logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାତୀୟ ରାଜପଥ ମାଟିଆପଡା ନିକଟରେ ହୋଇଥିବା ଗାଡି ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ l ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

2 days ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
2 days ago

ଜାତୀୟ ରାଜପଥ ମାଟିଆପଡା ନିକଟରେ ହୋଇଥିବା ଗାଡି ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ l ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

More news from ଓଡ଼ିଶା and nearby areas
  • ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ତୃପ୍ତି ଛତୁଆ ଶିଳ୍ପ l ଗୁଣଭତ୍ତା ଉନ୍ନତ ଓ ସୁଲଭ ମୂଲ୍ୟରେ ମିଳେ l ସବୁଠୁ ବଡ଼ କଥା ସ୍ୱାଦ ଉନ୍ନତ ମାନ ହୋଇଥିବା ଯୋଗୁଁ ଓଡିଶାର ଘରେ ଘରେ ପରିଚିତ ଏହି ତୃପ୍ତି ଛତୁଆ l ଯେଉଁମାନେ ଚାହିଁବେ ତାର ଡିଷ୍ଟ୍ରିବ୍ୟୁଟର, ଡିଲର ଓ ରିଟେଲର ହୋଇ ଏହା ନେଇ ପାରିବେ ଏହି ତୃପ୍ତି ଛତୁଆ l ତେବେ ଡେରି କାହିଁକି ଆଜି ଯୋଗାଯୋଗ କରନ୍ତୁ l କମଳ ଶ୍ରୀ ମହାନ୍ତି, ମାର୍କୋଣା, ସିମୁଳିଆ, ବାଲେଶ୍ୱର, 756126,ଓଡିଶା ଦୁରାଭାଷା-72051 70266
    1
    ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ତୃପ୍ତି ଛତୁଆ ଶିଳ୍ପ l ଗୁଣଭତ୍ତା ଉନ୍ନତ ଓ ସୁଲଭ ମୂଲ୍ୟରେ ମିଳେ l ସବୁଠୁ ବଡ଼ କଥା ସ୍ୱାଦ ଉନ୍ନତ ମାନ ହୋଇଥିବା ଯୋଗୁଁ ଓଡିଶାର ଘରେ ଘରେ ପରିଚିତ ଏହି ତୃପ୍ତି ଛତୁଆ l ଯେଉଁମାନେ ଚାହିଁବେ ତାର ଡିଷ୍ଟ୍ରିବ୍ୟୁଟର, ଡିଲର ଓ ରିଟେଲର ହୋଇ ଏହା ନେଇ ପାରିବେ ଏହି ତୃପ୍ତି ଛତୁଆ l ତେବେ ଡେରି କାହିଁକି ଆଜି ଯୋଗାଯୋଗ କରନ୍ତୁ l 
କମଳ ଶ୍ରୀ ମହାନ୍ତି,
ମାର୍କୋଣା, ସିମୁଳିଆ, ବାଲେଶ୍ୱର, 756126,ଓଡିଶା 
ଦୁରାଭାଷା-72051 70266
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    11 hrs ago
  • #ମହିଳା_ସଂରକ୍ଷଣ_ଵିଲ୍_ନୁହେ #ସମ୍ବିଧାନ_ସଂଶୋଧନ_ଵିଲ୍_କାଟଖାଇଲା ! କଣ କହୁଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ Sulata Deo Naveen Patnaik @top fans Surajtv Goutambuddha Das Er Kedar Dash #highlight #follower #sulataspeaks
    1
    #ମହିଳା_ସଂରକ୍ଷଣ_ଵିଲ୍_ନୁହେ
#ସମ୍ବିଧାନ_ସଂଶୋଧନ_ଵିଲ୍_କାଟଖାଇଲା !
କଣ କହୁଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ 
Sulata Deo Naveen Patnaik @top fans Surajtv Goutambuddha Das Er Kedar Dash 
#highlight #follower #sulataspeaks
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    10 hrs ago
  • Post by Prakash
    1
    Post by Prakash
    user_Prakash
    Prakash
    Video Creator ରେମୁଣା, ବାଲେଶ୍ୱର, ଓଡ଼ିଶା•
    40 min ago
  • ଗୁଲୁଆ ପୁଣି ଛାଡ଼ିଲେ ନୂଆ ଭିଡିଓ, ବର୍ଷାଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। ବର୍ଷାଙ୍କ ଡାନ୍ସ କ୍ଲିପ୍ ନେଇ ଚର୍ଚ୍ଚା
    1
    ଗୁଲୁଆ ପୁଣି ଛାଡ଼ିଲେ ନୂଆ ଭିଡିଓ, ବର୍ଷାଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।
ବର୍ଷାଙ୍କ ଡାନ୍ସ କ୍ଲିପ୍ ନେଇ ଚର୍ଚ୍ଚା
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    58 min ago
  • Pls Like & Share
    1
    Pls Like & Share
    user_SMRUTISWARUP MUDULI
    SMRUTISWARUP MUDULI
    Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    19 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    43 min ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 16.04.2026 & 17.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur #udalanews 
Date - 16.04.2026 & 17.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    16 hrs ago
  • BREAKING NEWS 🗞️ ରେମୁଣା ଛଣପୁରରେ ଖଲିପତ୍ର କାରଖାନାରେ ଭୟାବହ ଅଗ୍ନିକାଣ୍ଡ।
    1
    BREAKING NEWS 🗞️ 
ରେମୁଣା ଛଣପୁରରେ ଖଲିପତ୍ର କାରଖାନାରେ ଭୟାବହ ଅଗ୍ନିକାଣ୍ଡ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.