logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୃସିଂହନାଥ ପୀଠରେ ଆୟୁର୍ବେଦିକ ଓପିଡି ଓ ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଉଦଘାଟିତ ନୃସିଂହନାଥ ପୀଠରେ ଆୟୁର୍ବେଦିକ ଓପିଡି ଓ ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଉଦଘାଟିତ ପାଇକମାଲ, ୨୭.୦୪.୨୦୨୬ ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା-୨୦୨୬ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀଯୁକ୍ତ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଏକ ‘ଆୟୁର୍ବେଦିକ ଓପିଡି’ (Ayurvedic OPD) ଏବଂ ଔଷଧୀୟ ଚାରା ବିତରଣ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଗନ୍ଧମାର୍ଦ୍ଧନ ପର୍ବତର ପାଦଦେଶରେ ଅବସ୍ଥିତ ଏହି ଐତିହାସିକ ପୀଠରେ ଆୟୋଜିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଆୟୁର୍ବେଦିକ ଚିକିତ୍ସା ଓ ଔଷଧ ରୋଗୀଙ୍କୁ ବିନା ମୂଲ୍ୟରେ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯିବ। ଏହା ଛଡା ଔଷଧୀୟ ଚାରା ବିତରଣ କେନ୍ଦ୍ରରେ ଶୁଳ୍କ ବିରଳ ଔଷଧୀୟ ଗୁଳ୍ମ ଓ ଚେରମୂଳିର ଚିହ୍ନଟ ତଥା ଏହାର ଉପକାରିତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉଛି। ଏହି ପଦକ୍ଷେପ ଦ୍ୱାରା ପାରମ୍ପରିକ ଆୟୁର୍ବେଦିକ ଜ୍ଞାନର ସଂରକ୍ଷଣ ସହ ଶ୍ରଦ୍ଧାଳୁମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ ଡ. ଲକ୍ଷ୍ମୀ ଶ୍ରୀୟା ବେହେରା, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (SDIPRO) ସନତ ପାଢ଼ୀ ଏବଂ ପଦ୍ମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଦେବାଶିଷ୍ ସିହ୍ନା ଏବଂ ଅନ୍ୟାନ୍ୟ ଡାକ୍ଟର ଉପସ୍ଥିତ ଥିଲେ। ମେଳା ସମୟରେ ପରିଦର୍ଶକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସେଠାରେ ବିଶେଷଜ୍ଞ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବୈଶାଖ ମେଳା ଏପ୍ରିଲ ୨୬ ରୁ ଆରମ୍ଭ ହୋଇ ମେ’ ୦୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମାଗଣାରେ ଏହି ଆୟୁର୍ବେଦିକ ସେବା ତଥା ପ୍ରଦର୍ଶନୀର ଲାଭ ଉଠାଇବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

2 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•

More news from ଓଡ଼ିଶା and nearby areas
  • କୁମ୍ଭାରୀ ବରପାଲି ରାସ୍ତାରେ ଥିବା ନଳକୂଅ ଅଚଳ ହୋଇପଡିଛି l ପ୍ରଚଣ୍ଡରୌଦ୍ରତାପ ଚାଷୀ ଓ ବାଟୋଇ ପିଇବା ପାଣି ପାଇଁ ହାହାକାର ହେଉଛନ୍ତି l ଏପଟେ ଧାନଦୂଆ ସମୟ ପାଖେଇ ଆସୁଛି l ଏହାର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି l
    1
    କୁମ୍ଭାରୀ ବରପାଲି ରାସ୍ତାରେ ଥିବା ନଳକୂଅ ଅଚଳ ହୋଇପଡିଛି l ପ୍ରଚଣ୍ଡରୌଦ୍ରତାପ ଚାଷୀ ଓ ବାଟୋଇ ପିଇବା ପାଣି ପାଇଁ ହାହାକାର ହେଉଛନ୍ତି l ଏପଟେ ଧାନଦୂଆ ସମୟ ପାଖେଇ ଆସୁଛି l ଏହାର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    7 min ago
  • Post by GANESH SAHU
    1
    Post by GANESH SAHU
    user_GANESH SAHU
    GANESH SAHU
    Farmer ବରଗଡ଼, ବରଗଡ଼, ଓଡ଼ିଶା•
    13 hrs ago
  • Astaprahari Namasankirtanya, Udajahaj Pada, Gumadera 2026
    1
    Astaprahari Namasankirtanya, Udajahaj Pada, Gumadera 2026
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    53 min ago
  • Post by PABITRA BARIHA
    8
    Post by PABITRA BARIHA
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    1
    ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • କୁମ୍ଭାରୀ ଗାଁର ନାଗେନ୍ ବନ୍ଦିଲି କେନାଲ ଶେଷ ଓ ମୁଖ୍ୟ ରାସ୍ତାରେ ଥିବା ନଳକୂଅ ଅଚଲ l ଏହାଯୋଗୁଁ ଶହ ଶହ ଚାଷୀ ପାଣି ପାଇଁ ହାହା କାର ହେଉଛନ୍ତି l ଅନ୍ୟ ପଟରେ ଧାନଦୁଆ ସମୟ ପାଖେଇ ଆସୁଛି l ଏହାର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି l
    1
    କୁମ୍ଭାରୀ ଗାଁର ନାଗେନ୍ ବନ୍ଦିଲି କେନାଲ ଶେଷ ଓ ମୁଖ୍ୟ ରାସ୍ତାରେ ଥିବା ନଳକୂଅ ଅଚଲ l ଏହାଯୋଗୁଁ ଶହ ଶହ ଚାଷୀ ପାଣି ପାଇଁ ହାହା କାର ହେଉଛନ୍ତି l ଅନ୍ୟ ପଟରେ ଧାନଦୁଆ ସମୟ ପାଖେଇ ଆସୁଛି l ଏହାର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି l
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    22 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.