Shuru
Apke Nagar Ki App…
10 ନଂ ରାଜ୍ୟ ରାଜ ପଥରେ ଜଗି ରହିଛି ଯମ ରାଜ ବ୍ରାହ୍ମଣି ତରଙ୍ଗ,- ରାଉରକେଲା ଠାରୁ ସମ୍ବଲପୁର କୁ ସଂଯୋଗ କରିଥିବା ବିଜୁ ଏକ୍ସ ପ୍ରେସ ୱେୟ ପ୍ରତି ଦିନ ବହୁ ଦୁର୍ଘଟଣା ହୋଇ ବହୁ ଜନ ସାଧାରଣ ରେ ମୃତ୍ୟୁ ହେଉ ଛନ୍ତି!ଏହି ରାସ୍ତା ର ରକ୍ଷଣା ବେକ୍ଷଣ ଏଲ ଆଣ୍ଡ ଟି କମ୍ପାନୀ ହାତରେ କିନ୍ତୁ କମ୍ପାନୀ ରୋଡ଼ ରେ କୌଣସି କ୍ଷତି ହେଲେ ମରାମତି କରୁ ଥିବା ବେଳେ ଫୁଟପାତ ପ୍ରତି ଟିକିଏ ନଜର ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଫେବୃଆରୀ ମାସରେ ରାସ୍ତାମରାମତି ସମୟ ରେ ବଳି ଯାଇଥିବା ଗୁଡ଼ି ଓ ପିଚୁ କୁ ରାସ୍ତା କଡରେ ପକାଇ ଦେଇ ଥିବାରୁ 2,ଫୁଟ ଉଛରେ ଏକ କଳା ପଥ ର ପଡିଲା ପରି ଲାଗୁଚି!, ଦିନ ବେଳା ଦୃଶ୍ୟ ମାନ ହେଉ ଥିବାରୁ ଚାଳକ ମାନେ ଗାଡି ସାଇଡ କରି ଯିବା ଆସିବା କରୁ ଥିବା ବେଳେ ସନ୍ଧ୍ୟା ହେଲେ ବାଇକ ଚାଳକ ଓ ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି!ତେଣୁ ଏଲ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଶୀଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରି ଛନ୍ତି!
Rabindra Nayak

More news from ଓଡ଼ିଶା and nearby areas
- nuagaon me trasfer mar me ag lag gaya hai1
- 10 ନଂ ରାଜ୍ୟ ରାଜ ପଥରେ ଜଗି ରହିଛି ଯମ ରାଜ ବ୍ରାହ୍ମଣି ତରଙ୍ଗ,- ରାଉରକେଲା ଠାରୁ ସମ୍ବଲପୁର କୁ ସଂଯୋଗ କରିଥିବା ବିଜୁ ଏକ୍ସ ପ୍ରେସ ୱେୟ ପ୍ରତି ଦିନ ବହୁ ଦୁର୍ଘଟଣା ହୋଇ ବହୁ ଜନ ସାଧାରଣ ରେ ମୃତ୍ୟୁ ହେଉ ଛନ୍ତି!ଏହି ରାସ୍ତା ର ରକ୍ଷଣା ବେକ୍ଷଣ ଏଲ ଆଣ୍ଡ ଟି କମ୍ପାନୀ ହାତରେ କିନ୍ତୁ କମ୍ପାନୀ ରୋଡ଼ ରେ କୌଣସି କ୍ଷତି ହେଲେ ମରାମତି କରୁ ଥିବା ବେଳେ ଫୁଟପାତ ପ୍ରତି ଟିକିଏ ନଜର ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଫେବୃଆରୀ ମାସରେ ରାସ୍ତାମରାମତି ସମୟ ରେ ବଳି ଯାଇଥିବା ଗୁଡ଼ି ଓ ପିଚୁ କୁ ରାସ୍ତା କଡରେ ପକାଇ ଦେଇ ଥିବାରୁ 2,ଫୁଟ ଉଛରେ ଏକ କଳା ପଥ ର ପଡିଲା ପରି ଲାଗୁଚି!, ଦିନ ବେଳା ଦୃଶ୍ୟ ମାନ ହେଉ ଥିବାରୁ ଚାଳକ ମାନେ ଗାଡି ସାଇଡ କରି ଯିବା ଆସିବା କରୁ ଥିବା ବେଳେ ସନ୍ଧ୍ୟା ହେଲେ ବାଇକ ଚାଳକ ଓ ସାଇକେଲ ଆରୋହୀ ଦୁର୍ଘଟଣା ର ଶିକାର ହେଉଛନ୍ତି!ତେଣୁ ଏଲ ଆଣ୍ଡ ଟି କମ୍ପାନୀ କତୃପକ୍ଷ ଶୀଘ୍ର ସମାଧାନ କରିବା ପାଇଁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରି ଛନ୍ତି!1
- କୁଚିଣ୍ଡା ମହା ଗୁଡ଼ି ବକ୍ସମା ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ୫୫୦ କିସାନ ସମାଜ ର ମହା ଉତ୍ସବ ୨୦୨୬1
- କୁଚିଣ୍ଡା ନିର୍ବାଚନମଣ୍ଡଳୀର ବାମରା ବ୍ଲକ ଲରିଆପାଲି ଗ୍ରାମପଞ୍ଚାୟତର ଖୋଲବିଲୁଙ୍ଗ ଗ୍ରାମ, ବଝରଣପଡ଼ାରେ ଦେଖିବାକୁ ମିଳିଛି ପ୍ରକୃତିର ଏକ ସୁନ୍ଦର ଚିତ୍ର। ଗାଁରୁ ପ୍ରାୟ ୨ କି.ମି. ଦୂରରେ ପାହାଡ଼ ଉପରେ ଥିବା ପ୍ରାକୃତିକ ଝରଣାକୁ ସଂରକ୍ଷଣ କରି ଏଠାରେ ଜଳସେଚନ ପ୍ରକଳ୍ପ ଗଢ଼ି ତୋଳିବାକୁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଚାଷୀ ଭାଇମାନେ ଉପକୃତ ହେବା ସହ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକୀୟ ମ୍ୟାପିଂ ଓ ବୈଷୟିକ ଅନୁଧ୍ୟାନ ସମ୍ପନ୍ନ କରି କାମ ଆରମ୍ଭ କରିବାକୁ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଚାଷୀଙ୍କ ସମୃଦ୍ଧି ପାଇଁ ଆମେ ସଦାସର୍ବଦା ପ୍ରତିବଦ୍ଧ ରହିବା ବୋଲି କହିଛନ୍ତି।1
- ଆମେରିକା ର ରାଷ୍ଟ୍ର ପତି ଡୋନାଲଟ୍ରମ କୁ ମାରିବା ପାଇଁ ତାଙ୍କ ଉପରେ ଗୁଳି ଚାଲିଲା।1
- hi aaji rari1
- ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ...ସ୍କିମ_ଜାଣନ୍ତୁ_ଲାଭ_ପାଆନ୍ତୁ__₹20,000_Assistance_for_BPL_ପରିବାର___NFBS....1
- ଶିବ ଭକ୍ତି1