Shuru
Apke Nagar Ki App…
ଗୁଣ୍ଡିଚାପଡ଼ା ନର୍ଭେରାମ ୱାକର୍ସ ୟୁନିୟନର ସଭାପତିଙ୍କ କମ୍ପାନୀ ପରିଷରରେ ପ୍ରତିକ୍ରିୟା ପ୍ରକାଶ ଢେଙ୍କାନାଳ ଗୁଣ୍ଡିଚାପଡ଼ା ନର୍ଭେରାମ ୱାକର୍ସ ୟୁନିୟନର ସଭାପତିଙ୍କ କମ୍ପାନୀ ପରିଷରରେ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କମ୍ପାନୀରେ ୨ ସଂଘ ମଧ୍ୟରେ ଚାଲିଥିବା ଘଟଣାକୁ ଦେଲେ ଶ୍ରମିକ ଆନ୍ଦୋଳନ ଦେଖାଦେଇଛି ।
Amani Sahoo
ଗୁଣ୍ଡିଚାପଡ଼ା ନର୍ଭେରାମ ୱାକର୍ସ ୟୁନିୟନର ସଭାପତିଙ୍କ କମ୍ପାନୀ ପରିଷରରେ ପ୍ରତିକ୍ରିୟା ପ୍ରକାଶ ଢେଙ୍କାନାଳ ଗୁଣ୍ଡିଚାପଡ଼ା ନର୍ଭେରାମ ୱାକର୍ସ ୟୁନିୟନର ସଭାପତିଙ୍କ କମ୍ପାନୀ ପରିଷରରେ ପ୍ରତିକ୍ରିୟା ପ୍ରକାଶ କରାଯାଇଛି । କମ୍ପାନୀରେ ୨ ସଂଘ ମଧ୍ୟରେ ଚାଲିଥିବା ଘଟଣାକୁ ଦେଲେ ଶ୍ରମିକ ଆନ୍ଦୋଳନ ଦେଖାଦେଇଛି ।
More news from Odisha and nearby areas
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନା କୋଟ ନିକଟ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ବାରୁଆଁ ବି ଗ୍ରାମର ଯୁବକ ଭାବଗ୍ରାହୀ ଖୁଣ୍ଟିଆ ଜମୁନାକୋଟ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଭାବଗ୍ରାହୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।1
- ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପଞ୍ଚାୟତ ରେ ଦୃନୀତି ଭାଇ ଦେଲା ଭାଇ ନାଁ କେଶ1
- ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?1
- ଜୀ ସାର୍ଥକର ସବୁଠାରୁ ବଡ଼ ରିଆଲିଟୀ ସୋ 'ରଜ କୁଇନ - ୨୦୨୬' ର ଅଡିସନ୍ ସୁଟିଂ ଆରମ୍ଭ | ରଜ ପାଇଁ ସଜ ହେଲେଣି 'ରଜର ରାଣୀ" Report : 📞 8328968302 Nanda Kishor Naik (Bipin) ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- Post by NEWS MANORANJAN1
- Post by Dhenkanal News1