logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବ୍ରହ୍ମପୁର ସାଇବର ପୁଲିସ ପକ୍ଷରୁ ଜୈନିକା ମହିଳାଙ୍କ ଅଶ୍ଳିଳ ଫଟୋ ସୋସିଆଲ ମିଡ଼ିଆ ରେ ଛାଡ଼ିବା

19 hrs ago
user_KOSAL TIMES
KOSAL TIMES
Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
19 hrs ago

ବ୍ରହ୍ମପୁର ସାଇବର ପୁଲିସ ପକ୍ଷରୁ ଜୈନିକା ମହିଳାଙ୍କ ଅଶ୍ଳିଳ ଫଟୋ ସୋସିଆଲ ମିଡ଼ିଆ ରେ ଛାଡ଼ିବା

More news from Odisha and nearby areas
  • ସ୍କୁଲ ନିର୍ମାଣ ଦାବିରେ ଶହ ଶହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ନୂଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ I
    1
    ସ୍କୁଲ ନିର୍ମାଣ ଦାବିରେ ଶହ ଶହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ନୂଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ I
    user_Hareram karuan
    Hareram karuan
    Reporter Nuapada, Odisha•
    14 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    3 hrs ago
  • ସୁବର୍ଣ୍ଣପୁର: ବାନ୍ଧ କଳା ଓ ବୁଣାକାର ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମା ସ୍ଥିତ କମନ୍ ସର୍ଭିସ୍ ସେଣ୍ଟର୍ (ORMAS) ଠାରେ ଅନୁଷ୍ଠିତ ହୋଇଥିଲା। ସେଣ୍ଟ୍ରାଲ ସିଲ୍କ ବୋର୍ଡ ଓ ଏନଜିଓ ଭାବ ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ଏହି କର୍ମଶାଳାରେ ଏସଟିଏସସି କଟକର ବୈଜ୍ଞାନିକ - ବି ଅମୃତ ନାୟକ, ଓର୍ମାସ ସିଇଓ ସୁଶାନ୍ତ ନାୟକ,ଭାବ ନିର୍ଦେଶକ ସୌରଭ କର ପ୍ରମୁଖ ଉପସ୍ଥିତ ଥିଲେ।
    1
    ସୁବର୍ଣ୍ଣପୁର: ବାନ୍ଧ କଳା ଓ ବୁଣାକାର ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସଦର ମହକୁମା ସ୍ଥିତ କମନ୍ ସର୍ଭିସ୍ ସେଣ୍ଟର୍ (ORMAS) ଠାରେ ଅନୁଷ୍ଠିତ ହୋଇଥିଲା। ସେଣ୍ଟ୍ରାଲ ସିଲ୍କ ବୋର୍ଡ ଓ ଏନଜିଓ ଭାବ ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ଏହି  କର୍ମଶାଳାରେ ଏସଟିଏସସି କଟକର ବୈଜ୍ଞାନିକ - ବି ଅମୃତ ନାୟକ, ଓର୍ମାସ ସିଇଓ ସୁଶାନ୍ତ ନାୟକ,ଭାବ  ନିର୍ଦେଶକ ସୌରଭ କର ପ୍ରମୁଖ ଉପସ୍ଥିତ ଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    3 hrs ago
  • Post by OTV SONEPUR
    1
    Post by OTV SONEPUR
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l
    1
    ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l
    user_Ajira Samachar
    Ajira Samachar
    Journalist Sonepur, Odisha•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    12 hrs ago
  • ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା ନୂଆପଡ଼ା- ୦୯/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରବି ଋତୁ ୨୦୨୫-୨୬ ପାଇଁ ଫସଲ ଖସଡ଼ା, ସାର ବଣ୍ଟନ ଏବଂ ବିଭିନ୍ନ ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏହାସହିତ ରବି ଋତୁ ପାଇଁ ଡାଲି ଚାଷରେ ଆତ୍ମନିର୍ଭରତା ମିଶନ, ଶ୍ରୀ ଅନ୍ନ ଅଭିଯାନ ଏବଂ ଚାଷୀ ରେଜିଷ୍ଟ୍ରି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ ଚାଷୀମାନେ ବିଭିନ୍ନ ଯୋଜନାର ସୁଫଳ ଏବଂ ସର୍ବାଧିକ ସୁବିଧା ପାଇବା ପାଇଁ ସମନ୍ୱୟର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, କୋମନା ବ୍ଲକ ନଉଗାଁ ଗ୍ରାମର ସଫଳ ଯୁବା ଚାଷୀ ତୁଳାରାମ ଭୋଇଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ୨୯ ବର୍ଷୀୟ ତୁଳାରାମ ଭୋଇ ସମନ୍ୱିତ ଚାଷ ପ୍ରୋତ୍ସାହନ ସ୍ପେସିଆଲ ପ୍ରୋଗ୍ରାମରୁ କିଭଳି ସୁବିଧା ପାଇଲେ ଏବଂ ବର୍ତ୍ତମାନ ଚାଷରୁ ବର୍ଷକୁ ୫ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।ଏହି ଅବସରରେ ଜିଲ୍ଲା ସ୍ତରୀୟ ହରଡ଼ ଅଧିଗ୍ରହଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହିତ ଜିଲ୍ଲାପାଳ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ, ଖାଇବା ତେଲ ର ଜାତୀୟ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହି ଅବସରରେ ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରା ଯାଇଥିଲା। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ସାଂସଦ ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବିଧାୟକ ନୂଆପଡା ଙ୍କ ପ୍ରତିନିଧି ରାମଲାଲ ହଂସ ତଥା କୃଷି ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସମନ୍ଵିତ କୃଷି ମାଧ୍ୟମରେ କୃଷକର ଉନ୍ନତି ,ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପଳାୟନ ରୋକିବା, ବେକାରୀ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
    2
    ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା
ନୂଆପଡ଼ା- ୦୯/୦୧ (ସୁରେନ୍ଦ୍ର ତିୱାରୀ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରବି ଋତୁ ୨୦୨୫-୨୬ ପାଇଁ ଫସଲ ଖସଡ଼ା, ସାର ବଣ୍ଟନ ଏବଂ ବିଭିନ୍ନ  ପ୍ରୋତ୍ସାହନ ବିତରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଏହାସହିତ ରବି ଋତୁ ପାଇଁ ଡାଲି ଚାଷରେ ଆତ୍ମନିର୍ଭରତା ମିଶନ, ଶ୍ରୀ ଅନ୍ନ ଅଭିଯାନ ଏବଂ ଚାଷୀ ରେଜିଷ୍ଟ୍ରି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ଅଧିକାରୀମାନଙ୍କୁ ଚାଷୀମାନେ ବିଭିନ୍ନ ଯୋଜନାର ସୁଫଳ ଏବଂ ସର୍ବାଧିକ ସୁବିଧା ପାଇବା ପାଇଁ ସମନ୍ୱୟର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ, କୋମନା ବ୍ଲକ ନଉଗାଁ ଗ୍ରାମର ସଫଳ ଯୁବା ଚାଷୀ ତୁଳାରାମ ଭୋଇଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ୨୯ ବର୍ଷୀୟ ତୁଳାରାମ ଭୋଇ ସମନ୍ୱିତ ଚାଷ ପ୍ରୋତ୍ସାହନ ସ୍ପେସିଆଲ ପ୍ରୋଗ୍ରାମରୁ କିଭଳି  ସୁବିଧା ପାଇଲେ ଏବଂ ବର୍ତ୍ତମାନ ଚାଷରୁ ବର୍ଷକୁ ୫ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।ଏହି ଅବସରରେ ଜିଲ୍ଲା ସ୍ତରୀୟ ହରଡ଼ ଅଧିଗ୍ରହଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହିତ ଜିଲ୍ଲାପାଳ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ, ଖାଇବା ତେଲ ର ଜାତୀୟ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହି ଅବସରରେ ପାଞ୍ଚଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରା ଯାଇଥିଲା। ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ସାଂସଦ ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ବିଧାୟକ ନୂଆପଡା ଙ୍କ ପ୍ରତିନିଧି ରାମଲାଲ ହଂସ ତଥା କୃଷି ଓ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସମନ୍ଵିତ କୃଷି ମାଧ୍ୟମରେ କୃଷକର ଉନ୍ନତି ,ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପଳାୟନ ରୋକିବା, ବେକାରୀ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
    user_Surendra Tiwari
    Surendra Tiwari
    Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
    6 hrs ago
  • ୭୦୦ ବସ୍ତା ଧାନ ଛତିଶଗଡ଼କୁ ଚୋରା ଚାଲାଣ ପାଇଁ ସଂଗୃହିତ ଧାନକୁ ଜବତ କଲା ଓଡ଼ିଶା ପ୍ରଶାସନ ।
    1
    ୭୦୦ ବସ୍ତା ଧାନ ଛତିଶଗଡ଼କୁ ଚୋରା ଚାଲାଣ ପାଇଁ ସଂଗୃହିତ ଧାନକୁ ଜବତ କଲା ଓଡ଼ିଶା ପ୍ରଶାସନ ।
    user_Hareram karuan
    Hareram karuan
    Reporter Nuapada, Odisha•
    14 hrs ago
  • "ମହିମା" ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା- ବିମୋହିତ କଲା ଓଡ଼ିଶୀ ନୃତ୍ୟ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ତୃତୀୟ ସଂନ୍ଧ୍ୟାରେ ପଏଁରୀ ସୋନପୁର ଓ ରୁପଶ୍ରୀ କଲାପରିଷ ତରଭାର କଳାକାରଙ୍କ ଦ୍ଵାରା ଡାଲଖାଇ ସମ୍ବଲପୁରୀ ନାଚ ଗୀତର ସୁରେ ସୁରେ ଝୁମିଲେ ଦର୍ଶକ। ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ଦାସ ଯୋଗଦେଇ ସୁନା ମାଟିର କଳା ଓ ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ରଘୁନାଥ ମେହେର, ସମ୍ବଲପୁର ବିଶ୍ବବିଦ୍ୟାୟର ଓଡ଼ିଆ ବିଭାଗ ପ୍ରଫେସର ଡ଼ ଗୋପୀନାଥ ବାଗ, ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ପରିଚାଳନା କରିଥିଲେ। ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଦର୍ଶକ ଉପଭୋଗ କରିଥିଲେ।
    1
    "ମହିମା" ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା-
ବିମୋହିତ କଲା ଓଡ଼ିଶୀ ନୃତ୍ୟ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ତୃତୀୟ ସଂନ୍ଧ୍ୟାରେ ପଏଁରୀ ସୋନପୁର ଓ ରୁପଶ୍ରୀ କଲାପରିଷ ତରଭାର କଳାକାରଙ୍କ ଦ୍ଵାରା ଡାଲଖାଇ ସମ୍ବଲପୁରୀ ନାଚ ଗୀତର ସୁରେ ସୁରେ ଝୁମିଲେ ଦର୍ଶକ। ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ଦାସ ଯୋଗଦେଇ ସୁନା ମାଟିର କଳା ଓ ସଂସ୍କୃତିର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ରଘୁନାଥ ମେହେର, ସମ୍ବଲପୁର ବିଶ୍ବବିଦ୍ୟାୟର ଓଡ଼ିଆ ବିଭାଗ ପ୍ରଫେସର ଡ଼ ଗୋପୀନାଥ ବାଗ, ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ପରିଚାଳନା କରିଥିଲେ। ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଦର୍ଶକ ଉପଭୋଗ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.