Shuru
Apke Nagar Ki App…
ମୟୂରଭଞ୍ଜ ଜିଲ୍ଲାର ସବୁ ଖବର | Update News | Dally Speed News | Mayurbhanj Public News #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 13.04.2026, 14.04.2026 & 15.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
Mayurbhanj Public News

More news from ଓଡ଼ିଶା and nearby areas
- ଜଳେଶ୍ଵର: ବାଲି ମାଫିଆ ଙ୍କ ଆକ୍ରମଣ ଘଟଣାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!1
- Post by Chittaranjan Nayak1
- ଜଳେଶ୍ୱର ରେ ବାଲି ମାଫିଆ ଦ୍ୱାରା ଜୁଲାଇ 10 ତାରିଖରେ ଆକ୍ରମଣ କରିଥିବା ଆସାମୀ କୁ ଗିରଫ ଦାବିରେ ଜଳେଶ୍ୱର କଂଗ୍ରସ ସାମ୍ବାଦିକ ସମିଳନୀ1
- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।1
- ଖଇରା ତା 17/04/2026 ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ ଫୋଟରେ ପୁଷ୍ପମାଳ, ଅପ୍ରଣ କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .4
- Bahut Dhino Pore Babu Biju Sahita Beto Hela Jodabarbil Re1
- ହାସିମପୁର ରୁ ମୟୂର ଉଦ୍ଧାର1
- ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଉଡା ପର୍ବ ପାଳିତ ହୋଇଯାଇଛି l2
- ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ1