Shuru
Apke Nagar Ki App…
ଆରୀବାସୀଙ୍କ ଜୀବିକା ସାଜିଛି ସିଆଲି ପଟ l ପରିଶ୍ରମ ମୁତାବକ ପରିଶ୍ରମିକ ମିଳୁନଥିବାରୁ ଦର ବୃଦ୍ଧି ପାଇଁ ଦବୀ
SONEPUR NEWS
ଆରୀବାସୀଙ୍କ ଜୀବିକା ସାଜିଛି ସିଆଲି ପଟ l ପରିଶ୍ରମ ମୁତାବକ ପରିଶ୍ରମିକ ମିଳୁନଥିବାରୁ ଦର ବୃଦ୍ଧି ପାଇଁ ଦବୀ
More news from ଓଡ଼ିଶା and nearby areas
- Post by SONEPUR NEWS1
- Post by Sonepur news khulasa1
- ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର1
- #ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି ।5
- Post by Rajes Argus news1
- Post by Satyajit Panda1
- କାର ଧକ୍କା ବାଇକ ଅରୋହି ମୃତ । ମୃତକ ଜଣକ ହେଲେ ବୋୖଦ୍ଧ ଥାନା ବୁରଗୁରା ଗ୍ରାମର ବୀରକିଶୋର ଖଟୁଆ । ବିରକିଶୋର ଘରୁ ବୋୖଦ୍ଧ ଯିବା ରାସ୍ତାରେ କନକପୁର ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଟି ଦୁର୍ଘଟଣା ଘଟାଇ ଫେରାର ମାରିଛି ।1
- ଯୁବକଙ୍କୁ ଏସିଡ ମାଡ଼ ଘଟଣାରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ l ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ 48 ହଜାର 500 ଟଙ୍କା ଜରିମାନା ସେହିଭଳି ହତ୍ୟା କରିବାକୁ ଉଦ୍ୟମ ମାମାଳରେ ପୁଣି 7 ବର୍ଷ ଜେଲ ଓ 18 ହଜାର 500 ଟଙ୍କା ଜରିମାନା ଶୁଣାଇଛନ୍ତି ମାନ୍ୟବର କୋର୍ଟ l ସୁବର୍ଣ୍ଣପୁର ମାନ୍ୟବର ଏଡିଜେ ଆଜି ଏଭଳି ଏକ ଗୁରିତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି l ଗତ ଡିସେମ୍ବର 2021 ମସିହାରେ ବିନିକା ଥାନା ଜୁଲୁଣ୍ଡା ଗାଁର ବୃନ୍ଦାବନ ଛତ୍ରିଆ ନାମକ ଯୁବକଙ୍କୁ ସନ୍ଧ୍ୟା ସମୟରେ ଦୁଇଜଣ ଯୁବକ ଆସି ହଠାତ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ l ଯେଉଁଥିରେ ବୃନ୍ଦାବନଙ୍କ ମୁହଁ ଛାତି ଓ ମୁଣ୍ଡ ସମ୍ପୂର୍ଣ ପୋଡି ଯାଇଥିଲେ l ଏହି ଘଟଣା ପରେ ଆଜି ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି ବୃନ୍ଦାବନ l ଅଭିଯୋଗ ଆଧାରରେ ସେହି ଗାଁର ରାଜାରାମ ମଲ୍ଲିକ ଏବଂ ବିକ୍ରମ ହରିପାଲକୁ ପୋଲିସ ଗିରଫ କରିଥିଲା l ତେବେ ଏହି ଘଟଣା ର ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୋନପୁର ଏଡିଜେ l3