logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୟୂରଭଞ୍ଜ ଜିଲ୍ଲାର ସବୁ ନିଉଜ | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 16.04.2026 & 17.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

13 hrs ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
13 hrs ago

ମୟୂରଭଞ୍ଜ ଜିଲ୍ଲାର ସବୁ ନିଉଜ | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 16.04.2026 & 17.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703

More news from ଓଡ଼ିଶା and nearby areas
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 16.04.2026 & 17.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update  #rairangpurnews #jashipur #udalanews 
Date - 16.04.2026 & 17.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ
    1
    ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ 
ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର 
ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • 👇 🚨 ରାଇଡ଼lହି ଛକରେ ପୁଣି ମୃତ୍ୟୁର ଖେଳ! 😡 💥 ବାଇକ-କାର ମୁହାଁମୁହିଁ ଧକ୍କା, ୩ ଆହତ ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ପୁଣି ଘଟିଲା ଭୟାବହ ସଡ଼କ ଦୁର୍ଘଟଣା। ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ପରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା। ଧକ୍କା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲା, ଯାହାରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। 👉 ବାଇକରେ ବସିଥିବା ଯୁବକ ଓ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ। 👉 ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଆହତମାନଙ୍କୁ ଉଦଳା ହସ୍ପିଟାଲକୁ ପଠାଇଥିଲେ। 😢 ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ଔଷଧ ଆଣିବାକୁ ଉରା ଯାଉଥିଲେ। ମୃତ୍ୟୁକୁ ନିକଟରୁ ଦେଖି ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ⚠️ ସବୁଠାରୁ ବଡ଼ ପ୍ରଶ୍ନ — 👉 ରାଇଡ଼lହି ଛକରେ ବାରମ୍ବାର ଦୁର୍ଘଟଣା କାହିଁକି? 👉 ପ୍ରଶାସନ କେବେ ଜାଗିବ? ସ୍ଥାନୀୟ ଲୋକଙ୍କ ଦାବି — 🚧 ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଉ 🚸 ସଚେତନତା ବୋର୍ଡ ଓ ସ୍ପିଡ୍ ବ୍ରେକର ବ୍ୟବସ୍ଥା ହେଉ 🚔 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବଦ କରି ତଦନ୍ତ ଆରମ୍ଭ କରିଛି। 👉 ଏଭଳି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି। 📢 #BreakingNews #Accident #Mayurbhanj #Udala #RoadSafety #OdishaNews #ViralNews
    1
    👇
🚨 ରାଇଡ଼lହି ଛକରେ ପୁଣି ମୃତ୍ୟୁର ଖେଳ! 😡
💥 ବାଇକ-କାର ମୁହାଁମୁହିଁ ଧକ୍କା, ୩ ଆହତ
ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ପୁଣି ଘଟିଲା ଭୟାବହ ସଡ଼କ ଦୁର୍ଘଟଣା। ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ପରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା।
ଧକ୍କା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲା, ଯାହାରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।
👉 ବାଇକରେ ବସିଥିବା ଯୁବକ ଓ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ।
👉 ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଆହତମାନଙ୍କୁ ଉଦଳା ହସ୍ପିଟାଲକୁ ପଠାଇଥିଲେ।
😢 ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ଔଷଧ ଆଣିବାକୁ ଉରା ଯାଉଥିଲେ। ମୃତ୍ୟୁକୁ ନିକଟରୁ ଦେଖି ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।
⚠️ ସବୁଠାରୁ ବଡ଼ ପ୍ରଶ୍ନ —
👉 ରାଇଡ଼lହି ଛକରେ ବାରମ୍ବାର ଦୁର୍ଘଟଣା କାହିଁକି?
👉 ପ୍ରଶାସନ କେବେ ଜାଗିବ?
ସ୍ଥାନୀୟ ଲୋକଙ୍କ ଦାବି —
🚧 ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଉ
🚸 ସଚେତନତା ବୋର୍ଡ ଓ ସ୍ପିଡ୍ ବ୍ରେକର ବ୍ୟବସ୍ଥା ହେଉ
🚔 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବଦ କରି ତଦନ୍ତ ଆରମ୍ଭ କରିଛି।
👉 ଏଭଳି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି।
📢 #BreakingNews #Accident #Mayurbhanj #Udala #RoadSafety #OdishaNews #ViralNews
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • #ମହିଳା_ସଂରକ୍ଷଣ_ଵିଲ୍_ନୁହେ #ସମ୍ବିଧାନ_ସଂଶୋଧନ_ଵିଲ୍_କାଟଖାଇଲା ! କଣ କହୁଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ Sulata Deo Naveen Patnaik @top fans Surajtv Goutambuddha Das Er Kedar Dash #highlight #follower #sulataspeaks
    1
    #ମହିଳା_ସଂରକ୍ଷଣ_ଵିଲ୍_ନୁହେ
#ସମ୍ବିଧାନ_ସଂଶୋଧନ_ଵିଲ୍_କାଟଖାଇଲା !
କଣ କହୁଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ 
Sulata Deo Naveen Patnaik @top fans Surajtv Goutambuddha Das Er Kedar Dash 
#highlight #follower #sulataspeaks
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ତୃପ୍ତି ଛତୁଆ ଶିଳ୍ପ l ଗୁଣଭତ୍ତା ଉନ୍ନତ ଓ ସୁଲଭ ମୂଲ୍ୟରେ ମିଳେ l ସବୁଠୁ ବଡ଼ କଥା ସ୍ୱାଦ ଉନ୍ନତ ମାନ ହୋଇଥିବା ଯୋଗୁଁ ଓଡିଶାର ଘରେ ଘରେ ପରିଚିତ ଏହି ତୃପ୍ତି ଛତୁଆ l ଯେଉଁମାନେ ଚାହିଁବେ ତାର ଡିଷ୍ଟ୍ରିବ୍ୟୁଟର, ଡିଲର ଓ ରିଟେଲର ହୋଇ ଏହା ନେଇ ପାରିବେ ଏହି ତୃପ୍ତି ଛତୁଆ l ତେବେ ଡେରି କାହିଁକି ଆଜି ଯୋଗାଯୋଗ କରନ୍ତୁ l କମଳ ଶ୍ରୀ ମହାନ୍ତି, ମାର୍କୋଣା, ସିମୁଳିଆ, ବାଲେଶ୍ୱର, 756126,ଓଡିଶା ଦୁରାଭାଷା-72051 70266
    1
    ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ତୃପ୍ତି ଛତୁଆ ଶିଳ୍ପ l ଗୁଣଭତ୍ତା ଉନ୍ନତ ଓ ସୁଲଭ ମୂଲ୍ୟରେ ମିଳେ l ସବୁଠୁ ବଡ଼ କଥା ସ୍ୱାଦ ଉନ୍ନତ ମାନ ହୋଇଥିବା ଯୋଗୁଁ ଓଡିଶାର ଘରେ ଘରେ ପରିଚିତ ଏହି ତୃପ୍ତି ଛତୁଆ l ଯେଉଁମାନେ ଚାହିଁବେ ତାର ଡିଷ୍ଟ୍ରିବ୍ୟୁଟର, ଡିଲର ଓ ରିଟେଲର ହୋଇ ଏହା ନେଇ ପାରିବେ ଏହି ତୃପ୍ତି ଛତୁଆ l ତେବେ ଡେରି କାହିଁକି ଆଜି ଯୋଗାଯୋଗ କରନ୍ତୁ l 
କମଳ ଶ୍ରୀ ମହାନ୍ତି,
ମାର୍କୋଣା, ସିମୁଳିଆ, ବାଲେଶ୍ୱର, 756126,ଓଡିଶା 
ଦୁରାଭାଷା-72051 70266
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    8 hrs ago
  • Pls Like & Share
    1
    Pls Like & Share
    user_SMRUTISWARUP MUDULI
    SMRUTISWARUP MUDULI
    Auditor ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    17 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.