Shuru
Apke Nagar Ki App…
ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ସହାୟତା କରିଥିଲା ଅଭିଯୁକ୍ତର ବାପା ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।1
- Post by ଯାଜପୁର ଖବର ପ୍ରସାରିତ1
- Post by Mo Adhikar news1
- Post by NEWS7ODIA1
- Post by ଅନିଲ କୁମାର ପଣ୍ଡା2
- Post by ନିଷ୍ଠୁର ଦୁନିଆ Live1
- ଜୀ ସାର୍ଥକର ସବୁଠାରୁ ବଡ଼ ରିଆଲିଟୀ ସୋ 'ରଜ କୁଇନ - ୨୦୨୬' ର ଅଡିସନ୍ ସୁଟିଂ ଆରମ୍ଭ | ରଜ ପାଇଁ ସଜ ହେଲେଣି 'ରଜର ରାଣୀ" Report : 📞 8328968302 Nanda Kishor Naik (Bipin) ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- Post by ଯାଜପୁର ଖବର ପ୍ରସାରିତ1