada, Gumadera 2026
    1
    Astaprahari Namasankirtanya, Udajahaj Pada, Gumadera 2026
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    19 hrs ago
  • Post by Satyajit Panda
    1
    Post by Satyajit Panda
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।
    1
    କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    19 hrs ago
  • ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ । ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
    1
    ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ ।
ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    20 hrs ago
  • Post by Laba Ku Rana
    1
    Post by Laba Ku Rana
    user_Laba Ku Rana
    Laba Ku Rana
    ସାମ୍ବାଦିକ ସୁନ୍ଦରଗଡ ଟାଉନ, ସୁନ୍ଦରଗଡ଼, ଓଡ଼ିଶା•
    22 hrs ago
  • ନୃସିଂହନାଥ ପୀଠରେ ଆୟୁର୍ବେଦିକ ଓପିଡି ଓ ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଉଦଘାଟିତ ପାଇକମାଲ, ୨୭.୦୪.୨୦୨୬ ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା-୨୦୨୬ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀଯୁକ୍ତ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଏକ ‘ଆୟୁର୍ବେଦିକ ଓପିଡି’ (Ayurvedic OPD) ଏବଂ ଔଷଧୀୟ ଚାରା ବିତରଣ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଗନ୍ଧମାର୍ଦ୍ଧନ ପର୍ବତର ପାଦଦେଶରେ ଅବସ୍ଥିତ ଏହି ଐତିହାସିକ ପୀଠରେ ଆୟୋଜିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଆୟୁର୍ବେଦିକ ଚିକିତ୍ସା ଓ ଔଷଧ ରୋଗୀଙ୍କୁ ବିନା ମୂଲ୍ୟରେ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯିବ। ଏହା ଛଡା ଔଷଧୀୟ ଚାରା ବିତରଣ କେନ୍ଦ୍ରରେ ଶୁଳ୍କ ବିରଳ ଔଷଧୀୟ ଗୁଳ୍ମ ଓ ଚେରମୂଳିର ଚିହ୍ନଟ ତଥା ଏହାର ଉପକାରିତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉଛି। ଏହି ପଦକ୍ଷେପ ଦ୍ୱାରା ପାରମ୍ପରିକ ଆୟୁର୍ବେଦିକ ଜ୍ଞାନର ସଂରକ୍ଷଣ ସହ ଶ୍ରଦ୍ଧାଳୁମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ ଡ. ଲକ୍ଷ୍ମୀ ଶ୍ରୀୟା ବେହେରା, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (SDIPRO) ସନତ ପାଢ଼ୀ ଏବଂ ପଦ୍ମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଦେବାଶିଷ୍ ସିହ୍ନା ଏବଂ ଅନ୍ୟାନ୍ୟ ଡାକ୍ଟର ଉପସ୍ଥିତ ଥିଲେ। ମେଳା ସମୟରେ ପରିଦର୍ଶକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସେଠାରେ ବିଶେଷଜ୍ଞ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବୈଶାଖ ମେଳା ଏପ୍ରିଲ ୨୬ ରୁ ଆରମ୍ଭ ହୋଇ ମେ’ ୦୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମାଗଣାରେ ଏହି ଆୟୁର୍ବେଦିକ ସେବା ତଥା ପ୍ରଦର୍ଶନୀର ଲାଭ ଉଠାଇବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
    1
    ନୃସିଂହନାଥ ପୀଠରେ ଆୟୁର୍ବେଦିକ ଓପିଡି ଓ ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଉଦଘାଟିତ
ପାଇକମାଲ, ୨୭.୦୪.୨୦୨୬
ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା-୨୦୨୬ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀଯୁକ୍ତ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଏକ ‘ଆୟୁର୍ବେଦିକ ଓପିଡି’ (Ayurvedic OPD) ଏବଂ ଔଷଧୀୟ ଚାରା ବିତରଣ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।  
ଗନ୍ଧମାର୍ଦ୍ଧନ ପର୍ବତର ପାଦଦେଶରେ ଅବସ୍ଥିତ ଏହି ଐତିହାସିକ ପୀଠରେ ଆୟୋଜିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଆୟୁର୍ବେଦିକ ଚିକିତ୍ସା ଓ ଔଷଧ ରୋଗୀଙ୍କୁ ବିନା ମୂଲ୍ୟରେ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯିବ।
ଏହା ଛଡା ଔଷଧୀୟ ଚାରା ବିତରଣ କେନ୍ଦ୍ରରେ  ଶୁଳ୍କ ବିରଳ ଔଷଧୀୟ ଗୁଳ୍ମ ଓ ଚେରମୂଳିର ଚିହ୍ନଟ ତଥା ଏହାର ଉପକାରିତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉଛି। ଏହି ପଦକ୍ଷେପ ଦ୍ୱାରା ପାରମ୍ପରିକ ଆୟୁର୍ବେଦିକ ଜ୍ଞାନର ସଂରକ୍ଷଣ ସହ ଶ୍ରଦ୍ଧାଳୁମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ। 
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ ଡ. ଲକ୍ଷ୍ମୀ ଶ୍ରୀୟା ବେହେରା,  ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (SDIPRO) ସନତ ପାଢ଼ୀ ଏବଂ ପଦ୍ମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଦେବାଶିଷ୍ ସିହ୍ନା  ଏବଂ ଅନ୍ୟାନ୍ୟ ଡାକ୍ଟର ଉପସ୍ଥିତ ଥିଲେ। ମେଳା ସମୟରେ ପରିଦର୍ଶକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସେଠାରେ ବିଶେଷଜ୍ଞ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।  
ଉଲ୍ଲେଖଯୋଗ୍ୟ ଯେ, ବୈଶାଖ ମେଳା ଏପ୍ରିଲ ୨୬ ରୁ ଆରମ୍ଭ ହୋଇ ମେ’ ୦୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମାଗଣାରେ ଏହି ଆୟୁର୍ବେଦିକ ସେବା ତଥା ପ୍ରଦର୍ଶନୀର ଲାଭ ଉଠାଇବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    1 hr ago
  • Post by Satyajit Panda
    1
    Post by Satyajit Panda
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • 10 ନଂ ରାଜ୍ୟ ରାଜ ପଥରେ ଜଗି ରହିଛି ଯମ ରାଜ ବ୍ରାହ୍ମଣି ତରଙ୍ଗ,- ରାଉରକେଲା ଠାରୁ ସମ୍ବଲପୁର କୁ ସଂଯୋଗ କରିଥିବା ବିଜୁ ଏକ୍ସ ପ୍ରେସ ୱେୟ ପ୍ରତି ଦିନ ବହୁ ଦୁର୍ଘଟଣା ହୋଇ ବହୁ ଜନ ସାଧାରଣ ରେ ମୃତ୍ୟୁ ହେଉ ଛନ୍ତି!ଏହି ରାସ୍ତା ର ରକ୍ଷଣା ବେକ୍ଷଣ ଏଲ ଆଣ୍ଡ ଟି କମ୍ପାନୀ ହାତରେ କିନ୍ତୁ କମ୍ପାନୀ ରୋଡ଼ ରେ କୌଣସି କ୍ଷତି ହେଲେ ମରାମତି କରୁ ଥିବା ବେଳେ ଫୁଟପାତ ପ୍ରତି ଟିକିଏ ନଜର ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଫେବୃଆରୀ ମାସରେ ରାସ୍ତାମରାମତି ସମୟ ରେ ବଳି ଯାଇଥିବା ଗୁଡ଼ି ଓ ପିଚୁ କୁ ରାସ୍ତା କଡରେ ପକାଇ ଦେଇ ଥିବାରୁ 2,ଫୁଟ ଉଛରେ ଏକ କଳା ପଥ ର ପଡିଲା ପରି ଲାଗୁଚି!, ଦିନ ବେଳା ଦୃଶ୍ୟ ମାନ ହେଉ ଥିବାରୁ ଚାଳକ ମାନେ ଗାଡି ସାଇଡ କରି ଯିବା ଆସିବା କରୁ ଥିବା ବେଳେ ସନ୍ଧ୍ୟା ହେଲେ ବାଇକ ଚାଳକ ଓ ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି!ତେଣୁ ଏଲ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଶୀଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରି ଛନ୍ତି!
    1
    10 ନଂ ରାଜ୍ୟ ରାଜ ପଥରେ ଜଗି ରହିଛି ଯମ ରାଜ 
ବ୍ରାହ୍ମଣି ତରଙ୍ଗ,- ରାଉରକେଲା ଠାରୁ ସମ୍ବଲପୁର କୁ ସଂଯୋଗ କରିଥିବା ବିଜୁ ଏକ୍ସ ପ୍ରେସ ୱେୟ ପ୍ରତି ଦିନ ବହୁ ଦୁର୍ଘଟଣା ହୋଇ ବହୁ ଜନ ସାଧାରଣ ରେ ମୃତ୍ୟୁ ହେଉ ଛନ୍ତି!ଏହି ରାସ୍ତା ର ରକ୍ଷଣା ବେକ୍ଷଣ ଏଲ ଆଣ୍ଡ ଟି କମ୍ପାନୀ ହାତରେ କିନ୍ତୁ କମ୍ପାନୀ ରୋଡ଼ ରେ କୌଣସି କ୍ଷତି ହେଲେ ମରାମତି କରୁ ଥିବା ବେଳେ ଫୁଟପାତ ପ୍ରତି ଟିକିଏ ନଜର ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଫେବୃଆରୀ ମାସରେ ରାସ୍ତାମରାମତି ସମୟ ରେ ବଳି ଯାଇଥିବା ଗୁଡ଼ି ଓ ପିଚୁ କୁ ରାସ୍ତା କଡରେ ପକାଇ ଦେଇ ଥିବାରୁ 2,ଫୁଟ ଉଛରେ 
ଏକ କଳା ପଥ ର ପଡିଲା ପରି ଲାଗୁଚି!, ଦିନ ବେଳା ଦୃଶ୍ୟ ମାନ ହେଉ ଥିବାରୁ ଚାଳକ ମାନେ ଗାଡି ସାଇଡ କରି ଯିବା ଆସିବା କରୁ ଥିବା ବେଳେ ସନ୍ଧ୍ୟା ହେଲେ ବାଇକ ଚାଳକ ଓ ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି!ତେଣୁ ଏଲ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଶୀଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରି ଛନ୍ତି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    5 hrs ago
  • କୋସଲି ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଆନନ୍ଦ ବାଗ, ମୁଖ୍ୟ ବକ୍ତା ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସରୋଜ କୁମାର ସାହୁ ଓ କଳାକାର ରସିକ ବରିହା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l
    1
    କୋସଲି ନାଟ୍ୟ ମହର୍ଷି ତଥା ଶବ୍ଦନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଆନନ୍ଦ ବାଗ, ମୁଖ୍ୟ ବକ୍ତା ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସରୋଜ କୁମାର ସାହୁ ଓ କଳାକାର ରସିକ ବରିହା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.