logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହିଳା ଓ ଶିଶୁଙ୍କ ସମସ୍ୟା ହେବ ସମାଧାନ ନିଯୁକ୍ତ ହେଲେ ସ୍ୱତନ୍ତ୍ର ପୋଲିସ ମହିଳା କର୍ମଚାରୀ

11 hrs ago
user_GANESH SAHU
GANESH SAHU
Farmer ବରଗଡ଼, ବରଗଡ଼, ଓଡ଼ିଶା•
11 hrs ago

ମହିଳା ଓ ଶିଶୁଙ୍କ ସମସ୍ୟା ହେବ ସମାଧାନ ନିଯୁକ୍ତ ହେଲେ ସ୍ୱତନ୍ତ୍ର ପୋଲିସ ମହିଳା କର୍ମଚାରୀ

More news from ଓଡ଼ିଶା and nearby areas
  • ଶନି ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିନରେ ଓଡ଼ିଶା VS ଛତିଶଗଡ଼ ଟୁକେଲ କୀର୍ତ୍ତନ ବୈଠକୀ ହୋଇଥି l ଏଥିରେ ହଜାର ହଜାର ପ୍ରଭୁ ଶନି ପ୍ରେମୀ ଦର୍ଶନ ପରେ କୀର୍ତ୍ତନ ଉପଭୋଗ କରିଥିଲେ l ଏଥିରେ କର୍ତ୍ତା ଦାୟିତ୍ବ ମନୋରଞ୍ଜନ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ ବହନ କରିଥିଲେ l
    1
    ଶନି ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିନରେ ଓଡ଼ିଶା VS ଛତିଶଗଡ଼ ଟୁକେଲ କୀର୍ତ୍ତନ ବୈଠକୀ ହୋଇଥି l ଏଥିରେ ହଜାର ହଜାର ପ୍ରଭୁ ଶନି ପ୍ରେମୀ ଦର୍ଶନ ପରେ କୀର୍ତ୍ତନ ଉପଭୋଗ କରିଥିଲେ l ଏଥିରେ କର୍ତ୍ତା ଦାୟିତ୍ବ ମନୋରଞ୍ଜନ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ ବହନ କରିଥିଲେ l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    17 hrs ago
  • अब प्रदेश में अपराधियों के मन में भय है और पुलिस का मनोबल ऊपर है...#yogiadityanath #cmuttarpradesh #P24NEWSEXPRESS
    1
    अब प्रदेश में अपराधियों के मन में भय है और पुलिस का मनोबल ऊपर है...#yogiadityanath #cmuttarpradesh #P24NEWSEXPRESS
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    16 hrs ago
  • #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।
    5
    #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାଦେବପାଲି କର୍ତ୍ତଙ୍ଗ ନିକଟରେ ବରଯାତ୍ରୀ ବସ୍ ରାତି ୨ଟାରେ ଦୁର୍ଘଟଣାଗ୍ରସ୍ତ। ଜଣେ ମହିଳାଙ୍କ ହାତ ଭାଙ୍ଗିଛି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ୨୬ ଜଣ ଆହତ ଚିକିତ୍ସିତ ହୋଇ ଫେରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାଦେବପାଲି କର୍ତ୍ତଙ୍ଗ ନିକଟରେ ବରଯାତ୍ରୀ ବସ୍ ରାତି ୨ଟାରେ ଦୁର୍ଘଟଣାଗ୍ରସ୍ତ। ଜଣେ ମହିଳାଙ୍କ ହାତ ଭାଙ୍ଗିଛି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ୨୬ ଜଣ ଆହତ ଚିକିତ୍ସିତ ହୋଇ ଫେରିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    1
    Bharat deshre Duita 🏧 rahuchhe Hele gute Atm re paisha bhari heba Bahar kari nei hua // Anil Mugri Bhim army Jay Bhim sangathan balangir
    user_ମୋର୍ ଅଧିକାର
    ମୋର୍ ଅଧିକାର
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • Post by GANESH SAHU
    1
    Post by GANESH SAHU
    user_GANESH SAHU
    GANESH SAHU
    Farmer ବରଗଡ଼, ବରଗଡ଼, ଓଡ଼ିଶା•
    16 hrs ago
  • खड्डा खोदना पड़ा महंगा । खड्डे खोदते हुए एक मजदूर हुआ दफन । देखिए किस प्रकार एक मजदूर को बचाने के लिए बाकी सभी मजदुर आखिरी दम तक प्रयास कर रहे हैं वीडियो वायरल
    1
    खड्डा खोदना पड़ा महंगा । खड्डे खोदते हुए एक मजदूर हुआ दफन । देखिए किस प्रकार एक मजदूर को बचाने के लिए बाकी सभी मजदुर आखिरी दम तक प्रयास कर रहे हैं वीडियो वायरल
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    18 hrs ago
  • ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l
    3
    ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.