A video circulating on social media falsely shows Union Finance Minister @nsitharaman promoting an investment platform and claiming that an initial deposit of ₹22,000 can generate a guaranteed income of ₹30 lakh per month. #PIBFactCheck A video circulating on social media falsely shows Union Finance Minister @nsitharaman promoting an investment platform and claiming that an initial deposit of ₹22,000 can generate a guaranteed income of ₹30 lakh per month. #PIBFactCheck ❌ The video is FAKE and AI-generated. ✅ Neither the Government of India nor the Finance Minister is endorsing any such investment platform or scheme. 🔎 Stay vigilant. Verify such claims through official government sources only. 🛑 Help STOP misinformation. Flag suspicious content to @PIBFactCheck

- A video circulating on social media falsely shows Union Finance Minister @nsitharaman promoting an investment platform and claiming that an initial deposit of ₹22,000 can generate a guaranteed income of ₹30 lakh per month. #PIBFactCheck ❌ The video is FAKE and AI-generated. ✅ Neither the Government of India nor the Finance Minister is endorsing any such investment platform or scheme. 🔎 Stay vigilant. Verify such claims through official government sources only. 🛑 Help STOP misinformation. Flag suspicious content to @PIBFactCheck1
- Astaprahari Namasankirtanya, Udajahaj Pada, Gumadera 20261
- ବରଗଡ ସ୍ଥାନୀୟ ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ "କୃତ୍ରିମ ବୁଦ୍ଧିମତ୍ତା ଓ ସାଇବର ସୁରକ୍ଷା" ଶୀର୍ଷକ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଆୟୋଜନ ହୋଇଯାଇଅଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୌଜନ୍ୟରେ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡା ସଭାପତିତ୍ବ କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବରଗଡ ସାଇବର ଥାନାର ଡି ଏସ୍ ପି ଶ୍ରୀ ସୁମନ୍ତ କିଷାନ,ଶ୍ରୀ ଚିରାଗ ରଥ, ଶ୍ରୀ ସୁବ୍ରତ ମଜୁମଦାର ଓ ଶ୍ରୀ ରାହୁଲ ପଣ୍ଡା ଅତିଥି ଭାବେ ଯୋଗଦେଇ ପି ପି ଟି ମାଧ୍ୟମରେ ଏ ଆଇ ଓ ସାଇବର ସିକ୍ଯୁରିଟି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ସଂଯୋଜକ ଡଃ.ଦେବେନ୍ଦ୍ର ବେହେରା ଓ ଜିଲ୍ଲା ପ୍ରୋଗ୍ରାମ ଅଫିସର ରାଜୀବ ସାହୁ ମଞ୍ଚାସୀନ ଥିଲେ। ଉକ୍ତ ଆଲୋଚନାଚକ୍ରରେ ବରଗଡ ଜିଲ୍ଲାର ପ୍ରାୟ ୨୦ ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଯୋଗ ଦେଇଥିଲେ। ପ୍ରାଧ୍ଯାପିକା ମଧୁସ୍ମିତା ନନ୍ଦ ଓ ମୌସୁମୀ ଲିଜା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ଯାପକ ବିଶ୍ବଜିତ ସାହୁ ଓ ଅମିତ କୁମାର ଭାର୍ଗଵ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଚୁଳମୁକ୍ତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। --------×××--------1
- କୁଚିଣ୍ଡା ନିର୍ବାଚନମଣ୍ଡଳୀର ବାମରା ବ୍ଲକ ଲରିଆପାଲି ଗ୍ରାମପଞ୍ଚାୟତର ଖୋଲବିଲୁଙ୍ଗ ଗ୍ରାମ, ବଝରଣପଡ଼ାରେ ଦେଖିବାକୁ ମିଳିଛି ପ୍ରକୃତିର ଏକ ସୁନ୍ଦର ଚିତ୍ର। ଗାଁରୁ ପ୍ରାୟ ୨ କି.ମି. ଦୂରରେ ପାହାଡ଼ ଉପରେ ଥିବା ପ୍ରାକୃତିକ ଝରଣାକୁ ସଂରକ୍ଷଣ କରି ଏଠାରେ ଜଳସେଚନ ପ୍ରକଳ୍ପ ଗଢ଼ି ତୋଳିବାକୁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଚାଷୀ ଭାଇମାନେ ଉପକୃତ ହେବା ସହ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ଆବଶ୍ୟକୀୟ ମ୍ୟାପିଂ ଓ ବୈଷୟିକ ଅନୁଧ୍ୟାନ ସମ୍ପନ୍ନ କରି କାମ ଆରମ୍ଭ କରିବାକୁ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଚାଷୀଙ୍କ ସମୃଦ୍ଧି ପାଇଁ ଆମେ ସଦାସର୍ବଦା ପ୍ରତିବଦ୍ଧ ରହିବା ବୋଲି କହିଛନ୍ତି।1
- Post by GANESH SAHU1
- ଜମନକିରା ବ୍ଲକ୍ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗତ ୩ ଦିନ ଧରି ଚାଲିଥିବା ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଅଷ୍ଟପ୍ରହର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ମହା ନାମଯଜ୍ଞ ଅଞ୍ଚଳବାସୀଙ୍କ ସହଯୋଗ ସହିତ କର୍ତ୍ତା ଭାବେ ପ୍ରିତମ କୁମାର ଦାନୀ ଓ ତାଙ୍କ ଧର୍ମପତ୍ନୀ ପ୍ରଜ୍ଞା ପଟ୍ଟନାୟକ ପୂଜା କାର୍ଯ୍ୟ କରିଥିବା ବେଳେ ପୂଜକ ଭାବେ ବିଶିଷ୍ଠ ପଣ୍ଡିତ ଅଶୋକ କୁମାର ପାଣିଗ୍ରାହୀ ଏବଂ ଗୋପାଳ ଶତପଥୀ ରୀତିନୀତି ଭାବେ ପୂଜାକାର୍ଯ୍ୟ ସମାପନ କରିଥିଲେ। ଏହି ପରିପେକ୍ଷୀରେ ଶୁକ୍ରବାର ଅପରାହ୍ନରେ କଳସ ଯାତ୍ରାରୁ ଶୁଭାରମ୍ଭ କରି ମନ୍ଦିରରେ ସ୍ଥାପନା କରିଥିଲେ। ଆଜି ନଗର ପରିଭ୍ରମଣ ସହିତ ଦଧିଭାଣ୍ଡ ଭଗ୍ନ କରି ମହାଯଜ୍ଞ ର ପୂର୍ଣ୍ଣାହୁତି କରାଯାଇଥିଲା। ଏଥିରେ ୩ ଦିନ ଧରି ମହାପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳନ ହୋଇ ଯାଇଛି। ରାତ୍ରରେ ବହୁ କୀର୍ତ୍ତନ ମଣ୍ଡଳୀଙ୍କ ସମାବେଶରେ ବୈଠକି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।4
- କିସାନ ସମାଜ ର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ପ୍ରତିବାଦ ଶୋଭାଯାତ୍ରା।1
- अब प्रदेश में अपराधियों के मन में भय है और पुलिस का मनोबल ऊपर है...#yogiadityanath #cmuttarpradesh #P24NEWSEXPRESS1