Shuru
Apke Nagar Ki App…
ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ଅଭିନଵ ପ୍ରତିବାଦ ଯାଜପୁର - ଜ଼ିଲ୍ଲାରେ ଧାନକିଣାରେ ବ୍ୟାପକ ସମସ୍ୟା ଲାଗି ରହିଥିବା ବେଳେ ଚାଷୀ ଧାନ ବିକ୍ରି କରି ନପାରି ଚିନ୍ତାରେ ଅଛନ୍ତି। ଏହି ସମସ୍ୟାଙ୍କୁ ନେଇ ଜ଼ିଲ୍ଲା ପ୍ରଶାସନକୁ ଚେତାବନୀ ଦେଇ ଥିବା ସତ୍ୟେ ପ୍ରଶାସନ ନୀରବ ବସିଛି। ଏହାକୁ ବିରୋଧ କରି ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ଭାବେ ଦଣ୍ଡବତ ପକାଇ ଟ୍ରାକ୍ଟରରେ ଶହଶହ ବସ୍ତା ଧାନ ନେଇ ଜ଼ିଲ୍ଲାପାଳଙ୍କ କାଯ୍ୟଳୟ ଆଗରେ ପ୍ରତିବାଦ କରିବାକୁ ଯାତ୍ରା କରୁଛନ୍ତି।
ଅନିଲ କୁମାର ପଣ୍ଡା

More news from ଓଡ଼ିଶା and nearby areas
- Post by ଯାଜପୁର ଖବର ପ୍ରସାରିତ1
- Post by Mo Adhikar news1
- Post by ଅନିଲ କୁମାର ପଣ୍ଡା2
- Post by NEWS7ODIA1
- ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ହାଜତରୁ ଅଭିଯୁକ୍ତ ଫେରାର ହେବା ଘଟଣା,ଧରାପଡିଲା ଅଭିଯୁକ୍ତ,ଫେରାର ଘଟଣାରେ ବାପା ସହାୟତା କରିଥିବାରୁ ଅଭିଯୁକ୍ତ ପୁଅ ସହ ବାପା ଗିରଫ ।ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ,ଗତକାଲି ଏହି ଘଟଣାରେ ଥାନାର ଜଣେ ଏଏସଆଇ ଓ ଦୁଇ ଜଣ କନେଷ୍ଟବଳକୁ ସସପେଣ୍ଡ କରିଥିଲେ ଯାଜପୁର ଏସପି ।1
- Post by AT News1
- बरगढ़, 30 मार्च: बरपाली पंचायत समिति कार्यालय परिसर में जिलापाल आदित्य गोयल और पुलिस अधीक्षक प्रह्ल्लाद सहाय मीणा की संयुक्त अध्यक्षता में जन शिकायत सुनवाई शिविर का आयोजन किया गया। इस अवसर पर विभिन्न विभागों के अधिकारी उपस्थित रहकर आम जनता की समस्याओं को सुना। कार्यक्रम में जिला मुख्य चिकित्सा अधिकारी कुबेर महंत, बरपाली के बीडीओ सुमंत कुम्भार तथा ब्लॉक अध्यक्ष रीना थईत सहित अन्य अधिकारी भी मौजूद रहे। अधिकारियों ने लोगों की समस्याओं को ध्यानपूर्वक सुनते हुए उनके समाधान के लिए आवश्यक निर्देश दिए। प्राप्त जानकारी के अनुसार शिविर में सिंचाई, बिजली आपूर्ति, पेयजल व्यवस्था, राशन कार्ड, वृद्धावस्था एवं दिव्यांग पेंशन, सड़क निर्माण तथा कृषि से संबंधित समस्याओं सहित कुल 75 शिकायतें दर्ज की गईं। इनमें 57 व्यक्तिगत और 18 सामूहिक शिकायतें शामिल थीं।1
- Post by ଯାଜପୁର ଖବର ପ୍ରସାରିତ1