logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ

4 hrs ago
user_AK14TV
AK14TV
ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
4 hrs ago

କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ

More news from ଓଡ଼ିଶା and nearby areas
  • କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ
    1
    କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ
କାଶୀନଗର ରାସ୍ତା ପ୍ରଶସ୍ତି କରଣ ର ତଦାରଖ କଲେ ଅଧୀକ୍ଷଣ ଯନ୍ତ୍ରୀ
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    4 hrs ago
  • ଓଡ଼ିଶାର ଗଜପତି ଜିଲ୍ଲା ଛେଳିଗଡ଼ ଜଳ ପ୍ରକଳ୍ପର କାର୍ଯ୍ୟ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଦ୍ୱାରା ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ୧୫ ଦଫା ଦାବି ପୂରଣ କରିବାକୁ ତିନି ମାସର ପ୍ରତିଶ୍ରୁତି ନ ମିଳିବାରୁ ୫ଟି ଗାଁର ଶତାଧିକ ଗ୍ରାମବାସୀ ଧାରଣା ଦେଇଥିଲେ। ପ୍ରକଳ୍ପ ଅଧିକାରୀମାନେ ୨ ଦିନ ମଧ୍ୟରେ ସମସ୍ତ ଗାଡ଼ି ହଟାଇବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
    1
    ଓଡ଼ିଶାର ଗଜପତି ଜିଲ୍ଲା ଛେଳିଗଡ଼ ଜଳ ପ୍ରକଳ୍ପର କାର୍ଯ୍ୟ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ଦ୍ୱାରା ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ୧୫ ଦଫା ଦାବି ପୂରଣ କରିବାକୁ ତିନି ମାସର ପ୍ରତିଶ୍ରୁତି ନ ମିଳିବାରୁ ୫ଟି ଗାଁର ଶତାଧିକ ଗ୍ରାମବାସୀ ଧାରଣା ଦେଇଥିଲେ। ପ୍ରକଳ୍ପ ଅଧିକାରୀମାନେ ୨ ଦିନ ମଧ୍ୟରେ ସମସ୍ତ ଗାଡ଼ି ହଟାଇବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    13 hrs ago
  • ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ମହୁରୀ ଅଞ୍ଚଳ ପରିଷଦ କର୍ମକର୍ତ୍ତା ନିର୍ବାଚନ ୧୨/୫/୨୦୨୬ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ମହୁରୀ ଅଞ୍ଚଳ ପରିଷଦ କର୍ମକର୍ତ୍ତା ନିର୍ବାଚନ ୧୨/୫/୨୦୨୬
    1
    ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ମହୁରୀ ଅଞ୍ଚଳ ପରିଷଦ କର୍ମକର୍ତ୍ତା ନିର୍ବାଚନ ୧୨/୫/୨୦୨୬
ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ମହୁରୀ ଅଞ୍ଚଳ ପରିଷଦ କର୍ମକର୍ତ୍ତା ନିର୍ବାଚନ ୧୨/୫/୨୦୨୬
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • ଜଗତସିଂହପୁର ପୋଲିସ ଏକ ବଡ଼ ସାଇବର କ୍ରାଇମ୍‌ ଅପରାଧର ପର୍ଦ୍ଦାଫାସ କରିଛି। ଏନେଇ ଅତିରିକ୍ତ ଏସପି ରଂଜନ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
    1
    ଜଗତସିଂହପୁର ପୋଲିସ ଏକ ବଡ଼ ସାଇବର କ୍ରାଇମ୍‌ ଅପରାଧର ପର୍ଦ୍ଦାଫାସ କରିଛି। ଏନେଇ ଅତିରିକ୍ତ ଏସପି ରଂଜନ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    20 min ago
  • ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ବିଜେଡି ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଘୋଷଣା କରିଛି। ଏହି ପ୍ରସଙ୍ଗରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ନିଜର ମତାମତ ଦେଇଛନ୍ତି।
    1
    ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ବିଜେଡି ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଘୋଷଣା କରିଛି। ଏହି ପ୍ରସଙ୍ଗରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ ନିଜର ମତାମତ ଦେଇଛନ୍ତି।
    user_Ktvnews
    Ktvnews
    କବିସୂର୍ଯ୍ୟନଗର, ଗଞ୍ଜାମ, ଓଡ଼ିଶା•
    6 hrs ago
  • ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକରେ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ଝିଅମାନେ ପୁଅଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ତୃପ୍ତି ମୟୀ ଜେନା ସେମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରିଥିଲେ।
    4
    ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକରେ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ଝିଅମାନେ ପୁଅଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ତୃପ୍ତି ମୟୀ ଜେନା ସେମାନଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରିଥିଲେ।
    user_ଅଖିଳ କୁମାର ପଟ୍ଟନାୟକ
    ଅଖିଳ କୁମାର ପଟ୍ଟନାୟକ
    Seragad, Ganjam•
    7 hrs ago
  • ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୁର୍କେଲ ବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦେଇଛନ୍ତି। ଏହି ପ୍ରତିବାଦ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇଛି ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦର୍ଶାଉଛି।
    1
    ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୁର୍କେଲ ବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦେଇଛନ୍ତି। ଏହି ପ୍ରତିବାଦ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇଛି ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦର୍ଶାଉଛି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    8 hrs ago
  • ଲୋଚାପଢା ଗ୍ରାମରେ ବ୍ରାହ୍ମଣୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା 12/5/2026 ଲୋଚାପଢା ଗ୍ରାମରେ ବ୍ରାହ୍ମଣୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା 12/5/2026 👉ପଣାପାଣି ଯାତ୍ରାରେ ମା'ଙ୍କୁ ଦର୍ଶନ କରୁଥିବା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। 👉ବିଭିନ୍ନ ସାହିରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। #live_odisha_news_update #published_from #Braking_News
    1
    ଲୋଚାପଢା ଗ୍ରାମରେ ବ୍ରାହ୍ମଣୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା  12/5/2026
ଲୋଚାପଢା ଗ୍ରାମରେ ବ୍ରାହ୍ମଣୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା  12/5/2026
👉ପଣାପାଣି ଯାତ୍ରାରେ ମା'ଙ୍କୁ ଦର୍ଶନ କରୁଥିବା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
👉ବିଭିନ୍ନ ସାହିରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।
#live_odisha_news_update #published_from #Braking_News
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.