logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାର ଧକ୍କାରେ ବାଇକ ଆରୋହୀ ମୃତ୍ୟୁ, ମୃତଜଣଙ୍କ ହେଲେ ବୌଦ୍ଧ ଥାନା ବୁରଗୁରା ଗ୍ରାମର ବିରକିଶୋର ଖତୁଆ କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।

3 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
3 hrs ago

କାର ଧକ୍କାରେ ବାଇକ ଆରୋହୀ ମୃତ୍ୟୁ, ମୃତଜଣଙ୍କ ହେଲେ ବୌଦ୍ଧ ଥାନା ବୁରଗୁରା ଗ୍ରାମର ବିରକିଶୋର ଖତୁଆ କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।

More news from ଓଡ଼ିଶା and nearby areas
  • କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।
    1
    କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ । ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
    1
    ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ ।
ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    1
    ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।
    5
    #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
    4
    ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
    user_Rajendra Nayak
    Rajendra Nayak
    Voice of people ଜମନକିରା, ସମ୍ବଲପୁର, ଓଡ଼ିଶା•
    9 hrs ago
  • କିସାନ ସମାଜ ର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ପ୍ରତିବାଦ ଶୋଭାଯାତ୍ରା।
    1
    କିସାନ ସମାଜ ର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ପ୍ରତିବାଦ ଶୋଭାଯାତ୍ରା।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    12 hrs ago
  • ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l
    3
    ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.