ଜମନକିରା ଠାରେ ଅଖଣ୍ଡ ବିଶ୍ୱଶାନ୍ତି ନିମନ୍ତେ ନାମଯଜ୍ଞ ଅନୁଷ୍ଠିତ ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜମନକିରା ଠାରେ ଅଖଣ୍ଡ ବିଶ୍ୱଶାନ୍ତି ନିମନ୍ତେ ନାମଯଜ୍ଞ ଅନୁଷ୍ଠିତ ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ
ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା।
ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
- ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।4
- କିସାନ ସମାଜ ର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ପ୍ରତିବାଦ ଶୋଭାଯାତ୍ରା।1
- କୁଚିଣ୍ଡା ନିର୍ବାଚନମଣ୍ଡଳୀର ବାମରା ବ୍ଲକ ଲରିଆପାଲି ଗ୍ରାମପଞ୍ଚାୟତର ଖୋଲବିଲୁଙ୍ଗ ଗ୍ରାମ, ବଝରଣପଡ଼ାରେ ଦେଖିବାକୁ ମିଳିଛି ପ୍ରକୃତିର ଏକ ସୁନ୍ଦର ଚିତ୍ର। ଗାଁରୁ ପ୍ରାୟ ୨ କି.ମି. ଦୂରରେ ପାହାଡ଼ ଉପରେ ଥିବା ପ୍ରାକୃତିକ ଝରଣାକୁ ସଂରକ୍ଷଣ କରି ଏଠାରେ ଜଳସେଚନ ପ୍ରକଳ୍ପ ଗଢ଼ି ତୋଳିବାକୁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଚାଷୀ ଭାଇମାନେ ଉପକୃତ ହେବା ସହ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକୀୟ ମ୍ୟାପିଂ ଓ ବୈଷୟିକ ଅନୁଧ୍ୟାନ ସମ୍ପନ୍ନ କରି କାମ ଆରମ୍ଭ କରିବାକୁ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଚାଷୀଙ୍କ ସମୃଦ୍ଧି ପାଇଁ ଆମେ ସଦାସର୍ବଦା ପ୍ରତିବଦ୍ଧ ରହିବା ବୋଲି କହିଛନ୍ତି।1
- A video circulating on social media falsely shows Union Finance Minister @nsitharaman promoting an investment platform and claiming that an initial deposit of ₹22,000 can generate a guaranteed income of ₹30 lakh per month. #PIBFactCheck ❌ The video is FAKE and AI-generated. ✅ Neither the Government of India nor the Finance Minister is endorsing any such investment platform or scheme. 🔎 Stay vigilant. Verify such claims through official government sources only. 🛑 Help STOP misinformation. Flag suspicious content to @PIBFactCheck1
- Astaprahari Namasankirtanya, Udajahaj Pada, Gumadera 20261
- hi aaji rari1
- ଆଜି ଚନ୍ଦନ ଯାତ୍ରା ମହୋତ୍ସବ, କଲା -୨୦୨୬ ସତ୍ୟନାରାୟଣ ପାଣି ଜିଲ୍ଲା ସରପଞ୍ଚ ସଂଘ ସଭାପତି ତଥା ଓଡିଶା ସରପଞ୍ଚ ମହାସଂଘ ମୁଖ୍ୟ ପରାମର୍ଶଦାତା ଦେବଗଡ଼ ଓଡିଶ #ସ୍ବାଗତମ #JayBjp1
- ଆଜି ସକାଳ ୮ଟା ୨୦ ସୁଦ୍ଧା ଡାକ୍ତର ନ ପହଞ୍ଚିବାରୁ ଡାକ୍ତରଖାନା ରେ ରୋଗୀ ସେବା ବ୍ୟାହତ ହୋଇ ପଡ଼ିଥିଲା। ଡାକ୍ତର ନିୟମିତ ନ ଥିବାରୁ ରୋଗୀର ଆତ୍ମୀୟ ସ୍ୱଜନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକଙ୍କ ପାଇଁ ଅକ୍ସିଜେନ ଭଳି କାମ କରୁଥିବା ଏହି ପୁରୁଣା ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ବହୁ ଦୂର ଦୁରାନ୍ତରରୁ ଏଠାକୁ ଚିକିତ୍ସା ପାଇଁ ରୋଗୀ ଆସୁଛନ୍ତି। ଡାକ୍ତରଖାନା ଚତୁଃପାର୍ଶ୍ଵରେ ଅବସ୍ଥିତ ୧୦ ଗୋଟି ପଂଚାୟତର ଜନ ସାଧାରଣ ଏହି ଡାକ୍ତରଖାନାକୁ ଭରସା କରି ଆସୁଛନ୍ତି। ଅଞ୍ଚଳ ରେ ଶତାଧିକ କିଡନୀ ରୋଗୀ ଥିବା ବେଳେ ଦୀର୍ଘ ବର୍ଷ ହେଲା ଡାଇଲିଶିସ ମେସିନ୍ ମରାମତି ନ ହେବାରୁ ଅଚଳ ଅବସ୍ଥାରେ ପଡ଼ି ରହି ଖତ ଖାଉଛି । ଫଳରେ କିଡନୀ ରୋଗୀ ସାମାନ୍ୟ ଡାଇଲିଶିସ ବିନା ଝାରସୁଗୁଡ଼ା, ବୁର୍ଲା, ସମ୍ୱଲପୁର ସହର ଇପରେ ନିର୍ଭର କରିବାକୁ ପଡୁଛି। ସେହିପରି ଇସିଜି ମେସିନ୍ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି । ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଅନ୍ତର୍ବିଭାଗ ଭର୍ତ୍ତି ରୋଗୀଙ୍କୁ ଖାଇବା ପିଇବା ବ୍ୟବସ୍ଥା ସାଙ୍ଗକୁ ପାଉଁରୁଟି, ଗୋରସ ବ୍ୟବସ୍ଥା ନ ଥିବାରୁ ରୋଗୀ ଖାଦ୍ୟବିନା ହନ୍ତସନ୍ତ ହୋଇ ପଡ଼ୁଛନ୍ତି। ଏହାସାଙ୍ଗକୁ ଡାକ୍ତରଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଥିବାରୁ ରୋଗୀଙ୍କ ଭଲ ମନ୍ଦ ବୁଝିବାକୁ କେହି ନାହାନ୍ତି। ଏହି କାରଣରୁ ଡାକ୍ତରଖାନା ପୂର୍ବ ଗୌରବ ଦିନକୁ ଦିନ ନଷ୍ଟ ହେଉଥିବା ବେଳେ ରୋଗୀ ସଂଖ୍ୟା ସେହି ତୁଳନାରେ ହ୍ରାସ ପାଇବା ରେ ଲାଗିଛି। ଆଗାମୀ ଦିନରେ ଉନ୍ନତମାନର ରୋଗୀ ସେବା ସାଙ୍ଗକୁ ଭଲ ଚିକିତ୍ସା ସେବା ଉପଲବ୍ଧ ନ ହେଲେ ଫାଶୀମାଲ୍ ଅଞ୍ଚଲବାସୀ ଆନ୍ଦୋଳନ କରିବାକୁ ପଛେଇବେ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି।4