Shuru
Apke Nagar Ki App…
ରାହାମା ITCT କମ୍ପୁଟର ପଏଣ୍ଟର କୃତୀ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ ଯେ ସେମାନେ ନିଶ୍ଚିତ ଭାବରେ ଭଲ ପାଠ ପଢ଼ି ସମାଜର ନାମ ରଖିବେ ଏବଂ ଜଣେ ଜଣେ ଉଚ୍ଚକୋଟୀର ବ୍ୟକ୍ତି ହୋଇ ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବେ। ଉତ୍ସବରେ ଯୋଗଦେଇଥିବା ବହୁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ପ୍ରମୋଦ ମଲ୍ଲିକ
ରାହାମା ITCT କମ୍ପୁଟର ପଏଣ୍ଟର କୃତୀ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ ଯେ ସେମାନେ ନିଶ୍ଚିତ ଭାବରେ ଭଲ ପାଠ ପଢ଼ି ସମାଜର ନାମ ରଖିବେ ଏବଂ ଜଣେ ଜଣେ ଉଚ୍ଚକୋଟୀର ବ୍ୟକ୍ତି ହୋଇ ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବେ। ଉତ୍ସବରେ ଯୋଗଦେଇଥିବା ବହୁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।
More news from ଓଡ଼ିଶା and nearby areas
- ରାହାମା ସ୍ଥିତ ସାଇଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ବାରିକଙ୍କୁ ତାଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମାରୋହରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ପୃଷ୍ଟି, ପୂର୍ବତନ ବିଇଓ ପବିତ୍ର କୁମାର କର, ଜିଲ୍ଲାପରିଷଦ ସଭ୍ୟ ରବିନାରାୟଣ ସାହୁ, ଗୋବିନ୍ଦ ଚନ୍ଦ୍ର ମିଶ୍ର ଏବଂ ସମୀର କୁମାର ଗିରି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ନିରୂପମାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ପ୍ରହ୍ଲାଦ ପଶାୟତ, କ୍ଷୀରୋଦ ଚନ୍ଦ୍ର ଦାସ, ରାଜେନ୍ଦ୍ର ପ୍ରସାଦ ବାରିକ, ସଞ୍ଜୟ ମହାପାତ୍ର, ପ୍ରଦୀପ୍ତ ବେହେରା, ନିର୍ଲିପ୍ତ ବିଶ୍ବାଳ, ଦୀପିକା ମୁଦୁଲି, ସରଳା ସେଠୀ, ଲିପସା ସାହୁ, ଅରୁନ୍ଧତୀ ଦାସ, ଗାୟତ୍ରୀ ବେହେରା, ଲକ୍ଷ୍ମୀ ପ୍ରିୟା ମାଝି, ନିରୁପମା ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ହାଇସ୍କୁଲ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।1
- ରାହାମା ITCT କମ୍ପୁଟର ପଏଣ୍ଟର କୃତୀ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ ଯେ ସେମାନେ ନିଶ୍ଚିତ ଭାବରେ ଭଲ ପାଠ ପଢ଼ି ସମାଜର ନାମ ରଖିବେ ଏବଂ ଜଣେ ଜଣେ ଉଚ୍ଚକୋଟୀର ବ୍ୟକ୍ତି ହୋଇ ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବେ। ଉତ୍ସବରେ ଯୋଗଦେଇଥିବା ବହୁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।1
- କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଝଡ଼ ପବନ ଏବଂ ଘଡ଼ଘଡ଼ିର ତାଣ୍ଡବ ଦେଖିବାକୁ ମିଳିଛି।1
- ଆଜି ସାନ୍ତପୁରର ବକ୍ରେଶ୍ୱର ମନ୍ଦିରରେ କାଳବୈଶାଖୀର ଏକ ଭୟଙ୍କର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ମନ୍ଦିର ପରିସରରେ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା, ଯାହାର ଦୃଶ୍ୟ ବେଶ୍ ପ୍ରଳୟଙ୍କରୀ ଥିଲା।1
- ଜାଜପୁର ଜିଲ୍ଲା ଅନ୍ତର୍ଗତ ରୁଦ୍ରଚରଣ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ପଦରୁ ଅବସର ଗ୍ରହଣ କରିଛନ୍ତି।1
- ଓଡ଼ିଶାର ନିଆଳି ଏବେ ଚୋରା ବାଲିର ଏକ ପ୍ରମୁଖ ଗନ୍ତାଘର ପାଲଟିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାଞ୍ଚଲ୍ୟ ଦେଖାଦେଇଛି। ଏହି ବେଆଇନ କାର୍ଯ୍ୟକଳାପ ପଛରେ ନିଆଳି ପ୍ରଶାସନ ଓ ବାଲି ମାଫିଆଙ୍କ ମଧ୍ୟରେ ଖୋଲାଖୋଲି ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହୋଇଛି। ଏହି ମଧୁଚନ୍ଦ୍ରିକା ଯୋଗୁଁ କୋଟି କୋଟି ଟଙ୍କାର ବାଲି ଅବୈଧ ଭାବେ ଆତ୍ମସାତ୍ କରାଯାଉଛି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କାହା ଛତ୍ରଛାୟା ତଳେ ଏହି ଚୋରା ବାଲିଘାଟଗୁଡ଼ିକ ଅବାଧରେ ଚାଲିଛି?1
- ଭୁବନେଶ୍ୱରରେ ଏହି ଅଭିଯୁକ୍ତ ବନ୍ଧୁ ସାଜି ନିଜ ବନ୍ଧୁକୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ଘଟଣାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶେଷରେ ତାଙ୍କୁ ଧରାଯାଇଛି।1