logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯୁବକଙ୍କ ଉପରକୁ ଏସିଡ଼ ମାଡ଼ ଘଟଣାର ରାୟ ପ୍ରକାଶ : ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଜୀବନ ସଜା ଶୁଣାଇଲେ ମାନ୍ୟବର କୋର୍ଟ ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l

11 hrs ago
user_PABITRA BARIHA
PABITRA BARIHA
ସୋନପୁର, ସୋନପୁର, ଓଡ଼ିଶା•
11 hrs ago
deeacd8c-e628-448d-86fd-120a5ef16fec

ଯୁବକଙ୍କ ଉପରକୁ ଏସିଡ଼ ମାଡ଼ ଘଟଣାର ରାୟ ପ୍ରକାଶ : ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଜୀବନ ସଜା ଶୁଣାଇଲେ ମାନ୍ୟବର କୋର୍ଟ ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ

65ae3061-a088-43f3-9b65-4d1aae7ea9d5

ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ

ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l

More news from ଓଡ଼ିଶା and nearby areas
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    1
    ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।
    5
    #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।
    1
    କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ । ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
    1
    ବରଯାତ୍ରୀ ବସ ଦୁର୍ଘଟଣାରେ ୨୬ ଆହତ ।
ବୌଦ୍ଧ ଜିଲ୍ଲାରୁ ବରାତି ସାରି ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ ବିନିକା ଡାକ୍ତରଖାନା ଓ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    1
    Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ବରଗଡ ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ "କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା" ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ ସାଇବର ଥାନାର ଡି ଏସ୍ ପି ଶ୍ରୀ ସୁମନ୍ତ କିଷାନ,ଶ୍ରୀ ଚିରାଗ ରଥ, ଶ୍ରୀ ସୁବ୍ରତ ମଜୁମଦାର ଓ ଶ୍ରୀ ରାହୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ପି ପି ଟି ମାଧ୍ୟମରେ ଏ ଆଇ ଓ ସାଇବର ସିକ୍ଯୁରିଟି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ସଂଯୋଜକ ଡଃ.ଦେବେନ୍ଦ୍ର ବେହେରା ଓ ଜିଲ୍ଲା ପ୍ରୋଗ୍ରାମ ଅଫିସର ରାଜୀବ ସାହୁ ମଞ୍ଚାସୀନ ଥିଲେ। ଉକ୍ତ ଆଲୋଚନାଚକ୍ରରେ ବରଗଡ ଜିଲ୍ଲାର ପ୍ରାୟ ୨୦ ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ। ପ୍ରାଧ୍ଯାପିକା ମଧୁସ୍ମିତା ନନ୍ଦ ଓ ମୌସୁମୀ ଲିଜା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ଯାପକ ବିଶ୍ବଜିତ ସାହୁ ଓ ଅମିତ କୁମାର ଭାର୍ଗଵ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଚୁଳମୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। --------×××--------
    1
    ବରଗଡ 
ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ  "କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା" ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି  ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ  ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ ସାଇବର ଥାନାର  ଡି ଏସ୍ ପି ଶ୍ରୀ ସୁମନ୍ତ କିଷାନ,ଶ୍ରୀ ଚିରାଗ ରଥ, ଶ୍ରୀ ସୁବ୍ରତ ମଜୁମଦାର ଓ ଶ୍ରୀ ରାହୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ପି ପି ଟି ମାଧ୍ୟମରେ ଏ ଆଇ ଓ ସାଇବର ସିକ୍ଯୁରିଟି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ସଂଯୋଜକ ଡଃ.ଦେବେନ୍ଦ୍ର ବେହେରା ଓ  ଜିଲ୍ଲା ପ୍ରୋଗ୍ରାମ ଅଫିସର ରାଜୀବ ସାହୁ ମଞ୍ଚାସୀନ ଥିଲେ। ଉକ୍ତ ଆଲୋଚନାଚକ୍ରରେ ବରଗଡ ଜିଲ୍ଲାର ପ୍ରାୟ ୨୦ ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ। ପ୍ରାଧ୍ଯାପିକା ମଧୁସ୍ମିତା ନନ୍ଦ ଓ ମୌସୁମୀ ଲିଜା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ଯାପକ ବିଶ୍ବଜିତ ସାହୁ ଓ ଅମିତ କୁମାର ଭାର୍ଗଵ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଚୁଳମୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। 
--------×××--------
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    2 hrs ago
  • ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l
    3
    ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.