Shuru
Apke Nagar Ki App…
ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ
Prime time press
ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ
More news from ଓଡ଼ିଶା and nearby areas
- Post by Khabar1
- ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ1
- #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା #OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_1
- ବସ୍ତା ନିର୍ବାଚନ ମଣ୍ଡଳୀ କଟି ପୋଲ ନିକଟରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିଵସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।। #NaveenPatnaik #NaveenPatnaikForOdisha #BJD4Odisha #BijuJanataDalOdisha #BJDWithOdisha #ବିଜେଡି #ନବୀନ #BijuBabu #biju @top fans Goutambuddha Das Mahadev Das Surajtv Rajkishore Behera1
- Pls Like & Share1
- BREAKING NEWS 🗞️ ରେମୁଣା ଛଣପୁରରେ ଖଲିପତ୍ର କାରଖାନାରେ ଭୟାବହ ଅଗ୍ନିକାଣ୍ଡ।1
- ସିମୁଳିଆ, ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ l ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ସୁବାଷ ଚନ୍ଦ୍ର ବେହେରାଙ୍କ ନାବାଳକ ପୁଅ ଓମ ପ୍ରକାଶ (11)ବର୍ଷ ଘରେ ବିଦ୍ୟୁତ ଫ୍ୟାନକୁ ହାତ ମାରିବା କ୍ଷଣି ବିଦ୍ୟୁତ ଆଘାତ ପ୍ରାପ୍ତ ହୋଇଥିଲା l ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ଓମକୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l1
- Post by Khabar1