Shuru
Apke Nagar Ki App…
आग से सावधान रहें सुरक्षित रहें धुप का दिन है मिनटों में ही समाफ्त हो जाता है
Laba Ku Rana
आग से सावधान रहें सुरक्षित रहें धुप का दिन है मिनटों में ही समाफ्त हो जाता है
More news from ଓଡ଼ିଶା and nearby areas
- ଆଜି ସକାଳ ୮ଟା ୨୦ ସୁଦ୍ଧା ଡାକ୍ତର ନ ପହଞ୍ଚିବାରୁ ଡାକ୍ତରଖାନା ରେ ରୋଗୀ ସେବା ବ୍ୟାହତ ହୋଇ ପଡ଼ିଥିଲା। ଡାକ୍ତର ନିୟମିତ ନ ଥିବାରୁ ରୋଗୀର ଆତ୍ମୀୟ ସ୍ୱଜନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକଙ୍କ ପାଇଁ ଅକ୍ସିଜେନ ଭଳି କାମ କରୁଥିବା ଏହି ପୁରୁଣା ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ବହୁ ଦୂର ଦୁରାନ୍ତରରୁ ଏଠାକୁ ଚିକିତ୍ସା ପାଇଁ ରୋଗୀ ଆସୁଛନ୍ତି। ଡାକ୍ତରଖାନା ଚତୁଃପାର୍ଶ୍ଵରେ ଅବସ୍ଥିତ ୧୦ ଗୋଟି ପଂଚାୟତର ଜନ ସାଧାରଣ ଏହି ଡାକ୍ତରଖାନାକୁ ଭରସା କରି ଆସୁଛନ୍ତି। ଅଞ୍ଚଳ ରେ ଶତାଧିକ କିଡନୀ ରୋଗୀ ଥିବା ବେଳେ ଦୀର୍ଘ ବର୍ଷ ହେଲା ଡାଇଲିଶିସ ମେସିନ୍ ମରାମତି ନ ହେବାରୁ ଅଚଳ ଅବସ୍ଥାରେ ପଡ଼ି ରହି ଖତ ଖାଉଛି । ଫଳରେ କିଡନୀ ରୋଗୀ ସାମାନ୍ୟ ଡାଇଲିଶିସ ବିନା ଝାରସୁଗୁଡ଼ା, ବୁର୍ଲା, ସମ୍ୱଲପୁର ସହର ଇପରେ ନିର୍ଭର କରିବାକୁ ପଡୁଛି। ସେହିପରି ଇସିଜି ମେସିନ୍ ମଧ୍ୟ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି । ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଅନ୍ତର୍ବିଭାଗ ଭର୍ତ୍ତି ରୋଗୀଙ୍କୁ ଖାଇବା ପିଇବା ବ୍ୟବସ୍ଥା ସାଙ୍ଗକୁ ପାଉଁରୁଟି, ଗୋରସ ବ୍ୟବସ୍ଥା ନ ଥିବାରୁ ରୋଗୀ ଖାଦ୍ୟବିନା ହନ୍ତସନ୍ତ ହୋଇ ପଡ଼ୁଛନ୍ତି। ଏହାସାଙ୍ଗକୁ ଡାକ୍ତରଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ଥିବାରୁ ରୋଗୀଙ୍କ ଭଲ ମନ୍ଦ ବୁଝିବାକୁ କେହି ନାହାନ୍ତି। ଏହି କାରଣରୁ ଡାକ୍ତରଖାନା ପୂର୍ବ ଗୌରବ ଦିନକୁ ଦିନ ନଷ୍ଟ ହେଉଥିବା ବେଳେ ରୋଗୀ ସଂଖ୍ୟା ସେହି ତୁଳନାରେ ହ୍ରାସ ପାଇବା ରେ ଲାଗିଛି। ଆଗାମୀ ଦିନରେ ଉନ୍ନତମାନର ରୋଗୀ ସେବା ସାଙ୍ଗକୁ ଭଲ ଚିକିତ୍ସା ସେବା ଉପଲବ୍ଧ ନ ହେଲେ ଫାଶୀମାଲ୍ ଅଞ୍ଚଲବାସୀ ଆନ୍ଦୋଳନ କରିବାକୁ ପଛେଇବେ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି।4
- କିସାନ ସମାଜ ର ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ବିରୋଧ ରେ ପ୍ରତିବାଦ ଶୋଭାଯାତ୍ରା।1
- अब प्रदेश में अपराधियों के मन में भय है और पुलिस का मनोबल ऊपर है...#yogiadityanath #cmuttarpradesh #P24NEWSEXPRESS1
- Post by GANESH SAHU1
- ବରଗଡ଼, ଭାଟଲି, ବଉଳସିଂହା ଗ୍ରାମ ହାନୁମାନ ମନ୍ଦୀର ପାରା ନଳ କୁପ ମରାମତି ନିମନ୍ତେ1
- ଶନି ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିନରେ ଓଡ଼ିଶା VS ଛତିଶଗଡ଼ ଟୁକେଲ କୀର୍ତ୍ତନ ବୈଠକୀ ହୋଇଥି l ଏଥିରେ ହଜାର ହଜାର ପ୍ରଭୁ ଶନି ପ୍ରେମୀ ଦର୍ଶନ ପରେ କୀର୍ତ୍ତନ ଉପଭୋଗ କରିଥିଲେ l ଏଥିରେ କର୍ତ୍ତା ଦାୟିତ୍ବ ମନୋରଞ୍ଜନ ଓ ତାଙ୍କ ଧର୍ମପତ୍ନୀ ଅନିତା ସାହୁ ବହନ କରିଥିଲେ l1
- खड्डा खोदना पड़ा महंगा । खड्डे खोदते हुए एक मजदूर हुआ दफन । देखिए किस प्रकार एक मजदूर को बचाने के लिए बाकी सभी मजदुर आखिरी दम तक प्रयास कर रहे हैं वीडियो वायरल1
- କୁଚିଣ୍ଡା କିଶାନ ମହାସଭା ଅନୁଷ୍ଠିତ1
- Post by GANESH SAHU1