Shuru
Apke Nagar Ki App…
ଗୋବିନ୍ଦପୁର ଗ୍ରାମର ନାବାଳକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ l ସିମୁଳିଆ, ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ l ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ସୁବାଷ ଚନ୍ଦ୍ର ବେହେରାଙ୍କ ନାବାଳକ ପୁଅ ଓମ ପ୍ରକାଶ (11)ବର୍ଷ ଘରେ ବିଦ୍ୟୁତ ଫ୍ୟାନକୁ ହାତ ମାରିବା କ୍ଷଣି ବିଦ୍ୟୁତ ଆଘାତ ପ୍ରାପ୍ତ ହୋଇଥିଲା l ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ଓମକୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l
Prafulla pattnaik ସମାଜ

More news from ଓଡ଼ିଶା and nearby areas
- ସିମୁଳିଆ, ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ l ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ସୁବାଷ ଚନ୍ଦ୍ର ବେହେରାଙ୍କ ନାବାଳକ ପୁଅ ଓମ ପ୍ରକାଶ (11)ବର୍ଷ ଘରେ ବିଦ୍ୟୁତ ଫ୍ୟାନକୁ ହାତ ମାରିବା କ୍ଷଣି ବିଦ୍ୟୁତ ଆଘାତ ପ୍ରାପ୍ତ ହୋଇଥିଲା l ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ଓମକୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l1
- ବସ୍ତା ନିର୍ବାଚନ ମଣ୍ଡଳୀ କଟି ପୋଲ ନିକଟରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିଵସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।। #NaveenPatnaik #NaveenPatnaikForOdisha #BJD4Odisha #BijuJanataDalOdisha #BJDWithOdisha #ବିଜେଡି #ନବୀନ #BijuBabu #biju @top fans Goutambuddha Das Mahadev Das Surajtv Rajkishore Behera1
- ବାଲେଶ୍ୱରରେ ସ୍ଥିତ ଓଟି ରୋଡ ରେ Indriya Jewellery ର ଗ୍ରାଣ୍ଡ ଓପେନିଂ। ବାଲେଶ୍ୱରରେ Indriya ର ୫ମ ଷ୍ଟୋର ଖୋଲିଲା MLA ସୁବାସିନୀ ଜେନାଙ୍କ ଉପସ୍ଥିତିରେ Indriya Jewellery ର ନୂଆ ଶୋରୁମ ଖୋଲିଲା franchise ନେଇଥିବା ସୁମନ ସରିତା ଜେନା ମୁଖ୍ୟ ଆକର୍ଷଣ1
- ମମତା ବାନାର୍ଜୀ ଙ୍କ ପାଇଁ ହେମନ୍ତ ବିଶ୍ୱ ଶର୍ମା ଦେଲେ ଚାଲେଞ୍ଜ ଯଦି ଆପଣ ଚାହିବେ ଆଶ ଆଉ ଦେଖ1
- Post by Khabar1
- #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା #OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_1
- Post by Kaizan mohanta1
- ବସ୍ତାରେ ୨୯ ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ପକ୍ଷରୁ ବସ୍ତା,କଟିପୋଲ ଠାରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସୂଚନା ଅନୁସାରେ ସାରା ଓଡ଼ିଶା ରେ ବିଜୁ ଜନତା ଦଳ ର 29 ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ, ବସ୍ତା ନିର୍ବାଚନ ମଣ୍ଡଳୀ ର କଟିପୋଲ ଠାରେ ଖୁବ୍ ଧୂମଧମ୍ ରେ ପାଳନ କରାଯାଇଛି। ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡ଼ା,ମହାଦେବ ଦାସ,ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷା,ଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ, ସଦସ୍ୟ, କର୍ମୀ ଯୋଗ ଦେଇ ଦଳ କୁ ତୂଳମୂଳ ସ୍ତର ରେ ଅଧିକ ରୁ ଅଧିକ ମଜଭୁତ କରିବାକୁ ଶପଥ ନେଇଥିଲେ ।ତେବେ ମଞ୍ଚ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମି ଥିଲା ।।1