logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ବସ୍ତାରେ_୨୯_ତମ_ବିଜୁ_ବାବୁଙ୍କ_ଶ୍ରାଦ୍ଧ_ଦିବସ_ପାଳିତ ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ପକ୍ଷରୁ ବସ୍ତା,କଟିପୋଲ ଠାରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସୂଚନା ଅନୁସାରେ ସାରା ଓଡ଼ିଶା ରେ ବିଜୁ ଜନତା ଦଳ ର 29 ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ, ବସ୍ତା ନିର୍ବାଚନ ମଣ୍ଡଳୀ ର କଟିପୋଲ ଠାରେ ଖୁବ୍ ଧୂମଧମ୍ ରେ ପାଳନ କରାଯାଇଛି। ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡ଼ା,ମହାଦେବ ଦାସ,ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷା,ଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ, ସଦସ୍ୟ, କର୍ମୀ ଯୋଗ ଦେଇ ଦଳ କୁ ତୂଳମୂଳ ସ୍ତର ରେ ଅଧିକ ରୁ ଅଧିକ ମଜଭୁତ କରିବାକୁ ଶପଥ ନେଇଥିଲେ ।ତେବେ ମଞ୍ଚ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମି ଥିଲା ।। ବସ୍ତାରେ ୨୯ ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ପକ୍ଷରୁ ବସ୍ତା,କଟିପୋଲ ଠାରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସୂଚନା ଅନୁସାରେ ସାରା ଓଡ଼ିଶା ରେ ବିଜୁ ଜନତା ଦଳ ର 29 ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ, ବସ୍ତା ନିର୍ବାଚନ ମଣ୍ଡଳୀ ର କଟିପୋଲ ଠାରେ ଖୁବ୍ ଧୂମଧମ୍ ରେ ପାଳନ କରାଯାଇଛି। ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡ଼ା,ମହାଦେବ ଦାସ,ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷା,ଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ, ସଦସ୍ୟ, କର୍ମୀ ଯୋଗ ଦେଇ ଦଳ କୁ ତୂଳମୂଳ ସ୍ତର ରେ ଅଧିକ ରୁ ଅଧିକ ମଜଭୁତ କରିବାକୁ ଶପଥ ନେଇଥିଲେ ।ତେବେ ମଞ୍ଚ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମି ଥିଲା ।।

16 hrs ago
user_Mahima tv Rajesh Kumar Giri
Mahima tv Rajesh Kumar Giri
Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•

More news from ଓଡ଼ିଶା and nearby areas
  • ବସ୍ତା ନିର୍ବାଚନ ମଣ୍ଡଳୀ କଟି ପୋଲ ନିକଟରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିଵସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।। #NaveenPatnaik #NaveenPatnaikForOdisha #BJD4Odisha #BijuJanataDalOdisha #BJDWithOdisha #ବିଜେଡି #ନବୀନ #BijuBabu #biju @top fans Goutambuddha Das Mahadev Das Surajtv Rajkishore Behera
    1
    ବସ୍ତା ନିର୍ବାଚନ ମଣ୍ଡଳୀ କଟି ପୋଲ ନିକଟରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଙ୍କ ତିରୋଧାନ ଦିଵସ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।।
#NaveenPatnaik #NaveenPatnaikForOdisha #BJD4Odisha #BijuJanataDalOdisha #BJDWithOdisha #ବିଜେଡି #ନବୀନ #BijuBabu #biju
@top fans Goutambuddha Das Mahadev Das Surajtv Rajkishore Behera
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ବାଲେଶ୍ୱରରେ ସ୍ଥିତ ଓଟି ରୋଡ ରେ Indriya Jewellery ର ଗ୍ରାଣ୍ଡ ଓପେନିଂ। ବାଲେଶ୍ୱରରେ Indriya ର ୫ମ ଷ୍ଟୋର ଖୋଲିଲା MLA ସୁବାସିନୀ ଜେନାଙ୍କ ଉପସ୍ଥିତିରେ Indriya Jewellery ର ନୂଆ ଶୋରୁମ ଖୋଲିଲା franchise ନେଇଥିବା ସୁମନ ସରିତା ଜେନା ମୁଖ୍ୟ ଆକର୍ଷଣ
    1
    ବାଲେଶ୍ୱରରେ ସ୍ଥିତ ଓଟି ରୋଡ ରେ Indriya Jewellery ର ଗ୍ରାଣ୍ଡ ଓପେନିଂ।
ବାଲେଶ୍ୱରରେ Indriya ର ୫ମ ଷ୍ଟୋର ଖୋଲିଲା
MLA ସୁବାସିନୀ ଜେନାଙ୍କ ଉପସ୍ଥିତିରେ Indriya Jewellery ର ନୂଆ ଶୋରୁମ ଖୋଲିଲା
franchise ନେଇଥିବା ସୁମନ ସରିତା ଜେନା ମୁଖ୍ୟ ଆକର୍ଷଣ
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    30 min ago
  • ସିମୁଳିଆ, ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ l ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ସୁବାଷ ଚନ୍ଦ୍ର ବେହେରାଙ୍କ ନାବାଳକ ପୁଅ ଓମ ପ୍ରକାଶ (11)ବର୍ଷ ଘରେ ବିଦ୍ୟୁତ ଫ୍ୟାନକୁ ହାତ ମାରିବା କ୍ଷଣି ବିଦ୍ୟୁତ ଆଘାତ ପ୍ରାପ୍ତ ହୋଇଥିଲା l ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ଓମକୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l
    1
    ସିମୁଳିଆ, ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ l ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ସୁବାଷ ଚନ୍ଦ୍ର ବେହେରାଙ୍କ ନାବାଳକ ପୁଅ ଓମ ପ୍ରକାଶ (11)ବର୍ଷ ଘରେ ବିଦ୍ୟୁତ ଫ୍ୟାନକୁ ହାତ ମାରିବା କ୍ଷଣି ବିଦ୍ୟୁତ ଆଘାତ  ପ୍ରାପ୍ତ ହୋଇଥିଲା l ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ଓମକୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ମାତ୍ର କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l
    user_Prafulla pattnaik ସମାଜ
    Prafulla pattnaik ସମାଜ
    Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    2 hrs ago
  • ମମତା ବାନାର୍ଜୀ ଙ୍କ ପାଇଁ ହେମନ୍ତ ବିଶ୍ୱ ଶର୍ମା ଦେଲେ ଚାଲେଞ୍ଜ ଯଦି ଆପଣ ଚାହିବେ ଆଶ ଆଉ ଦେଖ
    1
    ମମତା ବାନାର୍ଜୀ ଙ୍କ ପାଇଁ ହେମନ୍ତ ବିଶ୍ୱ ଶର୍ମା ଦେଲେ ଚାଲେଞ୍ଜ ଯଦି ଆପଣ ଚାହିବେ ଆଶ ଆଉ ଦେଖ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 13.04.2026, 14.04.2026 & 15.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews 
Date - 13.04.2026, 14.04.2026 & 15.04.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା #OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_
    1
    #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ 
ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା 
#OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବସ୍ତାରେ ୨୯ ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ପକ୍ଷରୁ ବସ୍ତା,କଟିପୋଲ ଠାରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସୂଚନା ଅନୁସାରେ ସାରା ଓଡ଼ିଶା ରେ ବିଜୁ ଜନତା ଦଳ ର 29 ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ, ବସ୍ତା ନିର୍ବାଚନ ମଣ୍ଡଳୀ ର କଟିପୋଲ ଠାରେ ଖୁବ୍ ଧୂମଧମ୍ ରେ ପାଳନ କରାଯାଇଛି। ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡ଼ା,ମହାଦେବ ଦାସ,ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷା,ଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ, ସଦସ୍ୟ, କର୍ମୀ ଯୋଗ ଦେଇ ଦଳ କୁ ତୂଳମୂଳ ସ୍ତର ରେ ଅଧିକ ରୁ ଅଧିକ ମଜଭୁତ କରିବାକୁ ଶପଥ ନେଇଥିଲେ ।ତେବେ ମଞ୍ଚ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମି ଥିଲା ।।
    1
    ବସ୍ତାରେ ୨୯ ତମ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ପକ୍ଷରୁ ବସ୍ତା,କଟିପୋଲ ଠାରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସୂଚନା ଅନୁସାରେ ସାରା ଓଡ଼ିଶା ରେ ବିଜୁ ଜନତା ଦଳ ର 29 ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ, ବସ୍ତା ନିର୍ବାଚନ ମଣ୍ଡଳୀ ର କଟିପୋଲ ଠାରେ ଖୁବ୍ ଧୂମଧମ୍ ରେ ପାଳନ କରାଯାଇଛି। ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡ଼ା,ମହାଦେବ ଦାସ,ଜିଲ୍ଲା ପରିଷଦ ଅଧକ୍ଷ, ଉପାଧକ୍ଷା,ଙ୍କ ସହ ଜିଲ୍ଲା ପରିଷଦ, ସରପଞ୍ଚ, ସଦସ୍ୟ, କର୍ମୀ ଯୋଗ ଦେଇ ଦଳ କୁ ତୂଳମୂଳ ସ୍ତର ରେ ଅଧିକ ରୁ ଅଧିକ ମଜଭୁତ କରିବାକୁ ଶପଥ ନେଇଥିଲେ ।ତେବେ ମଞ୍ଚ ରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମି ଥିଲା ।।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.