Shuru
Apke Nagar Ki App…
ରଜ କୁଇନ୍ ୨୦୨୬ ପାଇଁ ସୁଟିଂ ଆରମ୍ଭ | ଝିଅଙ୍କ ସହ ପରିବାର ମଧ୍ୟ ଦେଖାଇବ ଦକ୍ଷତା ଜୀ ସାର୍ଥକର ସବୁଠାରୁ ବଡ଼ ରିଆଲିଟୀ ସୋ 'ରଜ କୁଇନ - ୨୦୨୬' ର ଅଡିସନ୍ ସୁଟିଂ ଆରମ୍ଭ | ରଜ ପାଇଁ ସଜ ହେଲେଣି 'ରଜର ରାଣୀ" Report : 📞 8328968302 Nanda Kishor Naik (Bipin) ଭୁବନେଶ୍ଵର, ଓଡ଼ିଶା #bhubaneswar #odisha
Nanda Kishor Naik

More news from ଓଡ଼ିଶା and nearby areas
- ଜୀ ସାର୍ଥକର ସବୁଠାରୁ ବଡ଼ ରିଆଲିଟୀ ସୋ 'ରଜ କୁଇନ - ୨୦୨୬' ର ଅଡିସନ୍ ସୁଟିଂ ଆରମ୍ଭ | ରଜ ପାଇଁ ସଜ ହେଲେଣି 'ରଜର ରାଣୀ" Report : 📞 8328968302 Nanda Kishor Naik (Bipin) ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପଞ୍ଚାୟତ ରେ ଦୃନୀତି ଭାଇ ଦେଲା ଭାଇ ନାଁ କେଶ1
- Post by Dhenkanal News1
- Post by NEWS7ODIA1
- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନା କୋଟ ନିକଟ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ବାରୁଆଁ ବି ଗ୍ରାମର ଯୁବକ ଭାବଗ୍ରାହୀ ଖୁଣ୍ଟିଆ ଜମୁନାକୋଟ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଭାବଗ୍ରାହୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।1
- ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।1
- Post by Dhenkanal News1